15 ବର୍ଷ ପରେ ଜୀବନ୍ତ ଘରକୁ ଫେରିଲା ମୃତ ପୁଅ । ଶବ କୁ କଦଳୀ ପତ୍ରରେ ବାନ୍ଧି ନଦୀ ରେ ଭସାଇ ଦେଇଥିଲେ । କଣ ହେଲା ଯେବେ 15 ବର୍ଷ ତଳେ ସାପ କାମୁଡାରେ ମରି ଯାଇଥିଲା ପୁଅ ଜୀବନ୍ତ ଘରକୁ ଫେରିଲା । ଘର ଲୋକ ସେହି ସମୟରେ ପୁଅର ଶବ ସତ୍କାର ମଧ୍ୟ କରି ସାରିଥିଲେ । ତେବେ କେମିତି ଘରକୁ ଫେରିଛି ମୃତ ପୁଅ ଆଉ କେମିତି ହେଲା ଏଭଳି ଚମତ୍କାର । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଭାବେ ।
ହଁ ଦର୍ଶକ ବନ୍ଧୁ ଏ ଘଟଣା ପଛରେ ଥିବା ରହସ୍ୟ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୂଚନା ଅନୁଯାୟୀ 15 ବର୍ଷ ତଳେ ଜଣେ ଯୁବକ ସାପ କାମୁଡାରେ ମରି ଯାଇଥିଲେ । ବର୍ତ୍ତମାନ ସେହି ମୃତ ପୁଅ ଘରକୁ ଫେରିଛି ଯାହା ସମସ୍ତଙ୍କୁ ଚକିତ କରିଛି । 15 ବର୍ଷ ତଳେ ମୃତ ପୁଅ ଅଙ୍ଗେଶଙ୍କର ବୟସ ମାତ୍ର 11 ବର୍ଷ ହୋଇଥିଲା ସେତେବେଳେ ସେ ଘର ପାଖ ବଗିଚାରେ ଖେଳିବା ସମୟରେ ତାଙ୍କୁ ବିଷଧର ସାପ କାମୁଡି ଦେଇଥିଲା ।
ଏହା ପରେ ଅଙ୍ଗେଶ ଙ୍କ ଶରୀର ନୀଳ ପଡି ଯାଇଥିଲା । ପରିବାର ଲୋକେ ଏହା ଦେଖି ଝଡା ଫୁଙ୍କା କରିବାକୁ ଗୁଣିଆ ପାଖକୁ ନେଇ ଯାଇଥିଲେ । କିନ୍ତୁ ଅଙ୍ଗେସ ଙ୍କ ଶରୀର ସୁସ୍ଥ ହେବ ବଦଳରେ ଅସୁସ୍ଥ ହୋଇ ଯାଇଥିଲା । ଅଙ୍ଗେଶ ଙ୍କ ପାଟିରୁ ଫେଣ ବାହାରିବା ସହ ନିଶ୍ଵାସ ତ୍ୟାଗ କରି ଦେଇଥିଲେ । ଏହା ପରେ ପରିବାର ଲୋକେ କଦଳୀ ପତ୍ରରେ ବାନ୍ଧି ପୁଅକୁ ଭରା ନଦୀରେ ଭସାଇ ଦେଇଥିଲେ ।
ଠିକ 14 ବର୍ଷ ପରେ ଥାନା ରୁ ଏକ ଫୋଟୋ ଘରକୁ ଆସିଲା । ଆଉ ପୋଲିସ କହିଲେ କି ଜଣେ ପିଲା ଦାବି କରୁଛି ତା ନାଁ ଅଙ୍ଗେସ ଆଉ ତାର ବାପା ମା ଏହି ଗାଁ ରେ ରୁହନ୍ତି । ଯେବେ ବାପା ମା ଫୋଟୋକୁ ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । କାରଣ ଇଏ ତାଙ୍କର ସେହି ପୁଅ ଥିଲା ଯାହାକୁ ସେମାନେ ମୃତ ଭାଙ୍ଗି ନଦୀରେ ଭସାଇ ଦେଇଥିଲେ । ଏହି ଖବର ଶୁଣିବା ପରେ ବାପା ମା ନିଜକୁ ରୋକିପାରି ନ ଥିଲେ ।
ଥାନାରେ ପହଞ୍ଚି ନିଜକୁ ପୁଅକୁ ଦେଖି ଚିହ୍ନିପାରୁ ନ ଥିଲେ ମଧ୍ୟ ସେ ଅତି ଆପଣାର ଲାଗିଲା । ଆଉ ପୁଅକୁ ଘରକୁ ଫେରାଇ ଆଣିଛନ୍ତି ପରିବାର ଲୋକେ । ଅଙ୍ଗେସ ଏତେ ବର୍ଷ ହେଲା କେଉଁଠି ଥିଲେ ଓ କେମିତି ବଞ୍ଚିଲେ ଏ କଥା ପରିବାର ଲୋକେ ତାଙ୍କୁ ପଚାରିବାରୁ ସେ କହିଥିଲେ କି ତାଙ୍କର ମୃତ ଦେହ ଭାସିଯାଇ ବିହାରର କାଠିୟର ଜିଲ୍ଲାର ଆରାରିଆ ଘାଟରେ ପହଞ୍ଚିଥିଲା ।
ଯେଉଁଠୁ କିଛି ସଫା ଧରାଳି ମାନେ ତାଙ୍କୁ ଉଧାର କରି ତାଙ୍କ ଜୀବନ ବଞ୍ଚାଇଥିଲେ । ଗୁଣିଆ ମାନେ ତାଙ୍କ ଶ୍ରୟରରୁ ବିଷ ବାହାର କରି ତାଙ୍କୁ ନୂଆ ଜୀବନ ଦେଇଥିଲେ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଦେଓରିୟା ରେ ଘଟିଛି । ଏତେ ବର୍ଷ ପରେ ପୁଅ ଫେରିଥିବାରୁ ହସ ଖୁସି ରେ ଫାଟି ପଡୁଛି ପରିବାର ଓ ଗାଁ ପରିବେଶ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।