ମୃତ୍ୟୁ ପରେ ଛୋଟ ପିଲାଙ୍କ ଆତ୍ମା କେଉଁଠି ରହିଥାଏ ଓ କଣ କରିଥାଏ ? କଣ ଆପଣ ଜାଣନ୍ତି କି ? (Garuda Puran)

ଏହି ଦୁନିଆରେ ସମସ୍ତଙ୍କୁ ଦିନେ ନା ଦିନେ ମୃତ୍ୟୁ ନିଶ୍ଚିତ ରୂପରେ ଆସିଥାଏ । କାରଣ ମୃତ୍ୟୁ ଏହି ସଂସାରର ଏକ ଏମିତି ସତ୍ୟ ଅଟେ ଯାହାକୁ କେବେ ବି ଟାଲି ହବ ନାହିଁ । ଯେଉଁ ପିଲାମାନେ ନାବାଳିକ ହୋଇଥାନ୍ତି ୧୫ ବର୍ଷ ଠାରୁ କମ ବୟସର ପିଲାମାନେ କିମ୍ବା ଯେଉଁ ପିଲାମାନେ ଜନ୍ମ ହେବା ମାତ୍ରେ ହିଁ ମୃତ୍ୟୁ ବରଣ କରନ୍ତି, ତେବେ ମୃତ୍ୟୁ ପରେ ସେମାନେ କେଉଁଠି ରୁହନ୍ତି । ଏହି ପ୍ରଶ୍ନ ବେଳେ ବେଳେ ଆପଣଙ୍କ ମନରେ ବି ଆସିଥାଏ ।

ଯେଉଁ ପିଲାମାନେ ଏହିଭଳି ମୃତ୍ୟୁ ବରଣ କରନ୍ତି ସେହି ପିଲାମାନେ ପ୍ରଥମେ ପରମାତ୍ମାଙ୍କ ନିକଟରେ ନିଜର ପିତା ମାତାଙ୍କ ପ୍ରଶଂସା କରିବେ । ପରମାତ୍ମାକୁ ସେହି ଛୋଟ ଆତ୍ମାକୁ ଯେଉଁ ଛୋଟ ପିଲାମାନେ ଜନ୍ମ ସମୟରେ ମୃତ୍ୟୁକୁ ପ୍ରାପ୍ତ ହୋଇ ଯାଆନ୍ତି ସେମାନଙ୍କୁ ସ୍ଵର୍ଗ ପଠାଇ ଦିଅନ୍ତି ।

କାରଣ ସେମାନେ କୌଣସି ବି ପ୍ରକାରର ପାପ କରି ନ ଥାନ୍ତି । କିନ୍ତୁ ସେହି ପିଲାମାନେ ସ୍ଵର୍ଗ ଯାଆନ୍ତି ନାହିଁ । ସେ ସେଠି ହିଁ ତାଙ୍କର ମାତା ପିତାଙ୍କୁ ଖୋଜନ୍ତି । ଏହି ସମୟରେ ପରମାତ୍ମା ପିଲାମାନଙ୍କୁ ସ୍ଵର୍ଗ ଯିବା ପାଇଁ କୁହନ୍ତି, କିନ୍ତୁ ପିଲାମାନେ କୁହନ୍ତି କି ସ୍ଵର୍ଗ ତ ଅଛି କିନ୍ତୁ ଆମର ମାତା ପିତା କାହାନ୍ତି । ପରମାତ୍ମା କୁହନ୍ତି କି ସେମାନେ ବର୍ତ୍ତମାନ ନିଜର କର୍ମ କରୁଛନ୍ତି । ପିଲାମାନେ କୁହନ୍ତି ଆମେ ଅପେକ୍ଷା କରିବୁ । ଯେତେବେଳେ ସେମାନେ ଆସିବେ ଆମେ ସେହି ସମୟରେ ସ୍ଵର୍ଗ ଯିବୁ ।

ପରମାତ୍ମାଙ୍କ ବାରମ୍ବାର କହିବା ସତ୍ବେ ବି ପିଲାମାନେ ଯାଆନ୍ତି ନାହିଁ । ଏହିଭଳି ବହୁତ ସମୟ ବିତିଗଲା । କିଛି ଦିନ ପରେ ପୁଣି ଥରେ ପରମାତ୍ମା ପିଲାମାନଙ୍କୁ କହିଲେ କି ତୁମେ ସ୍ଵର୍ଗକୁ ଚାଲି ଯାଅ । ତେବେ ପିଲାମାନେ ପ୍ରଶ୍ନ କରନ୍ତି ଆମର ମାତା ପିତା କେଉଁଠି । ତେବେ ପରମାତ୍ମା କୁହନ୍ତି ତାଙ୍କର କର୍ମ ବହୁତ ଖରାପ ଥିଲା । ସେଥିପାଇଁ ସେ ନର୍କରେ ଅଛନ୍ତି । ପିଲାମାନେ କୁହନ୍ତି କି ଆମେ ଆମର ମାତା ପିତାଙ୍କ ବିନା ସ୍ଵର୍ଗ ଯିବୁ ନାହିଁ ।

ପରମାତ୍ମା ଓ ପିଲାମାନଙ୍କର କଥାବାର୍ତ୍ତା ପରେ ଶେଷରେ ପିଲାମାନେ କୁହନ୍ତି କି ହେ ପରମାତ୍ମା aaମକୁ ଏହିଭଳି ସ୍ଵର୍ଗ ଦରକାର ନାହିଁ ଯେଉଁଠି ମାତା ପିତା ନାହାନ୍ତି । ସେମାନେ କହିଲେ କି ଯଦି ସେମାନଙ୍କର କର୍ମ ଖରାପ ଅଛି ତେବେ ବି ନର୍କ ପଠାଇ ଦିଅନ୍ତୁ ଓ ନଚେତ ତାଙ୍କର କର୍ମକୁ କ୍ଷମା କରି ଦିଅନ୍ତୁ । ତାଙ୍କ ବିନା ଆମେ କେବେ ବି ସ୍ଵର୍ଗ ଯିବୁ ନାହିଁ । ପରମାତ୍ମା ପିଲାମାନଙ୍କର ଜିଦ କାରଣରୁ ତୁମର ମାତା ପିତାଙ୍କ କର୍ମକୁ କ୍ଷମା କରୁଛି ଓ ତୁମ ସହିତ ସ୍ଵର୍ଗ ପଠାଇ ଦେଉଛି । ଆମେ ଆଶା କାରୁଛୁ ପରମାତ୍ମା ଓ ପିଲାମାନଙ୍କର ଏହି କାହାଣୀ ଆପଣମାନଙ୍କୁ ପସନ୍ଦ ଆସିଥିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *