ପୁରୁଷ ଲୋକଙ୍କ ପାଇଁ କିଛି ଜାଣିବା କଥା, ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜ ବୁଦ୍ଧି ବଳରେ କେବଳ ଭାରତ ନୁହେଁ ବରଂ ସାରା ଦେଶରେ ପ୍ରସିଦ୍ଧ ହୋଇଛନ୍ତି । ଆଜି ମଧ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରକୁ ଲୋକମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ସେ କହିଥିବା ହଜାର ବର୍ଷ ପୁରୁଣା କଥା ଗୁଡିକ ପ୍ରତି ଲୋକମାନେ ସେତିକି ଗୁରୁତ୍ଵ ଦିଅନ୍ତି ଯେତିକି ଗୁରୁତ୍ଵ ପୂର୍ବରୁ ଦେଉଥିଲେ । ବନ୍ଧୁଗଣ ଚାଣକ୍ୟ ନାରୀ ମାନଙ୍କୁ ନେଇ ୧୦ଟି କାଟୁ ବାକ୍ୟ କହିଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ପ୍ରାୟତଃ ପାରିବାରିକ କଳି ଝଗଡାରେ ବିଶେଷ କରି ନାରୀ ମାନଙ୍କର ହାତ ରହିଥାଏ । ପୁରୁଷ ଚିନ୍ତା କରିବା ଆବଶ୍ୟକ ଯେ ନାରୀକୁ ନେଇ ଝଗଡା ଲାଗିବାରୁ କୌଣସି ଫାଇଦା ହାସଲ ହୋଇନଥାଏ ।

୨. ତାକୁ ହିନ ପ୍ରକୃତ ପତ୍ନୀ କୁହାଯିବ ଯିଏ ଭୋଜନ ସମୟରେ ମାଆ ପରି, କାର୍ଯ୍ୟରେ ମନ୍ତ୍ରୀ ପରି, ସେବା ବେଳେ ଦାସୀ ଭଳି ଆଚରଣ କରିଥାଏ ।


୩. ଏହି ଦୁନିଆର ସବୁଠାରୁ ବଡ ଆକର୍ଷଣ କଣ ଅଟେ ? କାହା ଆଗରେ ସଂସାର ବିଜୟୀ ପୁରୁଷ ଅସହାୟ ହୋଇପଡେ ?କାହାର ଇଶାରାରେ ପୁରୁଷ କାଠ କଣ୍ଡେଇ ପରି ନାଛେ ? ଏସବୁ ପ୍ରଶ୍ନର ଏକମାତ୍ର ଉତ୍ତର ନାରୀର ସୌନ୍ଦର୍ଜ୍ୟ ଓ ଯୌବନ ।

୪. ଖରାପ ସମୟ ପାଇଁ ଧନ ସଞ୍ଚୟ କରି ରଖିବା ଦରକାର । ଧନ ସହିତ ନାରୀ ପ୍ରତି ସାବଧାନ ରହିବା ଉଚିତ । ନାରୀ ଏବଂ ଧନ ବେଳେବେଳେ ମନୁଷ୍ୟକୁ ଠକି ଦେଇଥାନ୍ତି ।

୫. ଏହି ସଂସାରରେ ଅଧିକତର ଯୁଦ୍ଧ, ହତ୍ୟା, ବିଭୀଷିକା କେବଳ ନାରୀ ଜନିତ କାରଣରୁ ସଙ୍ଗଟିତ ହୋଇଥାଏ । ଏଥିପାଇଁ ବୁଦ୍ଧିଜୀବୀ ନାରୀର ମାୟା ଜାଲରେ ଫସିବା ଆଦୌ ଉଚିତ ନୁହେଁ ।

୬. ନାରୀର ସୌନ୍ଦର୍ଜ୍ୟ, ଶାରୀରିକ ଗଠନ ପ୍ରତି ପୁରୁଷ ଆକର୍ଷିତ ହୋଇଥାଏ । ଏହି କାରଣରୁ ପୁରୁଷ ସୁନ୍ଦରୀ ନାରୀ ସହିତ ଅବସ୍ଥାନ କରୁଥିଲେ ମଧ୍ୟ ପରନାରୀ ପ୍ରତି ଲୋଲୁପ ଦ୍ରୁଷ୍ଟି ପକାଇ ଥାଏ ।

୭. ବଡ ବଡ ଜ୍ଞାନୀ, ବିଦ୍ଵାନ, ଏପରିକି ଦେବତା ମାନେ ବି ନାରୀକୁ ପାଇବା ପାଇଁ ବ୍ଯାକୁଳିତ ହୋଇଥାନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ ।

୮. ନାରୀ ଯେତେ ବୟସ୍କା ହେଉ ପଛକେ ସେ ନିଜକୁ ସଦାସର୍ବଦା ସୁନ୍ଦରୀ ଏବଂ ଯୌବନମୟୀ ବୋଲି ଭାବେ । ସେ ଯେ କୌଣସି ଉପାୟରେ ନିଜର ସୌନ୍ଦର୍ଜ୍ୟ ଓ ଯୌବନକୁ ଅତୁଟ ରଖିବାକୁ ଚାହେଁ । ଯାହାର ପରିଣାମ ପୁରୁଷ ତା ପଛରେ ଗୋଡାଇ ଚାଲିଥାଏ ।

୯. ଯେଉଁ ନାରୀ ପତିଙ୍କ କଥାକୁ ଖାତିର କରେ ନାହିଁ ସେ ପବିତ୍ରତା ଠାରୁ ଅନେକ ଦୂରରେ ରହିଥାଏ । ପତିର ନିର୍ଦ୍ଦେଶ ବିନା ପତ୍ନୀ ଯେତେ ବ୍ରତ କଲେ ଓ ଦାନ କଲେ ମଧ୍ୟ ତାହା ନିଷ୍ଫଳ ହୋଇଥାଏ ।

୧୦. ବନ୍ଧନତା ଅନେକ ପ୍ରକାର । ତେବେ ପ୍ରେମର ବନ୍ଧନ ସବୁଠାରୁ ଅଧିକ ଶକ୍ତିଶାଳୀ କିନ୍ତୁ ଯୁବତୀ ଖୁବ ସୁନ୍ଦରୀ ହୋଇପାରେ ମାତ୍ର ମର୍ଯ୍ୟାଦା ନଥିଲେ ତାକୁ ବିବାହ କରିବା ଠିକ ନୁହେଁ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *