ମହିଳାଙ୍କ ଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା ? କେମିତି କରିବେ ନିରାକରଣ (Dr Alakta Das)

ନମସ୍କାର ବନ୍ଧୁଗଣ ତେବେ ମହିଳା ମାନଙ୍କ ଠାରେ ଦେଖା ଯାଉଥିବା ହ୍ୱାଇଟ୍ ଡିସଚାର୍ଜା ବା ଧଳାସ୍ରାବ , ତାହାକୁ ମେଡିକାଲ୍ ଟର୍ମରେ ଲିକୋରିଆ କୁହାଯାଏ । ନର୍ମାଲ୍ ପିରିୟର୍ଡ୍ସ ରେ କ ଣ ହୋଇଥାଏ ନା ଯେଉଁ ପ୍ରଥମ ପିରିୟର୍ଡ୍ସ ସରିବା ପରେ ଯେଉଁ ହରମୋନ୍ ଆମର ବଳେ ସେତେେବଳେ ପରିୟର୍ଡ ସରିବା ପରେ ହ୍ୱାଇଟ୍ ଡିସଚାର୍ଜା ହୁଏ । ଯେଉଁ ମାନଙ୍କର ପ୍ରଥମ କରି ପିରିୟର୍ଡ ହେବା ଆରମ୍ଭ ହୋଇଥାଏ , ସେମାନଙ୍କ ଠାରେ ମଧ୍ୟ ହ୍ୱାଇଟ୍ ଡିସଚାର୍ଜା ଦେଖଆ ଯାଇଥାଏ ।


କିନ୍ତୁ ଏହା ନର୍ମାଲ୍ ଅଟେ ।ଯେତେବେଳେ ଆପଣଙ୍କର ଅତ୍ୟଧିକ ଡିସଚାର୍ଜା ହେଉଛି ବା ଆପଣଙ୍କର ଯେଉଁ ଅଣ୍ଡରୱେ ପିନ୍ଧିଛନ୍ତି ତାହା ଷ୍ଟନ୍ ହୋଇ ଯାଉଛି ବା କଲରରେ କିଛି ଚେଢ୍ଜ ଆସୁଛି , ସେତେବେଳେ ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ । ନର୍ମାଲ୍ ହ୍ୱାଇଟ୍ ଡିସଚାର୍ଜା ର କଲର ହେଉଛି ହ୍ୱାଇଟ୍ କିମ୍ବା ହାଲକା ୟେଲୋ ରହିବ କିନ୍ତୁ ଯେତେବେଳେ ଏହା ଗ୍ରୀନନେସ୍ ହୋଇଯିବ କିମ୍ବା ଗାଢ ୟେଲୋ ହୋଇଯିବ , ସେତେେବଳେ ଏହା ଅପରା ନର୍ମାଲ ହୋଇଯିବ ।

ଏହା ସହିତ ତା ସାଙ୍ଗରେ ଗୋଟିଏ ବାଡ ସ୍ମେଲ୍ ରହିବ ଏବଂ ବାରମ୍ବାର କୁଣ୍ଡେଇ ହେବା ବା ରେଡନେସ ଆସିଯିବ । ଏହିଭଳି ସମସ୍ୟା ଦେଖାଗଲେ ଡକ୍ଟରଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଜୁରରୀ ଅଟେ। ତେବେ ହ୍ୱାଇଟ୍ ଡିସଚାର୍ଜା ହେବାର ପ୍ରଥମ କାରଣ ହେଉଛି , ଇନଫେକ୍ସନ୍ । ଇନଫେକ୍ସନ୍ ଦୁଇ ପ୍ରକାରର ହୋଇଥାଏ । ପ୍ରଥମତଃ ଫଙ୍ଗାଲ ଇନଫେକ୍ସନ୍ ଏବଂ ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ ମଧ୍ୟ ହୋଇ ପାରିବ ।

ଯେଉଁ ବ୍ୟକ୍ତିମାନେ ଅଧିକ ମୋଟା ଅଛନ୍ତି ବା ବହୁତ ଦିନ ଧରି ଡାଇବେଟିସ୍ ରହିଛି , ଏହି ସବୁ କେସ୍ ରେ କ୍ୟାଣ୍ଡିଡା ଇନଫେକ୍ସନ୍ ହୁଏ । କ୍ୟାଣ୍ଡିଡା ଇନଫେକ୍ସନ୍ ମେନଲି ଛେନା ଛିଣ୍ଡିଲା ଭଳି ହେବ । ଯେଉଁ ମାନଙ୍କ ଠାରେ ନର୍ମାଲ ଡିସଚାର୍ଜା ସମସ୍ୟା ରହିଥାଏ ସେମାନଙ୍କୁ କୌଣସି ଟ୍ରିଟମେଣ୍ଟ କରାଯାଏ ନାହିଁ ଏବଂ ଯେଉଁ ମାନଙ୍କର ଆପର ନର୍ମାଲ୍ ଡାସଚାର୍ଜା ହେଉଛି ତେବେ ସେମାନଙ୍କୁ କେତେଗୁଡିଏ ଟେଷ୍ଟ କରିବାକୁ ପଡିଥାଏ ।

ଏହା ଛଡା ହ୍ୱାଇଟ୍ର କଲର ମଧ୍ୟ ଦେଖିବାକୁ ପଡିଥାଏ । ତା ସହିତ ଯଦି ଟ୍ରିଟମେଣ୍ଟ ପାର୍ଟ କୁ ଗଲେ ଯଦି ଅପରନର୍ମାଲ ଡାସଚାର୍ଜା ଅଛି ତେବେ ଆଣ୍ଟୁ ବ୍ୟାକ୍ଟେରିଆଲ୍ ଦେଇ ହେବ ଏବଂ ଆଣ୍ଟିଫଙ୍ଗାଲ ମଧ୍ୟ ଦେଇ ହେବ। ତେବେ ଯେଉଁ ମହିଳା ମାନଙ୍କର ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି ବା ହୋଲ ଡେ ଆମେ ଟାଇଟ୍ ଅଣ୍ଡର ପିନ୍ଧୁଛେ ବା ଲେଗିନ୍ସ ଆସୁଛି ଏହାକୁ ଆମେ ହୋଲ ଡେ ପିନ୍ଝୁଛେ ।

ଯାହା ଫଳରେ କ ଣ ହୁଏ ନା ମସ୍ଚରାଇଜର ହୋଇ ଭିତରେ ବ୍ୟାକ୍ଟେରିଆ କୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେଣ ୁଆମେ ଲୁଜ୍ ଓ କଟନ ଆଣ୍ଡରୱେ ପିନ୍ଧିବା ଉଚିତ୍ । ଫଳରେ ବ୍ଲଡ ସାର୍କୁଲେସନ୍ ଠିକେ ଭାବରେ ହୋଇ ପାରୁଥିବେ , ଏହା ଆମକୁ ଆରାମ ପ୍ରଦାନ କରିବା ସହ ଇନଫେକ୍ସନ୍ ଦୂର କରିଥାଏ । ମହିଳାମାନେ ସାଧାରଣତଃ ଜାଣି ରଖିବା ଉଚିତ୍ କି ଟଏଲେଟ୍ ଯାଉଛିନ୍ତି ସେତେବେଳେ ମେନ ପାର୍ଟ କୁ ଉପରୁ ତଳକୁ ୱାଇପ୍ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *