Virat-Anushka ଙ୍କ ବଡ଼ିଗାର୍ଡର ସଲାରୀ କେତେ ? ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ବଲିଉଡ କୁ ଦେଖୁଥିବେ ଏବଂ ଖୁବ ପସନ୍ଦ ବି କରୁଥିବେ । ବଲିଉଡ଼ ର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ଆପଣ ପସନ୍ଦ ମଧ୍ୟ କରୁଥିବେ ସେମାନଙ୍କ ସିନେମା କୁ ଆପଣ ମାନେ ଖୁବ ପସନ୍ଦ କରୁଥିବା ସଙ୍ଗେ ସଙ୍ଗେ ସିନେମା ର ଅପେକ୍ଷା ମଧ୍ୟ କରୁଥିବେ । ତେବେ ସେହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା । ତେବେ ଅନୁଷ୍କା ଶର୍ମାଙ୍କ ନାମ ବଲିଉଡର ସଫଳ ଅଭିନେତ୍ରୀ ଭାବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ଶହରୁଖ ଖାଁଙ୍କ ସହ ରବନେ ବନାଦି ଯୋଡ଼ି ପ୍ରଥମ ଫିଲ୍ମ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ବହୁତ୍ ହିଟ୍ ଓ ସଫଳ ଫିଲ୍ମ୍ କରିଛନ୍ତି । ଏବେ ସେ ନିଜେ ଜଣେ ପ୍ରଯୋଜକ ହୋଇସାରିିଲଣି । ବର୍ତ୍ତମାନ ସମୟରେ ତାଙ୍କର ୱେବ୍ ସିରିଜି ପାତାଳ ଲୋକ ବହୁତ୍ ନାମ କରି ସାରିଲାଣି । ସଫଳତାର ସିଢି ଚଢ଼ି ଆଜି ଏହି ସ୍ଥାନରେ ଆସି ପହଞ୍ଚି ଥିବା ଅନୁଷ୍କାକାଙ୍କ ବଡ଼ିଗାର୍ଡ ପ୍ରକାଶ ସିଂହ ବା ସୋନୁ ଛାଇ ଭଳି ରହିଥାନ୍ତି ।

ତେବେ ପ୍ରକାଶ ସିଂହ ବର୍ଷ ବର୍ଷ ଧରି ଅନୁଷ୍କାଙ୍କ ବଡ଼ିଗାର୍ଡ ଭାବେ ରହି ଆସୁଛନ୍ତି । ଫିଲ୍ମ୍ ସେଟ୍ ହେଉ ଅବା ପବ୍ଲିକ ମିଟିଙ୍ଗ ସବୁ ଜାଗାରେ ଅନୁଷ୍କାଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ତେବେ ଅନୁଷ୍କାଙ୍କ ପାଇଁ ପ୍ରକାଶ ବଡ଼ିଗାର୍ଡ ରୁ ବହୁତ ଅଧିକା । ସେ ତାଙ୍କର ଜନ୍ମଦିନ ମଧ୍ୟ ପାଳନ କରନ୍ତି । ଫିଲ୍ମ୍ ଜିରୋ ସେଟ୍ ସମୟରେ ଅନୁଷ୍କା ଶାହରୁଖ ଖାନ୍ ଙ୍କ ସହ ମିଶି ପ୍ରକାଶଙ୍କ ପାଇଁ ସରପ୍ରାଇଜ ରଖିଥିଲେ ।


ବିରାଟ କୋହଲିଙ୍କ ସହ ବିବାହ କରିବା ପରେ ମଧ୍ୟ ପ୍ରକାଶ ସିଂହ ଅନୁଷ୍କାଙ୍କ ବଡ଼ିଗାର୍ଡ ହୋଇ ରହିଲେ । ପ୍ରକାଶ ଏବେ ଅନୁଷ୍କା ଓ ବିରାଟ ଦୁହିଁଙ୍କୁ ପ୍ରୋଟେକଟ କରୁଥିବାର ନଜରକୁ ଆସିଛନ୍ତି । ୨୦୧୮ ମସିହାରେ କିଛି ରିପୋର୍ଟର କହିଥିଲେ ଯେ ଅନୁଷ୍କା ତାଙ୍କ ବଡ଼ିଗାର୍ଡ କୁ ୧.୨ କୋଟି ଦରମା ଦିଅନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ କେତେ ଦରମା ଦେଉଛନ୍ତି ସେ ବିଷୟରେ କୌଣସି ତଥ୍ୟ ନାହିଁ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ସୂଚନା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ନିଶ୍ଚିତ ।


ତେବେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଯୋଡି ହେଉଛି ବିରାଟ ଏବଂ ଅନୁଷ୍କା ଙ୍କ ର ଜଣେ କ୍ରିକେଟର ଏବଂ ଆଉ ଜଣେ ଅଭିନେତ୍ରୀ ତେବେ ଏହି ସୁପରହିଟ ଯୋଡି କୁ ଲୋକମାନେ ଏକାଠି ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ଏବଂ ଏହି ଯୋଡି କୁ ସୁରକ୍ଷା ଦେଉଛନ୍ତି ବଡ଼ିଗାର୍ଡ ବା ଅଙ୍ଗରକ୍ଷକ ସୋନୁ । ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *