ଦୁନିଆର ସବୁଠୁ ଧନୀ 7 କ୍ରିକେଟର, ଯାହାଙ୍କ ସମ୍ପତ୍ତି ଆପଣଙ୍କ ହୋସ ଉଡେଇଦେବ, ଦେଖନ୍ତୁ ନଂ1 କିଏ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କ୍ରିକେଟ ଖେଳ କୁ ନିଶ୍ଚିତ ପସନ୍ଦ କରୁଥିବେ । ତେବେ ଦୁନିଆରେ ସବୁଠାରୁ ଅଧିକ ଖେଳା ଯାଉଥିବା ଓ ଦେଖା ଯାଉଥିବା ଖେଳ କ୍ରିକେଟ ଲୋକ ମାନଙ୍କ ଭିତରେ ବହୁତ ଲୋକପ୍ରିୟ । ତେବେ କଣ ଆପଣମାନେ ଜାଣିଛନ୍ତି କି ଏହି ଖେଳ କୁ ଖେଳୁଥିବା ଖେଳାଳି ମାନଙ୍କ ପାଖରେ କୁବେରର ସମ୍ପତି ଅଛି ବୋଲି । ତେବେ ଆଜି ଆମେ ଆପଣଙ୍କୁ ସବୁଠାରୁ ଧନୀ ୧୦ ଜଣ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ୧୦ ଜଣ ସବୁଠାରୁ ଧନୀ ଖେଳାଳି ମାନଙ୍କ ସମ୍ପତି ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ସେନ ୱାଟସନ । ତେବେ ଅଷ୍ଟ୍ରେଲିଆ ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ ଙ୍କୁ କିଏ ନ ଜାଣେ । ତେବେ ତାଙ୍କ ଦରମା ହେଉଛି ୪ ମିଲିୟନଡଲାର(୨୬କୋଟି ୫୭ଲକ୍ଷଟଙ୍କା) ମୋଟ ସମ୍ପତି :୪୦ମିଲିୟନଡଲାର (୨୬୫ କୋଟି ୭୧ ଲକ୍ଷ ଟଙ୍କା) ସ୍ପନ୍ସର-ଗୁନ ଆଣ୍ଡ ମୋର୍, ଆସିସ ଟ୍ୟାଗ ହେଉର ।

୨- ଦ୍ଵିତୀୟ ରେ ହେଉଛନ୍ତି ବିରେନ୍ଦ୍ର ସେହବାଗ । ତେବେ ସେହବାଗ ହେଉଛନ୍ତି ଜଣେ ଲୋକପ୍ରିୟ ତଥା ସବୁଠାରୁ ଚର୍ଚ୍ଚିତ ଖେଳାଳି । ତେବେ ତାଙ୍କ ଆୟ ହେଉଛି ୩.୫ ମିଲିୟନ ଡଲାର ( ପ୍ରାୟ ୨୩ କୋଟି ୨୫ ଲକ୍ଷ ଟଙ୍କା) ମୋଟ ସମ୍ପତି ହେଉଛି ୪୦ ମିଲିୟନ ଡଲାର(୨୬୫କୋଟି ୭୧ ଲକ୍ଷ ଟଙ୍କା) ସ୍ପନ୍ସର- ଫିଲା, ହୀରୋ ହୋଣ୍ଡା, ରୟାଲ ଚ୍ଯାଲେନଜ ଇତ୍ୟାଦି ।

୩- ତୃତୀୟ ରେ ହେଉଛନ୍ତି ବିରାଟ କୋହଲି । ତେବେ ତାଙ୍କ ଆୟ ହେଉଛି ୩.୧ ମିଲିୟନ ଡଲାର (ପ୍ରାୟ ୨୦କୋଟି୫୯ଲକ୍ଷ ଟଙ୍କା) ମୋଟ ସମ୍ପତି ୪୬ମିଲିୟନ ଡଲାର(ପ୍ରାୟ ୩୦୫ କୋଟି ୫୭ଲକ୍ଷ ଟଙ୍କା) ସ୍ପନ୍ସର- ନାଇକ,ପେପ୍ସିକୋ,ଟୋୟୋଟା,ହେଡ ଆଣ୍ଡ ସୋଲଡୋର,ଇତ୍ୟାଦି । ସେ ମଧ୍ୟ ଭାରତର ଟପ ଖେଳାଳି ମାନଙ୍କ ମଧ୍ୟରେ ଗଣା ଯାଆନ୍ତି । ସେ ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଆୟ:୩.୫ ମିଲିୟନଡଲାର (ପାଖାପାଖି ୨୩ କୋଟି ୨୫ ଲକ୍ଷ ଟଙ୍କା)ମୋଟ ସମ୍ପତି ୬୫ମିଲିୟନ ଡଲାର(ପ୍ରାୟ ୪୩୧କୋଟି ୭୯ ଲକ୍ଷ ଟଙ୍କା)ସ୍ପନ୍ସର ହେଉଛି ରୀବୋକ,ପେପସିକ,ସୋନି ଇତ୍ୟାଦି । ମହେନ୍ଦ୍ର ସିଂହ ଧୋନୀ ଭାରତର ଟପ ଖେଳାଳି ମାନଙ୍କ ମଧ୍ୟରୁ ଜଣେ । ତାଙ୍କର ଲୋକପ୍ରିୟତା ବହୁତ ଅଧିକ । ସେ ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୁ ଅବସର ନେଇଛନ୍ତି ।

୫- ପଞ୍ଚମ ରେ ହେଉଛନ୍ତି ସଚିନ ତେନ୍ଦୁଲକର । ଭାରତରେ କ୍ରିକେଟକୁ ଧର୍ମର ଆଖ୍ୟା ଦିଆଯାଇ ଥିବା ବେଳେ ଭାରତୀୟ ଟିମର କ୍ରିକେଟର ସଚିନ ତେନ୍ଦୁଲରଙ୍କୁ ଭଗବାନ ବୋଲି କୁହାଯାଏ । ସେ ଭାରତର ସବୁଠାରୁ ଧନୀ କ୍ରିକେଟର ଅଟନ୍ତି । ମାଷ୍ଟର ବ୍ଳାଷ୍ଟର ସଚିନଙ୍କର ସମ୍ପତି ହେଉଛି ୧୧୧୦ କୋଟି ଟଙ୍କା । ସେ ମୁମ୍ବାଇରେ ୮୦ କୋଟି ତାଙ୍କର ଘରେ ରୁହନ୍ତି ।

୬- ଷଷ୍ଠ ରେ ହେଉଛି ଯୁବରାଜ ସିଂ । ତେବେ ଭାରତ ର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଭଲ ପ୍ରଦର୍ଶନ ଯୋଗୁ ଅନେକ ମ୍ଯାଚ ଜିତିଛନ୍ତି । ସେ ୨୦୦୭ରେ ଟି-୨୦ ୱାର୍ଲ୍ଡକପ ଓ ୨୦୧୧ରେ ୱାର୍ଲ୍ଡକପ ଜିତିବାରେ ମୁଖ୍ୟ ଭୂମିକାରେ ଥିଲେ । ତାଙ୍କର ୨୫୫ କୋଟି ଟଙ୍କାର ସମ୍ପତି ରହିଛି ।

୭- ସପ୍ତମ ରେ ହେଉଛନ୍ତି ସେନ ୱାର୍ଣ୍ଣ । ତେବେ ତାଙ୍କ ନେଟୱାର୍ଥ ୫୦ ମିଲିୟନ ଡଲାର ( ୩୬୯ କୋଟି ଟଙ୍କା) । ତେବେ ସେ ୨୦୧୧ ରେ ହିଁ ଅବସର ନେଇ ଯାଇଥିଲେ ଏବଂ ସେ ଆଇପିଏଲ ରେ ରାଜସ୍ଥାନ ରୟଲ କୁ ମଧ୍ୟ ଜିତାଇ ଥିଲେ । ତେବେ ବର୍ତ୍ତମାନ ସେ କୋଚ୍ ଭାବରେ କାର୍ଯ୍ୟରତ ଥିଲେ କିନ୍ତୁ ଏହି କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *