ନମସ୍କାର ବନ୍ଧୁଗଣ ତେବେ ଆମ ଘରେ ଛୋଟ ରୁ ଛୋଟ ହେଉଥିବା ଘଟଣା ମାନଙ୍କ ମଧ୍ୟ ରେ କୌଣସି ନା କୌଣସି ସଙ୍କେତ ଲୁଚି ରହିଥାଏ । ଏବଂ ଏହି ସଙ୍କେତ କୁ ଯଦି ଆମେ ଜାଣି ପାରିବା ତେବେ ଆମେ ଆମ ଭବିଷ୍ୟତ କୁ ମଧ୍ୟ ସୁଧାରିବା ପାଇଁ ଚେଷ୍ଟା କରି ପାରିବୁ । ଏବଂ ଆସୁଥିବା ସମସ୍ତ ଅସୁବିଧା ଏବଂ ସମସ୍ୟା ମାନଙ୍କ ଠାରୁ ମଧ୍ୟ ବଞ୍ଚି ପାରିବା। ଏବଂ ଘରେ ଯେତେବେଳେ ଦରିଦ୍ରତା ଏବଂ ଗରିବୀ ଆସୁଥାଏ ।
ତେବେ ଘରେ ଛୋଟ ଛୋଟ କଥା ଆମକୁ ସୁଚିତ କିମ୍ବା ସଙ୍କେତ ମଧ୍ୟ ଦେଇ ଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ଗରିବୀ ଏବଂ ଦରିଦ୍ରତା ଆସିଲେ କେଉଁ କେଉଁ ସବୁ ସଙ୍କେତ ଦେଖା ଯାଏ । ଏବଂ ତାକୁ ଆମେ କେଉଁ ଭଳି ଭାବେ ଜାଣି ପାରିବା ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ ।
୧ – ପ୍ରଥମ ରେ ହେଉଛି ଖାଦ୍ୟ କୁ ନଷ୍ଟ କରିବା । ତେବେ ଆମେ ଯାହା ବି କାମ କରୁଛୁ କିମ୍ବା ଯାହା ବି ଆପଣ ସଞ୍ଚୟ କରୁଛନ୍ତି ସବୁ ର କାରଣ ହେଉଛି ଖାଦ୍ୟ। ତେବେ ଏହି ଭୋକ ପାଇଁ ସବୁ କରିବାକୁ ପଡିଥାଏ । ତେବେ ଖାଦ୍ୟ ରେ ମାତା ଲକ୍ଷ୍ମୀ ଙ୍କ ବାସ ମଧ୍ୟ ଥାଏ। ତେବେ ଯେଉଁ ଘରେ ଖାଦ୍ୟ ର ଅପବ୍ୟବହାର କିମ୍ବା ଖାଦ୍ୟ କୁ ନଷ୍ଟ କରାଯାଏ। ସେହି ଘରେ ସବୁବେଳେ ଦୁଃଖ ଏବଂ ଦାରିଦ୍ର୍ୟତା ଆସିଥାଏ।
୨ – ଦ୍ଵିତୀୟ ରେ ହେଉଛି ଘରେ ଝାଡୁ ମାତା ଲକ୍ଷ୍ମୀ ଙ୍କ ସୂଚକ ଅଟେ କାରଣ ସେ ଘରେ ଦାରିଦ୍ର୍ୟତାକୁ ବାହାରକୁ କାଢିଥାଏ। ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଅଥବା ଧନ ଦୌଲତ ଆସିଥାଏ । ଏଣୁ ଝାଡୁ ଉପରେ ପାଦ ରଖିବା କଥା ନୁହେଁ।କିମ୍ବା ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାଇବା କଥା ନୁହେଁ । କାରଣ ଏହା ବ୍ୟକ୍ତି ର ଦୁର୍ଭାଗ୍ୟ କୁ ଆମନ୍ତ୍ରଣ ଦେଇଥାଏ।
୩- ତୃତୀୟ ରେ ହେଉଛି କେବେବି ଜଳୁଥିବା ଦୀପ କୁ ନିଜ ପାଟିରେ ଫୁଙ୍କି ଲିଭାଇବା ଉଚିତ ନୁହେଁ।
ଏହା କରିବା ଦ୍ୱାରା ଘରେ ଅଶାନ୍ତି ଆସେ ଦୁଃଖ ଏବଂ ଦାରିଦ୍ର୍ୟ ର କାରଣ ମଧ୍ୟ ହୋଇଥାଏ। ତେଣୁ କେବେବି ଜଳୁଥିବା ଦୀପ କୁ ଫୁଙ୍କିବା ଉଚିତ ନୁହେଁ ଯଦି ଦରକାର ହୁଏ ତେବେ ହାତ ସାହାର୍ଯ୍ୟ ରେ ଲିଭାଇ ପାରିବେ।
୪ – ଚତୁର୍ଥ ରେ ହେଉଛି କେବେବି ନିଜ ବାପା ମାଆ ଙ୍କୁ କଷ୍ଟ ଦେବା ନାହିଁ । ତେବେ ଜୀଵନ ରେ ଯଦି ଆପଣ କେବେବି ନିଜ ବାପା ମାଆ ଙ୍କୁ କଷ୍ଟ ଦେଇଛନ୍ତି କିମ୍ବା ତାଙ୍କ ଆଖି ରୁ ଲୁହ ବାହାର କରିଛନ୍ତି ତେବେ ଆପଣଙ୍କ ଠାରୁ ବଡ଼ ପାପୀ ଆଉ କେହି ନୁହେଁ । ବାପା ମାଆ ଙ୍କ ଆଶୀର୍ବାଦ ରୁ ଆପଣ ଉଚ୍ଚ କୁ ଯିବେ ଏବଂ ତାଙ୍କ ଅଭିଶାପ ରେ ଆପଣ ଦାରିଦ୍ର୍ୟ ମଧ୍ୟ ଭୋଗି ପାରନ୍ତି।ତେଣୁ କେବେବି ନିଜ ବାପା ମାଆ ଙ୍କୁ ଦୁଃଖ ଦେବା ଉଚିତ ନୁହେଁ ।
୫- ପଞ୍ଚମ ରେ ହେଉଛି ସବୁବେଳେ ନିଜ ମନରେ ସକାରାତ୍ମକ ଭାବନା କୁ ରଖିବା ଏବଂ କେବେବି ଅନ୍ୟ କୁ ଗାଳି ଦେବା ନାହିଁ କିମ୍ବା ସେମାନଙ୍କ ଖରାପ ମଧ୍ୟ ଚିନ୍ତା କରିବା ଉଚିତ ନୁହେଁ । ସବୁବେଳେ ପୁରାଣ ପଢିବା ଏବଂ ଭଗବାନ ଙ୍କ ନାମ ନେବା ଜୀଵନ ରେ ଆବଶ୍ୟକତା ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।