ଦେଖନ୍ତୁ Video: ଚିତା ଉପରେ ଭାରି ପଡିଲା ଗୋଟିଏ ସାମାନ୍ଯ କୁକୁର, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଚିତା-କୁକୁରଙ୍କ ଏହି ଜବରଦସ୍ତ ଫାଇଟିଙ୍ଗ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଚିତାବାଘ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ବାଘଟି ବହୁତ ମାରାତ୍ମକ ।

ଚିତାବାଘ ବହୁତ ଦ୍ରୁତ ଗତିରେ ଦଉଡି ଶିକାର କରିଥାଏ କେବଳ ଏତିକି ନୁହେଁ ଏହି ବାଘଟି ଗଛ ଉପରେ ମଧ୍ୟ ଚଢି ପାରେ । ତେବେ ଗତ କିଛି ସମୟ ହେବ ଚିତାବାଘର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଯଦି ଗୋଟେ ଚିତାବାଘ ସାମ୍ନାରେ ଗୋଟେ କୁକୁର ପଡିଯିବ ତା ହେଲେ ଭାବନ୍ତୁ କୁକୁର ଅବସ୍ଥା କଣ ହେବ । ହେଲେ ଏହି ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ କୁକୁରର ସାହାସ ଆଗରେ ଚିତାବାଘ ହାର ମାନିଛି ।

ଭିଡିଓରେ ଏକ ଜଙ୍ଗଲ ମଝିରେ ଥିବା ରାସ୍ତା ଉପରେ ଏକ କୁକୁର ଶୋଇଛି । ହଠାତ ସେହି ସମୟରେ କୁକୁରକୁ ଶିକାର କରିବା ପାଇଁ ଚିତାବାଘ ଆସିଯାଉଛି । ବନ୍ଧୁଗଣ କୁକୁର ଅତି ସାହସିକତାର ସହ ଚିତାବାଘ ସାମ୍ନାରେ ଛିଡା ହେଉଛି ଓ ଜୋର ଜୋର ସେ ଭୋକିବାକୁ ଲାଗୁଛି । ତା ପରେ ଚିତାବାଘଟି କୁକୁରର ଭୋକା ଶୁଣି ସେଠାରେ କିଛି ସମୟ ଛିଡା ହେଉଛି ଓ ତା ପରେ ଭୟରେ ଚାଲି ଯାଉଛି ।

ତେବେ କୁକୁର ସାହାସ ଆଗରେ ହାର ମାନିଛି ଚିତାବାଘ । ଆପଣ ମାନେ ଏହା ନିଶ୍ଚୟ ଶୁଣିଥିବେ ଯେ, ସର୍ବଦା ଦୁର୍ବଳ ଉପରେ ସବଳର ରାଜ୍ ଚାଲିଥାଏ ହେଲେ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । କୁକୁର ଚିତାବାଘ ଆଗରେ ଦୁର୍ବଳ ହେଲେ ମଧ୍ୟ ନିଜ ସାହସିକତା ପାଇଁ ଚିତାବାଘକୁ ପରାଜୟ ଦେଖାଇଛି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *