ଜନ୍ମ ହେଉ ହେଉ ଝୁକେଗା ନେହିଁ ଆକ୍ସନ କଲା ନବଜାତ ଶିଶୁ, ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏହି Video….

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସାଉଥ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ଏବେ ସୋସିଆଲ ମିଡିଆରେ ଏହାର ଗୀତ ଓ ଏହାର ଡାଇଲଗର କ୍ରେଜ ଦେଖିବାକୁ ମିଳୁଛି ।

କେବଳ ଭାରତ ନୁହେଁ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳୁଛି । ବଲିଉଡ ଓ କ୍ରିକେଟର ଅନେକ ସେଲିବ୍ରେଟି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମରେ ରିଲ୍ସ ଭିଡିଓ ବନାଉ ଛନ୍ତି । ତେବେ ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହୋଇଥିବା ବେଳେ ଏହି ଫିଲ୍ମକୁ ଦେଖିବା ପରେ ସମସ୍ତ ଲୋକ ଏଥିରେ ଝୁମୁ ଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହେବେ । ଏହି ଭିଡିଓରେ ଏକ ନବଜାତ ଶିଶୁ ଅଲ୍ଲୁ ଅର୍ଜୁନଙ୍କ ଭଳି ଷ୍ଟାଇଲ ମରୁଛି । ବନ୍ଧୁଗଣ ଏହି ଫିଲ୍ମର ସବୁଠାରୁ ଚର୍ଚ୍ଚିତ ଡାଇଲଗ ‘ମେ ଝୁକେଗା ନେହିଁ’ କହି ଅଲ୍ଲୁ ଅର୍ଜୁନ ଯେଉଁ ଭଳି ଭାବରେ ଷ୍ଟାଇଲ ମାରୁଥିଲେ ଠିକ ସେହି ପରି ଛୁଆଟି ଷ୍ଟାଇଲ ମାରୁଥିବାର ନଜର ଆସିଛି ।

ଛୁଆଟି ନିଜ ଆଖି ବନ୍ଦ କରିଛି ହେଲେ ନିଜ ହାତରେ ପୁଷ୍ପା ଷ୍ଟାଇଲ ମରୁଛି । ଏହି ଭିଡିଓକୁ ଦେଖି ଲୋକମାନେ ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *