ସେଭଳି ମହିଳାକୁ ମୋ ନିଜ ସ୍ତ୍ରୀ କହିବାକୁ ମୋତେ ଲଜ୍ୟା ଲାଗୁଛି, ସେ ଟଙ୍କା ପାଇଁ ସବୁକିଛି କରିପାରେ, Coromandel Train Tragedy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେହି ଭଳି ମହିଳାକୁ ମୋ ନିଜ ସ୍ତ୍ରୀ କହିବାକୁ ମୋତେ ଲାଜ ଲାଗୁଛି । ତେବେ ବାଲେଶ୍ଵର ବାହାନଗା ସ୍ଥିତ ବଜାରରେ ଗତ ଜୁନ ୨ ତାରିଖରେ ଏକ ବଡ ଧରଣର ରେଳ ଦୁର୍ଘଟଣା ଘଟି ଯାଇଥିଲା । ସେହି ଦୁର୍ଘଟଣାରେ ମୃ-ତ୍ୟୁ ହୋଇଯାଇଥିବା ଲୋକ ଓ କ୍ଷତିଗ୍ରସ୍ତଲୋକଙ୍କୁ କେନ୍ଦ୍ରସରକାର ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ତେବେ ଏହାରି ମଧ୍ୟରେ କିନ୍ତୁ ଜଣେ ମହିଳା ନିଜ ସ୍ଵାମୀ ଥାଉ ଥାଉ ସ୍ଵାମୀ ରେଳ ଦୁର୍ଘଟଣାରେ ମରିଯିବା କଥା କହି ସରକାରଙ୍କ ଠାରୁ ଟଙ୍କା ହାତେଇବାକୁ ଚାହୁଁଥିଲେ ।

ତେବେ ସେହି ମହିଳାଙ୍କ ସ୍ଵାମୀଙ୍କ କହିବା ଅନୁଯାଇ ମୋ ଘର ବଡମ୍ବା ନରସିଂହପୁର ଓ ମୋ ନାମ ବିଜୟ ଦତ୍ତ । ମୁଁ ଆଉ ମୋ ସ୍ତ୍ରୀଙ୍କ ମଧ୍ୟରେ ଗତ କିଛି ବର୍ଷ ତଳୁ ପାରିବାରିକ କଳି, ଝଗଡା କାରଣରୁ ମୁଁ ତାଙ୍କ ଠାରୁ ୧୩ ବର୍ଷ ହେବ ଅଲଗା ରହୁଛି । ହେଲେ ମୁଁ ବଞ୍ଚି ଥାଉ ଥାଉ ମଧ୍ୟ ମୋ ସ୍ତ୍ରୀ ତା’ ସ୍ଵାମୀ ମରିଯାଇଥିବା କଥା କହିକୁ ସରକାରଙ୍କ ଠାରୁ ସହାୟତା ରାଶି ହାତେଇବାକୁ ଯୋଜନା କରିଥିଲେ ।

ହେଲେ ପୋଲିସ ପ୍ରଶାସନର ଏ ବିଷୟରେ ତାଙ୍କ ମନରେ ସନ୍ଦେହ ଆସିଥିବାରୁ ସେ ମୋ ନମ୍ବର ନେଇ ମୋ ସହ ଯୋଗାଯୋଗ କରିଥିଲେ । ତାପରେ ପୋଲିସ ମୋତେ ସବୁକିଛି ଡିଟେଲ୍ସ କହିଥିଲେ । ହେଲେ ମୁଁ ବଞ୍ଚିଛି ବୋଲି ତାଙ୍କୁ ସୂଚନା ଦେଇଥିଲି । ତାପରେ ମୋ ସ୍ତ୍ରୀ’ ଙ୍କର ଅସଲି ମୁଖା ସମସ୍ତଙ୍କ ସାମ୍ନାକୁ ଚାଲିଆସିଥିଲା । ହେଲେ ମୋତେ ଏବେ ମୋ ସ୍ତ୍ରୀ’ କୁ ନିଜ ସ୍ତ୍ରୀ ବୋଲି କହିବାକୁ ମଧ୍ୟ ବହୁତ ଲାଜ ଲାଗୁଛି ।

ଖାଲି ଏତିକି କଥା ନୁହେଁ, ବଂର ମୁଁ ବଞ୍ଚିଥିବା ସମୟରେ ମଧ୍ୟରେ ଆଗରୁ ମୁଁ ମରିଯାଏ ବୋଲି ସେ ଚାହୁଁଥିଲେ । ଆଉ ମୁଁ ବଞ୍ଚିଲି କି ମରିଲି ତାଙ୍କୁ କିଛି ମଧ୍ୟ ଫରକ ପଡେ ନାହିଁ । ଯେଉଁ ମହିଳା ସ୍ଵାମୀ ଜୀବିତ ଥାଇ ମଧ୍ୟ କିଛି ଟଙ୍କା ପାଇବା ଆଶାରେ ସ୍ଵାମୀକୁ ମୃ-ତ ବୋଲି କହିଥାଏ । ସେଭଳି ମହିଳାକୁ ଆଉ ଅଧିକ କଣ କହିବି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *