ରାଜନୀତିର ସବୁ ଗୁମର ଖୋଲିଦେଲେ Rani Panda, କହିଲେ ‘ମୁଁ ରାଣୀ ପଣ୍ଡା ଥେଇଥେଇ ହେଇ ନାଚିବି, ହେଲେ ଭିତିରିଆ ରାଜନୀତି…’ Video ଦେଖି ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଆମ ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ଜାଣିଥିବେ। ତେବେ ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି।ସେ ଭୋଜପୁରୀ ସିନେମା ରେ ମଧ୍ୟ ଅନେକ ସିନେମା ରେ ଆଇଟମ ସଙ୍ଗ ରେ ନୃତ୍ୟ କରିଛନ୍ତି। ଅଭିନେତ୍ରୀ ରାନୀ ପଣ୍ଡା କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ।ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି।

ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି। ତେବେ ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି। ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି।ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି।

ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।ଏହାଛଡ଼ା ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି।ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସେହିପରି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।
ତେବେ ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ।

ବେଳେବେଳେ ମନକୁ ଯାହା ଆସେ ତାହା ମଧ୍ଯ କହି ଦିଅନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଯାତ୍ରା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ରାଣୀ ପଣ୍ଡା ବେଶ୍ ପରିଚିତ। ଏହା ବି ଜାଣିଥିବେ ଯେ ତାଙ୍କର ଅଭିନୟ ର ଅନ୍ଦାଜ ଏବଂ ଡାନ୍ସ କେତେ ଭିନ୍ନ ଅଟେ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖି ବାକୁ ମିଳୁଛି।

ତେବେ ବର୍ତ୍ତମାନ ରାଣୀ ପଣ୍ଡା ଙ୍କୁ ପ୍ରଶ୍ନ କରା ଯାଇଥିଲା କି ସେ ରାଜନୀତି ରେ ପାଦ ଦେବେ କିମ୍ବା ନାହିଁ। ତେବେ ସେ ଉତ୍ତର ରେ କହିଥିଲେ କି ସେ ଯେଉଁ କାମ କରୁଛନ୍ତି ନାଚିଛନ୍ତି ସେହିଥିରେ ସେ ଖୁସି ଅଛନ୍ତି ଏବଂ ସେହିଥିରୁ ସେ ପଇସା ରୋଜଗାର କରି ନିଜେ ଖାଇବେ କାହାକୁ ସାହାର୍ଯ୍ୟ କରିବି ଏବଂ ଯାହାଠୁ ଧାରିଛି ତାକୁ ସୁଝିବି। ଏହି ରାଜନୀତି ରେ କୌଣସି ବି ଇଚ୍ଛା ନାହିଁ।

ତେବେ ଯେଉଁ ଅଭିନେତା ଓ ଅଭିନେତ୍ରୀ ମାନେ ରାଜନୀତି ରେ ପାଦ ଦେଉଛନ୍ତି କି ଦେଇଛନ୍ତି ସେମାନେ ଜାଣିଛନ୍ତି କି ତାଙ୍କର କୌଣସି ଭବିଷ୍ୟତ ନାହିଁ ଏବଂ ସେମାନେ ସେଥିପାଇଁ ଏହି ରାଜନୀତି ରେ ପଶି ପଇସା ମାରି ନିଜେ ସଞ୍ଚି ରଖିବେ। ତେବେ ଏହି ଯେଉଁ ସବୁ ରାଜନୀତି କୁ ଆସୁଛନ୍ତି ସେମାନେ ଲୋକ ସେବା ପାଇଁ ନୁହେଁ ବରଂ ନିଜର ଫାଇଦା ପାଇଁ ହିଁ ଆସୁଛନ୍ତି।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *