4 ଟି ପାପ ଯୋଗୁଁ ଧ୍ୱଂସ ହେବ କଳିଯୁଗ , ଏହି 4 ଟି ପାପା ବିଷୟରେ କଣ କହେ ମାଳିକା ଶୁଣନ୍ତୁ…

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଓ ମାଳିକାରେ ଅନୁସାରେ କଳିଯୁଗର ସମାପ୍ତ ହେବ, ସତ୍ୟଯୁଗର ଆରମ୍ଭ ହେବ, ଧର୍ମର ପୁଣି ଥରେ ସ୍ଥାପନ ହେବ । କିନ୍ତୁ ଆଜି ଆମେ ଆପଣଙ୍କୁ କଳିଯୁଗ କେଉଁ ସବୁ ପାପ ପାଇଁ ସମାପ୍ତ ହେବ ଆୟୁଷ କ୍ଷୟ ହେବ ସେହି ବିଷୟରେ କହିବୁ । ଯାହା ବିଷୟରେ ମହା ପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ କହିଛନ୍ତି । କହିଦେଉଛୁ କି ମାଳିକା ଏକ ଭବିଷ୍ୟତ ପୁରାଣ ଅଟେ । ବର୍ତ୍ତମାନ ସମୟରେ ମାଳିକାର ଗୋଟି ଗୋଟି କଥା ସତ୍ୟ ପ୍ରମାଣିତ ହେଉଛି । ମହାପୁରୁଷ ଅଚ୍ୟୁତାନନ୍ଦ କଳିଯୁଗ ସମାପ୍ତ ହେବା ବିଷୟରେ ଲେଖିଲେ କି

ଚାରି ଲକ୍ଷ ବତିଶି ସହସ୍ର ବର୍ଷ,

କଳିଯୁଗ ର ଅଟଇ ଆୟୁଷ,

ପାପ ଭାରରେ ଆୟୁ କଟିଯିବ,

ପାଞ୍ଚ ସହସ୍ର କଳି ଭୋଗ ହୋଇବ ॥

କଳିଯୁଗର ୪,୩୨,୦୦୦ ଆୟୁଷ ଅଟେ । କିନ୍ତୁ ମନୁଷ୍ୟର ପାପ କାରଣରୁ ସେ ମାତ୍ର ୫୦୦୦ ବର୍ଷ ଭୋଗ କରିବେ । କାରଣ ମନୁଷ୍ୟର ପାପ ଦ୍ଵାରା କଳିଯୁଗର ଏହି ପାପ ଧୀରେ ଧୀରେ କ୍ଷୟ ହୋଇଯିବ । ବର୍ତ୍ତମାନ ୫,୧୨୧ ବର୍ଷ ଚାଲିଛି । ବର୍ତ୍ତମାନ ଚାଳନ୍ତୁ ସେହି ପାପ ବିଷୟରେ ଜାଣିବା ଯେଉଁ କାରଣରୁ କଳିଯୁଗ ଆୟୁଷ କ୍ଷୟ ହେବ । ସଂସାରରେ ପିତୃ ହତୟା ଭଳି ପାପ କାରଣରୁ କଳିଯୁଗର ଆୟୁଷ କ୍ଷୟ ହେବ । ବର୍ତ୍ତମାନ ଆପଣ ପିତୃ ହତୟା ଓ ମାତୃ ହତୟା ଭଳି ଘଟଣା ଦେଖୁଥିବେ ।

ଯେତେବେଳେ ଏହି ସଂସାରରେ ମାତା ଓ ପିତାଙ୍କ ହତୟା ହେବ ସେହି ସମୟରେ କଳିଯୁଗ ସମାପ୍ତ ହେବ ଓ ସତ୍ୟ ଯୁଗ ଆରମ୍ଭ ହେବ । ବର୍ତ୍ତମାନ ପୁରା ବିଶ୍ଵରେ ଆମର ପ୍ରଥମ ମାତା ଯିଏକି ଆମ ସମସ୍ତଙ୍କୁ ଜନ୍ମ କରିଥାଏ ଦ୍ଵିତୀୟ ମାତା ହେଉଛି ଗୋ ମାତା ଯିଏକି ଆମକୁ କ୍ଷୀର ପାନ କରିଥାଏ, ବର୍ତ୍ତମାନ ଏହି ଗୋ ମାତାଙ୍କ ହତୟା ଚାଲିଛି । କିଛି ପୁରୁଷମାନେ ନିଜ ସ୍ତ୍ରୀକୁ ହତୟା କରୁଛନ୍ତି । ନାରୀମାନେ ବି ନିଜ ସ୍ଵାମୀଙ୍କୁ ହତୟା କରୁଛନ୍ତି । ଏହି ସ୍ତ୍ରୀ ହତୟା, ଗୋ ହତୟା, ଶିଶୁ ହତୟା ଓ ଭ୍ରୁଣ ହତୟା ଭଳି ଏହି ସବୁ ପାପ କଳିଯୁଗର ଆୟୁଷ କ୍ଷୟ ହେବାର ମୁଖ୍ୟ କାରଣ ଅଟେ ।

ବ୍ରାହ୍ମଣ ହତୟା, ଭଗିନୀ ହତୟା ଯୋଗୁ ବି କଳିଯୁଗର ସମାପ୍ତ ହୋଇଯିବ । ମହା ପୁରୁଷ କହିଲେ କି କଳିଯୁଗରେ କିଛି ଭାଇ ଓ ଭଉଣୀ ମଧ୍ୟରେ ଖରାପ ସମ୍ପର୍କ ରହୁଛି ଯାହାକି କଳିଯୁଗର ଆୟୁଷ କ୍ଷୟ ହେବାର ବି ମୁଖ୍ୟ କାରଣ ଅଟେ । କିଛି ଲୋକମାନେ ବର୍ତ୍ତମାନ ଫଟା ଚିରା ପେଣ୍ଟ ପିନ୍ଧୁଛନ୍ତିଓ ଚୁଟି ରଙ୍ଗ କରୁଛନ୍ତି ଏହି ସବୁ ଧାରଣ କରିବା ଦ୍ଵାରା ଆୟୁଷ କ୍ଷ ହେବ । ଭୂମି ହରଣ, ପର ଧନ ହରଣ ଯୋଗୁ ବି କଳିଯୁଗ ସମାପ୍ତ ହେବ । କହିବାକୁ ଗଲେ ଶେଷରେ କଳିଯୁଗ ସମାପ୍ତ ହୋଇ ଧର୍ମର ସ୍ଥାପନା ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *