ବର୍ତ୍ତମାନ ସମସ୍ତେ ନିଜ ଜୀବନରେ ବହୁତ ବ୍ୟସ୍ତ ରହୁଛନ୍ତି । ଏମିତିରେ ସେ ସେହି ସମୟରେ ଖୁସି ହୋଇଥାଏ ଯେତେବେଳେ ସେ ହୃଦୟରେ ଖୁସି ଥାଏ । ଯେଉଁ ବ୍ୟକ୍ତି ଖୁସି ରହିଥାଏ ତାର ସ୍ୱାସ୍ଥ୍ୟ ବି ଭଲ ରହିଥାଏ । ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ ନେଇ ଆସିଛୁ । ଯାହାକି ଆପଣଙ୍କୁ ବହୁତ ପସନ୍ଦ ଆସିବ । ଏହି ସବୁ ଜୋକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
ଜୋକ – ୧
ପପୁ ଉପରେ ବିଜୁଳି ତାର ପଡିଲା
ପପୁ ସଙ୍ଗେ ସଙ୍ଗେ ତଳେ ପଡି ଗଲା,
ଥରିବାକୁ ଲାଗିଲା
କିନ୍ତୁ ଅଚାନକ ତାର ମନେ ପଡିଲା କି
୨ ଦିନ ହବ ଘରେ ଲାଇନ ଆସୁ ନାହିଁ
ସେ ହସି ହସି କହିଲା
ସଲା ମନେ ନ ପଡି ଥିଲେ ମରି ଯାଇ ଥାନ୍ତି…..
ଜୋକ – ୨
ସାର – ପିଲାମାନେ କୁହ….
ପ୍ରଥମେ ଯେଉଁ ଜାଗାର ନାଁ ମଦ୍ରାସ ଥିଲା,
ବର୍ତ୍ତମାନ ତାହାର ନାଁ କଣ ?
ପିଲା – ଚେନ୍ନାଇ
ସାର – ସଠିକ ଜବାବ
ମୋତେ କୁହ ଚେନ୍ନାଇ କାହିଁକି ରଖା ଗଲା…?
ପିଲା – ସାର, ସେଠି ଲୋକମାନେ ଲୁଙ୍ଗୀ ପିନ୍ଧନ୍ତି…
ଓ ଲୁଙ୍ଗୀରେ ପ୍ଯାଣ୍ଟ ଭଳି ଚେନ ନାହିଁ….
ସେଥିପାଇଁ (ଚେନ ନାହିଁ) ଚେନ୍ନାଇ ରଖା ଗଲା…..!!
ଜୋକ – ୩
ଚେଲା – ବାବା ଡାହାଣ ହାତ କୁଣ୍ଡେଇ ହେଉଛି… ?
ବାବା – ଲକ୍ଷ୍ମୀ ଆସିବାର ଅଛି…. ?
ଚେଲା – ଡାହାଣ ଗୋଡ କୁଣ୍ଡେଇ ହେଉଛି….!
ବାବା – ଯାତ୍ରା ଯୋଗ ଅଛି….!
ଚେଲା – ପେଟ ଉପରେ ବି କୁଣ୍ଡେଇ ହେଉଛି….!
ବାବା – ଉତ୍ତମ ଭୋଜନର ପ୍ରାପ୍ତି ହେବ….!
ଚେଲା – ବେକ କୁଣ୍ଡେଇ ହେଉଛି….!
ବାବା – ପଲା ଏଠୁ ତୋତେ କୁଣ୍ଡିଆ ରୋଗ ହେଇଛି….!!
ଜୋକ – ୪
ରାଜୁ – ଆବେ ପ୍ରଥମ ମଶା କେବେଳ….!
ରାତିରେ କାମୁଡୁ ଥିଲେ
କିନ୍ତୁ ବର୍ତ୍ତମାନ ଦିନ ବେଳା ବି କାମୁଡୁଛନ୍ତି….!
ପପୁ – ବହୁତ ଖରାପ ସମୟ ଆସି ଯାଇଛି….!
ମଣିଷ ତ ମଣିଷ
ସଲା ମଶାଙ୍କୁ ବି ଓଭର ଟାଇଆମ କରିବାକୁ ପଡୁଛି….!!
ଜୋକ – ୫
ନେତା – ହଁ, ଏବେ ସମୟ ଆସି ଯାଇଛି….!
ଜନତା – କଣ ଆପଣ ଦେଶକୁ ଲୁଟି ଖାଇଯିବେ ?
ନେତା – ବିଲକୁଲ ବି ନୁହେଁ…
ଜନତା – ଆମ ପାଇଁ କାମ କରିବେ ?
ନେତା – ହଁ, ବହୁତ….!
ଜନତା – ମହଙ୍ଗାଇ ବଢାଇବେ ?
ନେତା – ଏହା ବିଷୟରେ ଚିନ୍ତା ବି କର ନାହିଁ….!
ଜନତା – ଆପଣ ଆମକୁ ଜବ ଦେବା ପାଇଁ ସାହାର୍ଯ୍ୟ କରିବେ ?
ନେତା – ହଁ, ନିଶ୍ଚିତ ରୂପରେ…!
ଜନତା – କଣ ଆପଣ ଦେଶକୁ ଠକିବେ ?
ନେତା – ପାଗଳ ହେଇ ଯାଇଛି ନା କଣ, ବିଲକୁଲ ବି ନୁହେଁ….!
ଜନତା – କଣ ଆମେ ଆପଣଙ୍କ ଉପରେ ବିଶ୍ଵାସ କରି ପାରିବୁ ?
ନେତା – ହଁ
ଜନତା – ସାର
ନିର୍ବାଚନ ଜିତି ମନ୍ତ୍ରୀ ଆସିଲେ….
ବର୍ତ୍ତମାନ ଆପଣ ତଳୁ ଉପରକୁ ପଢନ୍ତୁ….!!
ଜୋକ୍ସ-6
ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା
ସ୍ତ୍ରୀ ଲୋକ : ତୁ ଜାଣିଛୁ
୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା
ପଡୋଶୀ ଆଶ୍ଚର୍ଯ୍ୟରେ : ସେଉଠୁ ତୁ କଣ କଲୁ ?
ସ୍ତ୍ରୀ ଲୋକ : ଏହା ପରେ ମୁଁ ଯେତେବେଳ ୨୧ ବର୍ଷର ହେଲି
ତେବେ ମୋର ବାହାଘର କରିଦେଲେ
ପୁଣି ଯାଇ ମୁନା ଜନ୍ମ ହେଲା
ପଡୋଶୀ ଠିଆ ଠିଆ ବେହୋସ !!