Anushka Sharma ନୁହଁନ୍ତି ବରଂ Bollywood ର ଏହି ହିରୋଇନ ଥିଲେ Virat ଙ୍କ ପ୍ରଥମ ପସନ୍ଦ, ନାଁ ଜାଣିଲେ ଚମକି ପଡିବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ବିରାଟ କୋହଲିଙ୍କୁ କିଏ ଅବା ଜାଣି ନାହିଁ ସେ ବର୍ତମାନ ରେ ଦେଶର କ୍ରିକେଟ କ୍ୟାପଟେନ ଅଛନ୍ତି ତେବେ ବିରାଟ ନିଜର ପ୍ରତିଭା ଏବଂ ନିଜର ହ୍ୟାଣ୍ଡସମ ଲୁକ ଦ୍ୱାରା ଲୋକ ମାନଂକୁ ନିଜର ଦିୱାନା ବନେଇଛନ୍ତି ଏବଂ ସେ ସବୁ ଝିଅ ଙ୍କ ର କ୍ରସ ମଧ୍ୟ ହୋଇ ଯାଇଛନ୍ତି । ତାଙ୍କ ପ୍ରଦର୍ଶନ ଭାରତ ପାଇଁ ବହୁତ୍ ବହୁତ ଭଲ ରହିଛି । ତେବେ ଅନୁଷ୍କା ଶର୍ମା ଙ୍କୁ କିଏ ଜାଣି ନାହିଁ କାହିଁକି ନା ସେ ଭାରତ ସିନେମା ଦୁନିଆର ବହୁତ ପ୍ରସିଦ୍ଧ ଓ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ।


ବର୍ତ୍ତମାନ ଦୁହେଁ ବିବାହିତ ଅଛନ୍ତି ଓ ଦୁହିଁଙ୍କ ଜୀବନର ବହୁତ୍ ଶୀଘ୍ର ନୁଆ କୁଣିଆ ମଧ୍ୟ ଆସିବାକୁ ଯାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ବିରାଟ କୋହଲି ଙ୍କ ବିଷୟରେ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ମଧ୍ୟରୁ ବହୁତ୍ ଲୋକେ ଜାଣି ନଥିବେ । ଅନୁଷ୍କା ଶର୍ମା ଓ ବିରାଟ କୋହଲି ଙ୍କ ବିଷୟରେ ସମସ୍ତେ ବର୍ତମାନ ଜାଣିଛନ୍ତି କିନ୍ତୁ କଣ୍ ଆପଣ ଏହା ଜାଣିଛନ୍ତି ଯେ ଅନୁଷ୍କା ବିରାଟ ଙ୍କ ପ୍ରଥମ ପସନ୍ଦ ନଥିଲେ ।

ବିରାଟ କୋହଲି ଙ୍କୁ ଆଉ ଜଣେ ଅଭିନେତ୍ରୀ ବହୁତ୍ ପସନ୍ଦ ଥିଲେ ଯାହାଙ୍କୁ ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଛନ୍ତି ତାଙ୍କ ନା ହେଲା କରିସ୍ମା କପୁର । ତେବେ ଖବର ଅନୁଯାଇ ବିରାଟ କରିଶ୍ମାଙ୍କ ବହୁତ୍ ବଡ ଜ୍ଞାନ ଥିଲେ ଆଉ ସେ କରିଷ୍ମାଙ୍କ ସହ ବିବାହ କରିବା ପାଇଁ ଇଛା କରିଥିଲେ କିନ୍ତୁ ବିରାଟଙ୍କ ଫେମସ ହବା ଆଗରୁ କରିସ୍ମାଙ୍କ ବିବାହ ସଞ୍ଜୟ ସହ ହୋଇଥିଲା ଯିଏ ଜଣେ ବଡ଼ ବ୍ୟବସାୟୀ ଅଛନ୍ତି ।


ତେବେ କିନ୍ତୁ କାରିଶ୍ମାଙ୍କ ବିବାହ ବହୁତ୍ ଅଧିକ ଦିନ ଚାଲିଲା ନାହିଁ କାହିଁକି ନା ତାଙ୍କ ସ୍ୱାମୀର ଅନ୍ୟ କାହା ସହ ସମ୍ପର୍କ ରହିଲା ଯେଉଁ କାରଣରୁ ତାଙ୍କ ବିବାହ ଭାଙ୍ଗି ଗଲା ଆଉ କାରିଶ୍ମା ନିଜ ଛୁଆଙ୍କ ସହ ନିଜ ଘରକୁ ଆସି ଗଲେ କିନ୍ତୁ ବିରାଟଙ୍କ ମନ ଭାଙ୍ଗି ଗଲା । ଏହା ପରେ ବହୁତ୍ ଅଭିନେତ୍ରୀ ମାନଙ୍କ ସହ ବିରାଟ ସାଙ୍ଗ ହେଲେ କିନ୍ତୁ କାହାକୁ ନିଜ ମନ ଦେଲେ ନାହିଁ . ତା ପରେ ଆସିଲେ ଅନୁଷ୍କା ଯାହା ସହ ତାଙ୍କ ମନର ସମ୍ପର୍କ ହେଲା ।


ଆଉ ସେ ଇଟାଲୀ ରେ ୨୦୧୭ ରେ ବିବାହ କଲେ ଯାହା ବିଷୟରେ ବହୁତ୍ କମ୍ ଲୋକେ ଜାଣିଥିଲେ ଆଉ ରାତିରେ ଦୁହେଁ ବିବାହ ଫଟୋ ଦେଲା ପରେ ମିଡ଼ିଆକୁ ଏହି ଖବର ମିଳିଥିଲା । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *