ଆଳତି ବେଳେ ସ୍ଵୟଂ ପ୍ରକଟ ହେଲେ ମା’, ମା’ ବୁଢୀର ଆଶୀର୍ବାଦରୁ ଥରେ ସାକ୍ଷାତ ଦର୍ଶନ କରିଥିଲି (Karunakara Dehury)

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଅନୁଗୁଳର ମା ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ତେବେ ବନ୍ଧୁଗଣ ଏହି ମନ୍ଦିରର ପୂଜକ ହେଉଛନ୍ତି କରୁଣାକର ଦେହୁରି ।

କରୁଣାକର ଦେହୁରିଙ୍କ ମତରେ, ପ୍ରଥମେ ଏହି ସ୍ଥାନଟି ସଂପୂର୍ଣ୍ଣ ଜଙ୍ଗଲ ଥିଲା । ପ୍ରଥମେ ଜଣେ ବ୍ୟକ୍ତି ବୁଢୀ ରୂପରେ ମା ବସିଥିବାର ଦର୍ଶନ କରିଥିଲା । ବ୍ୟକ୍ତି ଜଣକ ମାଙ୍କୁ ଦେଖି ଗୋଡ ତଳେ ପଡିଗଲେ । ସେହି ବ୍ୟକ୍ତିଙ୍କୁ ମା, ଗାଁର ଦେହୁରି ମାନଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରିବା ପାଇଁ କହିଥିଲେ ଓ ଏହି କଥା ଗାଁ ମୁଖିଆଙ୍କୁ କହିବା ପାଇଁ କହିଥିଲେ । ବନ୍ଧୁଗଣ ଏହା ପରେ ଦେହୁରି ମାନେ ପୂଜା ଅର୍ଚ୍ଚନା କଲେ ଓ ମାଙ୍କ ମହିମା ଦେଖିବାକୁ ମିଳିଲା ।

ଏହି ମନ୍ଦିରକୁ ଭକ୍ତ ମାନେ ମନସ୍କାମନା ନେଇ ଆସିଥାନ୍ତି ଓ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭକ୍ତ ମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉଛି । ମାଙ୍କର ପ୍ରିୟ ଭୋଗ ହେଉଛି ନଡିଆ କଦଳୀ ଭୋଗ । ଭୋଗ ଚଢାଇବା ସହ ମାଙ୍କୁ ଭକ୍ତ ମାନେ ମନ୍ଦାର ମାଳା ଅର୍ପଣ କରନ୍ତି ।

ଆଜିକୁ ଦେହୁରି ବଂଶର ୭ ରୁ ୮ ପୁରୁଷ ମାଙ୍କ ପୂଜା କରି ଆସୁଛନ୍ତି । ଏବେ ଏହି ବଂଶର କରୁଣକାର ଦେହୁରି ମାଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି । ଏହି ମନ୍ଦିରଟି ହେଉଛି ଏକ ଚମତ୍କାରୀ ମନ୍ଦିର । ଦୂର ଦୂରାନ୍ତରୁ ଲୋକମାନେ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *