ଯଦି ରାତି 3 ଟା ରେ ଭାଙ୍ଗି ଯାଉଛି ଆପଣଙ୍କ ନିଦ, କେବେ ବି ଉଠନ୍ତୁ ନାହିଁ, ଜାଣନ୍ତୁ ରହସ୍ୟ !

ଯଦି ଆପଣଙ୍କର ଆଖି ରାତିର ଠିକ ୧ ରୁ ୩ ଟା ମଧ୍ୟରେ ଖୋଲି ଯାଉଛି ତେବେ ଏହା ପଛରେ ରହସ୍ୟ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଚାଳନ୍ତୁ ଜାଣିବା ରାତି ୧ ରୁ ୩ ଟା ମଧ୍ୟରେ ଯଦି ଆପଣଙ୍କ ଆଖି ଖୋଲି ଯାଉଛି ତେବେ ଏହା କେଉଁଭଳି ଫଳ ଦେଇଥାଏ । କାହିଁକି ଏହି ସମୟରେ ଆଖି ଖୋଲିବା ଦ୍ଵାରା ନକରାତ୍ମକ ଊର୍ଜାର ଅନୁଭବ ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ଯଦି ରାତି ୧ ରୁ ୩ ଟା ମଧ୍ୟରେ ଆପଣ ଅଚାନକ ଉଠୁଛନ୍ତି ତେବେ କୌଣସି ବି ଜିନିଷ ଆପଣଙ୍କୁ ଭାବନାତ୍ମକ ରୂପରେ ହଇରାଣ କରିପାରେ । ଆପଣଙ୍କ ଶରୀରରେ ସୃଷ୍ଟି ହେଉଥିବା ସକାରତ୍ମକ ବି ଏହା ଦ୍ଵାରା ପ୍ରଭାବିତ ହୋଇପାରେ । ତେବେ ଚାଳନ୍ତୁ ଜାଣିବା ରାତିର ଗୋଟେ ରୁ ତିନି ଟା ସମୟ କାହିଁକି ଅଶୁଭ କୁହାଯାଏ । ଏହି ସମୟରେ କଣ ହୋଇଥାଏ ।

କହିଦେଉଛୁ କି ଏହି ସମୟରେ ନା ହିଁ ପୂଜା ପାଠ କରାଯାଏ ଓ ନା ହିଁ କୌଣସି ବି ପ୍ରକାରର ଶବ୍ଦ କରାଯାଏ । ଏହି ସମୟରେ କୌଣସି ବି ମନ୍ଦିରର କବାଟ ଖୋଲା ନ ଥାଏ । ଏହି ସମୟରେ ସୂର୍ଯ୍ୟ ଉଦୟ ବି ହୋଇ ନ ଥାନ୍ତି । ନକରାତ୍ମକ ଊର୍ଜା ପାଇଁ ଏହି ସମୟ ବହୁତ ହିଁ ଶକ୍ତିଶାଳୀ ଅଟେ । ଏହି ସମୟରେ ଏହି ଊର୍ଜା ଶହେ ଗୁଣା ଶକ୍ତିଶାଳୀ ହୋଇଯାଏ । ଏହି ସମୟରେ କିଛି ତାନ୍ତ୍ରିକ ଘୋର ତପସ୍ୟା ଓ ସାଧନା କରନ୍ତି । ଯେଉଁଥିରେ ବଳି ଦବା, ଗୁପ୍ତ ସାଧନା କରିବା ସାମିଲ ଅଛି ।

ତନ୍ତ୍ର ବିଦ୍ୟା ଅନୁସାରେ ରାତି ୧ ରୁ ୩ ଟା ମଧ୍ୟରେ କରାଯାଇ ଥିବା ସାଧନା ଓ ବଳି ଦେବା ଦ୍ଵାରା ବହୁତ ଅଧିକ ସଫଳ ହୋଇଥାଏ । ସେଥିପାଇଁ ଗୋଟିଏ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ମହତ୍ଵ ରଖିଥାଏ । ଏହି ସବୁ କଥାକୁ ଧ୍ୟାନରେ ରଖି ଏମିତି କୁହାଯାଏ କି ଏହି ସମୟରେ ପ୍ରାୟତଃ ସବୁ ଖରାପ ଶକ୍ତି ବୁଲିଥାଏ । ସେଥିପାଇଁ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ଶୁଭ ହୋଇଥାଏ । ସାଧାରଣ ମଣିଷ ପାଇଁ ଏହି ସମୟ ବହୁତ ଭୟଙ୍କର ହୋଇଥାଏ ।

ନକରାତ୍ମକ ପ୍ରଭାବରୁ ବଞ୍ଚିବା ପାଇଁ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବା ଉଚିତ । ଏହି ସମୟରେ ଭୁତ ପ୍ରେତର କଥାବାର୍ତ୍ତା କରନ୍ତୁ ନାହିଁ । ଏହି ସମୟରେ ଯଦି ଆପଣ ଉଠୁଛନ୍ତି କିମ୍ବା ବାହାରକୁ ଯାଉଛନ୍ତି ଦେଖି ଶୁଣି ଯାଆନ୍ତୁ । ଏହିଭଳି ସ୍ଥାନକୁ ଭୁଲରେ ବି ଯାଆନ୍ତୁ ନାହିଁ ଯେଉଁଠି ବଳି ଦିଆ ଯାଉ ଥିବ । କାହା ସହିତ ଏହିଭଳି ଜାଗା ବି ଯାଆନ୍ତୁ ନାହିଁ ନଦୀ, ରାସ୍ତା ଜଙ୍ଗଲ ପାର କରି ଯିବାକୁ ପଡିବ । ଯଦି ଅଚାନକ ରାତି ୩ ଟା ସମୟରେ ଆପଣଙ୍କ ଆଖି ଖୋଲି ଯାଉଛି ତେବେ ଆପଣ ଭଗବାନଙ୍କୁ ସ୍ମରଣ କରନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *