ପିଲା ଜନ୍ମ କରି ସେ ଥକି ଯାଇ ନାହାନ୍ତି । 22ଟି ସନ୍ତାନ ଜନ୍ମ କରି ତାଙ୍କୁ ଦରକାର ଆହୁରି ଛୁଆ । ବୟସ 26 ବର୍ଷ ସ୍ଵାମୀ ଠାରୁ ଚାହୁଁଛନ୍ତି 105 ସନ୍ତାନ । ହଁ ଦର୍ଶକ ବନ୍ଧୁ ସବୁ ନାରିଙ୍କ ପାଇଁ ମା ହେବା ସବୁଠାରୁ ବଡ ସ୍ଵପ୍ନ ହୋଇଥାଏ । କିନ୍ତୁ ଏହି ସ୍ଵପ୍ନ ପୂରଣ ହେବା ସହଜ ନୁହେଁ । ମାନସିକ ଠାରୁ ଆରମ୍ଭ କରି ଶାରୀରିକ ଯାଏଁ ଏହି ସମୟରେ ବିଭିନ୍ନ ସମସ୍ଯା ଦେଇ ଗତି କରିଥାନ୍ତି । ଏହି କାରଣରୁ ଆଜିର ନାରୀ ମାନେ ଗୋଟେ ରୁ ଅଧିକ ସନ୍ତାନ ଚାହୁଁ ନାହାନ୍ତି ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଗୋଟେ କି ଦୁଇଟି ସନ୍ତାନର ମା ହୋଇ ନାହାନ୍ତି 22ଟି ସନ୍ତାନର ମା ହୋଇ ସାରିଛନ୍ତି । ଆହୁରି ଆଶ୍ଚର୍ଯ୍ୟକର କଥା ହେଉଛି ମହିଳାଙ୍କର ବୟସ ମାତ୍ର 26 ବର୍ଷ । ଆଉ ଏହି ବୟସରେ ସେ 22ଟି ଛୁଆର ମା ।
ସବୁ ଛୁଆଙ୍କୁ ସେ ଅତି ଯତ୍ନ ରେ ସହ ପାଳୁଛନ୍ତି । ମହିଳାଙ୍କ ନାଁ ହେଉଛି ରୁଷିଆ ଖ୍ରୀଷ୍ଟୀନା ୱେଷ୍ଟତର୍କ ଯିଏ କି ଜର୍ଜିଆ ରେ ରୁହନ୍ତି । ବର୍ତ୍ତମାନ ତାଙ୍କର 22ଟି ସନ୍ତାନ ଅଛନ୍ତି । ସେ ଏହି ମାମଲାରେ ଶତକ ପୂରଣ କରିବାକୁ ଚାହୁଁଛନ୍ତି । ତାଙ୍କ ବଡ ଝିଅର ବୟସ ମାତ୍ର 8 ବର୍ଷ ଯାହାକୁ ସେ ସ୍ଵାଭାବିକ ପ୍ରକ୍ରିୟାରେ ଜନ୍ମ ଦେଇଛନ୍ତି । ବାକି 21ଟି ସନ୍ତାନ କୁ କୁ ସରୋଗେସୀ ପ୍ରକ୍ରିୟାରେ ଜନ୍ମ ଦେଇଛନ୍ତି ।
ଏହି 21 ସନ୍ତାନ ଙ୍କ ମଧ୍ୟରୁ 2020 ରେ 20 ଜଣ ସନ୍ତାନ ଜନ୍ମ ହୋଇଛନ୍ତି । 2021 ରେ ସେ ସବୁଠାରୁ ଛୋଟ କନ୍ୟା ଓରଲିଭିୟା ଙ୍କୁ ଜନ୍ମ ଦେଇଥିଲେ । ଖ୍ରୀଷ୍ଟୀନା କହିଛନ୍ତି ସେ ତାଙ୍କ କୋଟିପତି ସ୍ଵାମୀ ଙ୍କ ଠାରୁ 105 ସନ୍ତାନ ର ଆଶା ରଖିଛନ୍ତି । ତାଙ୍କ ସ୍ଵାମୀ ତାଙ୍କ ଠାରୁ 32 ବର୍ଷ ବୟସ ଓ ତାଙ୍କ ସ୍ଵାମୀ ଙ୍କ ବୟସ ହେଉଛି 58 ବର୍ଷ । ଚଳିତ ବର୍ଷ ସେ ଏକ ବୁକ ଲଞ୍ଚ କରିଥିଲେ ।
ଯେଉଁଥି ରେ ସେ ମେଗା ମମ ହେବାର ଅନୁଭବ ସେୟାର କରିଥିଲେ । ସତରେ ଆଜିର ଦୁନିଆରେ ଏମିତି ବି ମହିଳା ଅଛନ୍ତି ଯିଏ ଶତକ ହାସଲ କରିବା ପାଇଁ 105 ସନ୍ତାନ ଜନ୍ମ ଦେବାକୁ ରେଡି ଅଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଖବର ବିଷୟରେ ବିବରଣୀ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।