ପାଦ ଆଙ୍ଗୁଠିର ଆକୃତି କହିଥାଏ ଆପଣ କେତେ ଭାଗ୍ୟଶାଳୀ ? ଦେଖନ୍ତୁ କଣ କୁହେ ଆପଣଙ୍କ ପାଦ ?

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବ୍ୟକ୍ତିର ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ ଓ ଶରୀରର ଆକାର ଅନୁସାରେ ମଣିଷର ଆଚାର ଓ ବ୍ୟବହାର ଉପରେ ଭିନ୍ନତା ଦେଖା ଦେଇଥାଏ। ଶରୀରର ଗଠନ ଉପରେ ଆଧାର କରି ଭବିଷ୍ୟତ ଜାଣିବାର କଳାଟି ସାମୁଦ୍ରିକ ଶାସ୍ତ୍ର କୁହାଯାଏ।ତେବେ ଆଜି ଆମେ ଆପଣ ଙ୍କୁ କହିବୁ କେଉଁ ଅଙ୍ଗ କିପରି ରହିଲେ ଏବଂ କେଉଁ ସ୍ଥାନରେ କଳାଯାଇ ରହିଲେ କିପରି କଣ ହୁଏ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।

ତେବେ ଯେଉଁ ବ୍ୟକ୍ତି ର ଡାହାଣ ଗାଲ ରେ କଳାଯାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ଏବଂ ବହୁତ ଶୁଭ ଏମାନଙ୍କୁ ନିଜ ପ୍ରେମ ର ଜୀଵନ ରେ ବହୁତ କିଛି ଲାଭ ମିଳେ। ଏମାନେ ବହୁତ ଖୁସି ରେ ରୁହନ୍ତି ଏବଂ ଯେଉଁ ମାନଙ୍କ ର ବାମ ପଟ ରେ କଳାଯାଇ ଥାଏ ତେବେ ସେମାନେ ଜୀଵନ ରେ ବହୁତ ଧୋକା ପାଆନ୍ତି।ତେବେ ଡାହାଣ ଆଖି ଉପରେ କଳାଯାଇ ଥିଲେ ସେମାନେ ନିଜ ଜୀଵନ ସାଥୀ ଙ୍କ ଠାରୁ ଖୁବ ଭଲ ପାଇବା ପାଆନ୍ତି ।

ଯେଉଁମାନଙ୍କ ର ବାମ ଆଖି ଉପରେ କଳାଯାଇ ଥାଏ ସେମାନଙ୍କ ଦାମ୍ପତ୍ୟ ଜୀଵନ ବହୁତ ଖରାପ ରହିଥାଏ ଏବଂ ଛୋଟ ଛୋଟ କଥାରେ ଝଗଡା ହୁଏ।ତେବେ ଏହା ଛଡା ଯଦି କୌଣସି ପୁରୁଷଙ୍କର ଯାହାଙ୍କର ପାଦ କୋମଳ, ପୂର୍ଣ୍ଣ ଲାଲ ସୁନ୍ଦର ଏବଂ ଝାଳ ରହିତ ହୋଇଥାଏ, ସେ କୌଣସି ରାଜା ଭଳି ଜୀବନ ଜିଅନ୍ତି । ଏବଂ ତାଙ୍କରଜୀବନରେ ସବୁବେଳେ ଖୁଶିର ଭଣ୍ଡାର ରହିଥାଏ ଏବଂ ଏହା ସବୁ ପାଦର ଶୁଭ ଲକ୍ଷଣ କୁହାଯାଏ।

ତେବେ ଯେଉଁ ପୁରୁଷଙ୍କର ପାଦ ଶୁଭ ଲକ୍ଷଣ ବାଲା ଅଟେ ଏବଂ ପାଦରେ ନାଡି ମାନେ ଶିର ମଧ୍ୟ ଦେଖାଯାଏ ନାହିଁ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ତଥା ଯେଉଁ ପୁରୁଷଙ୍କର ପାଦର ତଳିପା ଉପରେ ଅଙ୍କୁଶର ଚିହ୍ନ ରହିଥାଏ ସେମାନେ ସବୁବେଳେ ସୁଖୀ ଏବଂ ଧନୀ ରହନ୍ତି। ସେମାନଙ୍କୁ ଧନର କୌଣସି ଅଭାବ ହୋଇନଥାଏ ।

ଏହା ସହ ଯେଉଁ ବ୍ୟକ୍ତି ଙ୍କ ପାଦର ତର୍ଜନୀ ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ବଡ଼ ହୋଇ ଥାଏ ସେମାନେ ସ୍ତ୍ରୀ ସୁଖ ପାଇ ଥାଆନ୍ତି ଏବଂ ଯେଉଁ ବ୍ୟକ୍ତି ଙ୍କ ପାଦର ଆଙ୍ଗୁଠି ବହୁତ ବଡ଼ ଏବଂ ମୋଟା ଦେଖାଯାଏ ତେବେ ସେହି ମାନଙ୍କ ଭାଗ୍ୟ ସାଥ ଦିଏ ଏବଂ ସବୁବେଳେ ସେମାନେ ସୁଖ ପାଆନ୍ତି।ତେବେ ଯେଉଁ ପୁରୁଷଙ୍କର ପାଦ ଶୁଷ୍କ, ନଖ ଧଳା, ଅଙ୍ଗୁଳି ଅବ୍ୟବସ୍ଥିତ ଥାଏ, ସେମାନେ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥାନ୍ତି।

ତେବେ ଯେଉଁ ମାନଙ୍କ ପାଦର କାଣି ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ତେବେ ସେମାନଙ୍କ ଜୀଵନ ରେ କେବେବି ଦୁଃଖ ଆସେ ନାହିଁ ଏବଂ ସେମାନେ ଧନ ଲାଭ ମଧ୍ୟ କରନ୍ତି।ଏହା ସହ ଯେଉଁ ବ୍ୟକ୍ତି ଙ୍କ ଆଣ୍ଠୁ ରେ ଚୁଟି ଥାଏ ସେମାନଙ୍କ ଭାଗ୍ୟ ସାଥ ଦିଏ ସେମାନେ ସୁଖ ରେ ରୁହନ୍ତି କିନ୍ତୁ ଯେଉଁମାନଙ୍କ ଆଣ୍ଠୁରେ ଚୁଟି ଥାଏ ଏବଂ ମୋଟା ଭଲ ଥାଏ ସେମାନଙ୍କ ଭାଗ୍ୟ ଖୁବ ଭଲ ଥାଏ ଏବଂ ସେମାନେ ଧନ ମଧ୍ୟ ପ୍ରାପ୍ତ କରିଥାନ୍ତି।

ତେବେ ଯେଉଁ ବ୍ୟକ୍ତି ଙ୍କ ଦାନ୍ତ ରେ ଗ୍ୟାପ ଥାଏ ସେମାନେ ଖୁବ ବିଶ୍ବସ୍ତ ଏବଂ ସେମାନେ ଜଣେ ଭଲ ପାର୍ଟନର। ତେବେ ଯେଉଁ ବ୍ୟକ୍ତି ଙ୍କ ଜଙ୍ଘ ମାଂସାଳି ଏବଂ ଲମ୍ବା ଗୋଡ଼ ଥାଏ ସେମାନଙ୍କ ଭାଗ୍ୟ ବହୁତ ଭଲ ଏବଂ ସେମାନେ ଧନ ମଧ୍ୟ ଲାଭ କରିଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *