ନମସ୍କାର ବନ୍ଧୁଗଣ ତେବେ ଆଜିର ଏହି ବିକଶିତ ଟେକ୍ନିକାଲ ଯୁଗରେ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ନିଜକୁ ଇଣ୍ଟରନେଟ ସହ ନିୟୋଜିତ କରି ରଖୁଛନ୍ତି । ତେବେ ଆଧୁନିକ ସମାଜରେ କର୍ମବହୁଳ ଜୀବନ ମଧ୍ୟରେ ଟିକିଏ ମନରୋଞ୍ଜନ କରିବା ସହିତ ଘରେ ବସି ଦେଶ ବିଦେଶର ଘଟୁଥିବା ଘଟଣା ର ସୂଚନା ବିଷୟରେ ଅବଗତ ହେବା ଉଦ୍ଦେଶ୍ୟ ରେ ପ୍ରାୟତଃ ଲୋକ ସୋସିଆଲ ମିଡ଼ିଆ ର ବ୍ୟବହାର କରୁଛନ୍ତି । ତେବେ ଏହି ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଜୀବନ୍ତ ଘଟଣା ଦେଖିବା କୁ ମିଳିଥାଏ ।
ତତ୍ସହିତ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶ ବିଦେଶରେ ଘଟୁଥିବା ଘଟଣା ସମୂହ କୁ ଘରେ ବସି ଅଳ୍ପ ସମୟ ମଧ୍ୟରେ ଲୋକ ମାନେ ଜାଣି ପାରୁଛନ୍ତି । ତେବେ ଏହି କ୍ଷେତ୍ରରେ ସୋସିଆଲ ମିଡ଼ିଆ ଏକ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଛି। ତେବେ ସୋସିଆଲ ମିଡିଆରେ ଦେଖିବା କୁ ମିଳୁଥିବା ଭିଡିଓ ସମୂହ ମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ସୂଚନା ପ୍ରଦାନ କରିଥାଏ ତ କିଛି ଭିଡିଓ ମନରୋଞ୍ଜନ ପାଇଁ ସୁରାକ ଯୋଗାଇ ଥାଏ ।
ତେବେ ଅନେକ ସମୟରେ ଏପରି କିଛି ଭିଡିଓ ଲୋକ ମାନଙ୍କ ସାମ୍ନାକୁ ଆସିଥାଏ ଯାହା ଲୋକମାନଙ୍କୁ ସାମାନ୍ୟ ଚକିତ କରିବା ସହିତ ମନରେ ସ୍ମିତହାସ୍ୟ ର ଏକ ଝଲକ ଖେଳାଇ ଦେଇଥାଏ । ତେବେ କିଛି ଦିନ ତଳେ ଜଣେ ଓଡ଼ିଆ ଯୁବକଙ୍କୁ ନେଇ ଏପରି କିଛି ତଥ୍ୟ ଲୋକ ମାନଙ୍କ ସାମ୍ନାକୁ ଆସିଛି ଯାହା ଯେ ନିଶ୍ଚିତ ଭାବରେ ଆପଣଙ୍କ ଉଦାସ ଓ ବିଷାଦଗ୍ରସ୍ତ ମୁହଁରେ ଚେନ୍ନାଏ ହସ ଭରି ଦେବ ସେଥିରେ ଟିକିଏ ହେଲେ ସନ୍ଦେହ ନାହିଁ ।
ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ହସ କୁ ଓଠରେ ଚାପି ରଖି ପାରିବେ ନାହିଁ । ତେବେ ଆସନ୍ତୁ ଉକ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବା । ଆପଣ ମାନେ ଅନେକ ସମୟରେ ଦେଖିଥିବେ କି ଲୋକମାନେ ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା କହିବା ବା ବୁଝିବା ପାଇଁ ଟିକିଏ କଷ୍ଟ ଅନୁଭବ କରନ୍ତି । ତେବେ ଆମେ ଆମ ମାତୃଭାଷା ସହିତ ବେଶ ଭଲ ଭାବରେ ସଂଶ୍ଳିଷ୍ଟ ।
ତେଣୁ ଆମେ ସେଥିରେ ବହୁତ ସହଜ ଅନୁଭବ କରୁ। ତେବେ ଯୋଗାଯୋଗ କ୍ଷେତ୍ରରେ ମନର ଭାବନା କୁ ଭାଷା ମାଧ୍ୟମରେ ଆମେ ଅନ୍ୟ ଜଣକ ସାମ୍ନା ରେ ପ୍ରକାଶ କରିଥାଉ ।
ତେବେ ଯୋଗାଯୋଗ କ୍ଷେତ୍ରରେ ଭାଷାର ଭୁମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଆପଣ ମାନେ ଦେଖିଥିବେ ଯେ ଯେତେବେଳେ ଜଣେ ଅନ୍ୟ ଜଣକ ଭାଷା ବୁଝି ପାରନ୍ତି ନାହିଁ କି ଠିକ ଭାବେ କହି ପାରନ୍ତି ନାହିଁ ସେତେବେଳେ ତାଙ୍କ ଭିତରର କଥପ କଥନ କୁ ଶୁଣିଲେ ଆମକୁ ଖୁସି ଲାଗିଥାଏ ଓ ହସ ଲାଗିଥାଏ ।
ତେବେ ଆଜିର ସମୟରେ ସେହିପରି ଏକ ଅଡିଓ କଲ ଭାଇରାଲ ହେଉଛି । ତେବେ ଜଣେ ଓଡ଼ିଆ ଯୁବକ ଙ୍କୁ କଷ୍ଟମର କେୟାର ଅଫିସରୁ ଜଣେ ମାଡାମ କଲ କରିଥିଲେ । ତେବେ ମାଡାମ ଜଣକ ହିନ୍ଦୀ ରେ କଥାବାର୍ତ୍ତା କରୁଥିଲେ । ତେବେ ଓଡ଼ିଆ ଭାଇ ଜଣକ ହିନ୍ଦୀ ରେ ତାଙ୍କ ସହ କଥା ହେବା ପାଇଁ ପ୍ରୟାସ କରିଥିଲେ । ତେବେ ଭାଇ ଜଣକ ଏପରି ହିନ୍ଦୀ ରେ କଥା ହୋଇଛନ୍ତି ଯେ ଶୁଣିଲେ ଆପଣ ହସି ହସି ଗଡିଯିବେ।
ତେବେ ସେ ଭାଇ ଜଣଙ୍କ କଷ୍ଟମର କେୟାର କୁ ଆପ କ୍ୟା କହତା ହେ,, ମେରା ମାମୁଁ ଯିବ ଚଲେଗା,, ଝୁଟ ବୋଲତା ହୋଗା,, ତେବେ ଏହିଭଳି ଭାବରେ ସେ କଥାବାର୍ତ୍ତା ହୋଇଥିଲେ। ତେବେ ଏହି ରେକର୍ଡ ଶୁଣି ସମସ୍ତେ ବର୍ତ୍ତମାନ ହସି ହସି ଗଡି ଗଲେଣି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।