ଓଡିଶାର Viral Boy Santanu ଙ୍କ ପ୍ରଥମ ରୋଜଗାର କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ଓଡିଶା ର ଭାଇରାଲ ବୟ ହେଉଛନ୍ତି ଶାନ୍ତନୁ କୁମାର ମହାନ୍ତି । ଆସନ୍ତୁ ଜାଣିବା ଶାନ୍ତନୁ କୁମାର ମହାନ୍ତି ଙ୍କର ମାସିକ ରୋଜଗାର କେତେ ହେଉଛି ତଥା ପ୍ରଥମରୁ ରୋଜଗାର କେତେ ହେଉଥିଲା ? ଆପଣ ମାନେ ବିଶେଷ କରି ଶାନ୍ତନୁ କୁମାର ମହାନ୍ତି କୁ ବେସ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ ସେ ଓଡିଶା ରେ ଭାଇରାଲ ଏବଂ ସାରା ଓଡିଶା ରେ ଲୋକ ତାଙ୍କ ଗୀତ କୁ ଶୁଣି ମଧ୍ୟ ତାଙ୍କୁ ବେସ ପସନ୍ଦ କରିଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଯେ ଶାନ୍ତନୁ ହିନ୍ଦୀ ରେ ଏକ ଅଡିସନ ଦେଇଥିଲେ । ଶୋ ଟିର ନାମ ହେଲା “ସାରେଗାମାପା” । ସେଥିରେ ସେ ନିରାଶ ହୋଇ ଆସିଥିଲେ ମାତ୍ର ଏହାପରେ ସେ ସଫଳତା ବଜାୟ ରଖିବା ନିମନ୍ତେ ସେ ପ୍ରୟାସ ଜାରି ରଖିଥିଲେ । ସଦାବେଳେ ସେ ଗୀତ ପ୍ରାକ୍ଟିସ କରୁଥିଲେ ତଥା ମ୍ୟୁଜିକ ମଧ୍ୟ ପ୍ରାକ୍ଟିସ କରୁଥିଲେ ।

ସେ ଘରେ ବିଭିନ୍ନ ପ୍ରକାରର ଗୀତ ପ୍ରାକ୍ଟିସ କରୁଥଲେ ତଥା ମ୍ୟୁଜିକ ହାର୍ମେନୁୟମ ସବୁ ବେସ ଭଲ ଭାବରେ ଶିଖିଛନ୍ତି । ଏହିଭଳି ଭାବରେ ଗୋଟେ ପରେ ଗୋଟେ ପାହାଚ ସେ ଅତିକ୍ରମ କରିଥିଲେ, ଏବଂ ଜର୍ଜ ମାନଙ୍କର ମନମୋହୀ ନେଉଥିଲେ । ଏହା ସହିତ ଓଡିଶା ବାସୀ ଙ୍କର ମଧ୍ୟ ମନମୋହୀ ନେଉଥିଲେ କେବଳ ତାଙ୍କ କଥା ଏବଂ ତାଙ୍କ ଗୀତ ରେ ।

ଏହାପରେ ଶାନ୍ତନୁ କୁମାର ମହାନ୍ତି ଦିନକୁ ଦିନ ଭାଇରାଲ ହେବାକୁ ଲାଗିଲେ, ଏହାପରେ ତାଙ୍କ ପଛରେ ମିଡିଆ ଲାଗିବାକୁ ଲାଗିଲା । ଏହାପରେ ସେ ଭାଇରାଲ ହେବା ପରେ ତାଙ୍କର ସ୍ଟେଜ ଶୋ ଆରମ୍ଭ ହୋଇଯାଇଥିଲା । ତଥା ରେକଡିଙ୍ଗ ମଧ୍ୟ ଆରମ୍ଭ ହୋଇଥିଲା । ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ଯେ ଗୋଟେ ଗୋଟେ ଷ୍ଟୂଡିଓ ରେ ଗୋଟେ ଗୋଟେ ଗାୟକ ଯଦି ଗୀତ ଗାଆନ୍ତି ତେବେ ପାଖାପାଖି ୫୦ ହଜାର ଟଙ୍କା ନେଇଥାନ୍ତି । ସେହିଭଳି ଯଦି ଜଣେ ଭାଇରାଲ ସିଙ୍ଗର ଗାଇବ ତେବେ ସେ କେତେ ଟଙ୍କା ନେଉଥିବ ?

ଶାନ୍ତନୁ ପ୍ରଥମ ଗୀତ ଗାଇଥିଲେ ଯେତେବେଳେ ଓଡିଶାର ନୂଆ ସୁର ରେ ତାଙ୍କର ଗୀତ କୁ ସମସ୍ତେ ରିଲ ଭିଡିଓ ମଧ୍ୟ କରିଥିଲେ । ଏହାପରେ ତାଙ୍କର ଏକ ଷ୍ଟୂଡିଓ ଭର୍ସନ ଗୀତ ମଧ୍ୟ ଆସିଥିଲା । ଏଥିରେ ସେ ୫୦ ହଜାର ଟଙ୍କା ଆୟ କରିଥିଲେ । ବର୍ତ୍ତମାନ ଶାନ୍ତନୁ କୁ ସ୍ଟେଜ ଶୋ କରିବା ନିମନ୍ତେ ଡାକରା ମଧ୍ୟ ଆସୁଅଛି ଏବଂ ସବୁ ଷ୍ଟୂଡିଓ ରେ ସମସ୍ତଙ୍କ ସହିତ ଗୀତ ମଧ୍ୟ ଗାଇବା ପାଇଁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *