କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିପାରେ ? ଏହା ସହିତ ପଢନ୍ତୁ ଆହୁରି 20 Gk Questions & Answers

ଆଜି ଆମେ ଛୋଟ ପିଲାମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ନେଇ ଆସିଛୁ । ଯାହାକି ଆମ ରାଜ୍ୟ ସହ ଜଡିତ । ଏହା ସହିତ କିଛି ଇଂରାଜୀ ଶବ୍ଦର ଫୁଲ ଫର୍ମ ବିଷୟରେ କହିବୁ । ଏହି ସବୁ ପ୍ରଶ୍ନ ଆପଣ ସବୁଦିନ ଶୁଣୁଥିବେ କିମ୍ବା କହୁଥିବେ । କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ ଜାଣି ନ ଥିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସେହି ସବୁ ପ୍ରଶ୍ନର ଉତ୍ତର ଦେବୁ । ଏହି ସବୁ ପ୍ରଶ୍ନ ଅତି ସହଜ ଅଟେ । କେବଳ ଅଳ୍ପ ମୁଣ୍ଡ ଖଟାଇଲେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରିବେ ।

ପ୍ର : କେଉଁ ଜଳଚର ପ୍ରାଣୀର ଦୁଇଟି ମୁହଁ ଥାଏ ?

ଉ : ଜୋକ

ପ୍ର : ମୁକ୍ତା କେଉଁଥିରୁ ବାହାରିଥାଏ ?

ଉ : ଶାମୁକା

ପ୍ର : ଧଲାହାତୀର ଦେଶ କାହାକୁ କୁହାଯାଏ ?

ଉ : ଥାଇଲାଣ୍ଡ

ପ୍ର : କେଉଁ ଜୀବ ସବୁବେଳେ ହିଁ କାନ୍ଦି ଥାଏ ?

ଉ : କୁମ୍ଭୀର

ପ୍ର : କୁମ୍ଭୀରମାନଙ୍କର ଗବେଷଣା କେନ୍ଦ୍ର ଓଡିଶାର କେଉଁ ଅଞ୍ଚଳରେ ଅବସ୍ଥିତ ?

ଉ : ଟିକରପଡା

ପ୍ର : କେଉଁ ସ୍ଥାନକୁ କଇଁଛମାନଙ୍କ ଅଭୟାରଣ୍ୟ କୁହାଯାଏ ?

ଉ : ଭିତରକନିକା

ପ୍ର : କିଏ ନିଜ ଇଚ୍ଛାରେ ହିଁ ଅଣ୍ଡା ଦେଇଥାଏ ?

ଉ : ରାଣୀ ମହୁମାଛି

ପ୍ର : କେଉଁ ଉଭୟଚର ପ୍ରାଣୀ ପାଣି ପିଇ ନ ଥାଏ ?

ଉ : ବେଙ୍ଗ

ପ୍ର : କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିପାରେ ?

ଉ : ସମୁଦ୍ରି ଘୋଡା

ପ୍ର : MLA ର ଫୁଲ ଫର୍ମ କଣ ?

ଉ : Member of Legislative Assembly

ପ୍ର : WWW ର ଫୁଲ ଫର୍ମ କଣ ?

ଉ : World Wide Web

ପ୍ର : ଡାକଘରର (PIN)ର ଫୁଲ ଫର୍ମ କଣ ?

ଉ : Postal Index Number

ପ୍ର : OK ର ଫୁଲ ଫର୍ମ କଣ ?

ଉ : Olla Kalla

ପ୍ର : KYC ର ଫୁଲ ଫର୍ମ କଣ ?

ଉ : Know Your Customer

ପ୍ର : BYE ର ଫୁଲ ଫର୍ମ କଣ ?

ଉ : Be with you every time

ପ୍ର : ICU ର ଫୁଲ ଫର୍ମ କଣ ?

ଉ : Intensive Care Unit

ପ୍ର : ଓଡିଶାର ସବୁଠାରୁ ବଡ ନଦୀର ନାଁ କଣ ?

ଉ : ମହାନଦୀ

ପ୍ର : ଆୟତନ ଅନୁସାରେ ଓଡିଶାର ସବୁଠୁ ବଡ ଜିଲ୍ଲା କିଏ ?

ଉ : ମୟୂରଭଞ୍ଜ

ପ୍ର : ଲୋକସଂଖ୍ୟା ହିସାବରେ ଓଡିଶାର ସବୁଠୁ ବଡ ଜିଲ୍ଲାର ନାଁ କଣ ?

ଉ : ଗଞ୍ଜାମ

ପ୍ର : ଓଡିଶାର ସବୁଠୁ ବଡ ସହରର ନାଁ କଣ ?

ଉ : କଟକ

ପ୍ର : ଓଡିଶାର ସବୁଠୁ ବଡ ବିଶ୍ଵବିଦ୍ୟାଳୟର ନାଁ କଣ ?

ଉ : ଉତ୍କଳ ବିଶ୍ଵବିଦ୍ୟାଳୟ

ପ୍ର : ଓଡିଶାର ସବୁ ଠାରୁ ବଡ କଲେଜର ନାଁ କଣ ?

ଉ : ରେଭେନ୍ସା କଲେଜ

ପ୍ର : ଓଡିଶାର ସବୁଠୁ ବଡ ବସଷ୍ଟାଣ୍ଡର ନାଁ କଣ ?

ଉ : ସରକାରୀ ବସଷ୍ଟାଣ୍ଡ

ପ୍ର : ଓଡିଶାର ସବୁଠୁ ବଡ ହୋଟେଲର ନାଁ କଣ ?

ଉ : ଟ୍ରାଇଡେଣ୍ଟ ହୋଟେଲ

ପ୍ର : ଓଡିଶାର ସବୁଠୁ ବଡ ଗ୍ରନ୍ଥର ନାଁ କଣ ?

ଉ : ପୂର୍ଣଚନ୍ଦ୍ର ଭାଷାକୋଷ

ପ୍ର : ଓଡିଶାର ସବୁଠୁ ବଡ ରେଳ ଜଙ୍କସନର ନାଁ କଣ ?

ଉ : ଖୋର୍ଦ୍ଦା ରେଳ ଜଙ୍କସନ

ପ୍ର : ଓଡିଶାର ସବୁଠୁ ବଡ ଷ୍ଟାଡିୟମର ନାଁ କଣ ?

ଉ : ବାରବାଟୀ ଷ୍ଟାଡିୟମ

ପ୍ର : ଓଡିଶାର ସବୁଠୁ ବଡ ଗାଁର ନାଁ କଣ ?

ଉ : ଭୁବନ

ପ୍ର : ଓଡିଶାର ସବୁଠୁ ବଡ ଜଳପ୍ରପାତର ନାଁ କଣ ?

ଉ : ଡୁଡୁମା ଜଳପ୍ରପାତ

 

Leave a Reply

Your email address will not be published. Required fields are marked *