Weather Alert: ଦୁଇ ଦିନ ପ୍ରବଳ ଛେଚିବ, ସତର୍କ ରୁହନ୍ତୁ ଏହି 12 ଜିଲ୍ଲା… 

ବନ୍ଧୁଗଣ ଏ ବର୍ଷ ଗ୍ରୀଷ୍ମ ଋତୁ ଲୋକ ମାନଙ୍କ ପାଇଁ କାଳ ହୋଇଯାଇଛି । ଗ୍ରୀଷ୍ମ ପ୍ରଭାବ ଏ ବର୍ଷ ବହୁତ ଅଧିକ ପଡିଛି । ଦୁଇ ଦିନ ହେବ ପାଗ କୋହଲିଆ ଥିବା ବେଳେ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

୧୨ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ, ଗରମ ଗୁଳୁଗୁଳିରୁ ନିସ୍ତାର ଆଣିବ ପ୍ରାକ ମୌସୁମୀ ବର୍ଷା । ଦୁଇ ଦିନ ଯାଏଁ ଘଡଘଡି ସହ ବର୍ଷା ନେଇ SRCଙ୍କ ସତର୍କ ସୂଚନା । ଆଜି ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି । ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା । ୟେଲୋ ୱାର୍ନିଙ୍ଗ ଥିବା ସ୍ଥାନରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

୧୨ ଜିଲ୍ଲାକୁ ୟେଲୋ ୱାରିଙ୍ଗ ଦିଆଯାଇଛି । ଗରମ ଗୁଳୁଗୁଳିରୁ ନିସ୍ତାର ଆଣିବ ପ୍ରାକ୍ ମୌସୁମୀ ବର୍ଷା । ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ବାର୍ଲିଙ୍ଗ  ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗ ପୁର, କଳା ହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ।

ଏହି ସବୁ ଜିଲ୍ଲା ମାନଙ୍କରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୟେଲୋ ୱାର୍ନିଙ୍ଗ ଥିବା ସ୍ଥାନରେ ଆବଶ୍ୟକତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳ ଓଡିଶାରେ ଯଦିଓ ପାଗରେ ପରିବର୍ତ୍ତନ ହୋଇଛି ତେବେ ପଶ୍ଚିମ ଓଡିଶାରେ ସ୍ଥିତି ସଙ୍ଗିନ ରହିଛି । ଅସହାୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଘରୁ ବାହାରକୁ ବାହାରି ହେଉନି ।

ସେପଟେ ମୌସୁମୀ କେବେ ଆସିବ ତାହା ବି ଜଣା ପଡି ନାହିଁ । ଏବେ ଦୁଇ ଦିନିଆ ବର୍ଷା କିଛିଟା ଆଶ୍ଵସ୍ତି ଆଣିପାରେ । ତେବେ ପଶ୍ଚିମ ଓଡିଶାକୁ ସେଭଳି କିଛି ଫରକ ଆଣିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *