ପେଗ ବଢେଇ ଦେ ପରେ ଏବେ ଢୋଲିଡା ସଙ୍ଗରେ ଧମାଲ କରିଦେଲେ ଅଭିନେତ୍ରୀ Usasi MIshra, ନାଚିଲେ ଏମିତି ସ୍ଟେଜ ଫତେଇ ଦେଲେ…ଦେଖନ୍ତୁ Video

ବନ୍ଧୁଗଣ, ଅଭିନେତ୍ରୀ ଉଷସୀ ମିଶ୍ର ଙ୍କୁ ନେଇ ଆଜିକାଲି ସୋସିଆଲ ମିଡିଆ ଉଠୁଛି ପଡୁଛି । ପେଗ ବନାଇଦେ ପରେ ଏବେ ଢୋଲିଡା ସଙ୍ଗ ରେ ଧମାଲ କରିଛନ୍ତି ଜଣାଶୁଣା ଅଭିନେତ୍ରୀ ଉଷସୀ ମିଶ୍ର । ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ରିଲ୍ସ ର ଏକ ଟ୍ରେଣ୍ଡ ଚାଲିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ତଥା ନେତା ମାନେ ମଧ୍ୟ ଏଥିରୁ ବାଦ ପଡୁ ନାହାଁନ୍ତି । ତେବେ ନିକଟରେ ଉଷସୀ ମିଶ୍ର ଙ୍କର ପେଗ ବଢାଇଦେ ରିଲ୍ସ ସୋସିଆଲ ମିଡିଆ ରେ ନିଆଁ ଲଗାଇଦେଇଥିବା ସମୟରେ ଏହା ଖୁବ ଧୃତ ଗତିରେ ଭାଇରାଲ ହୋଇଥିଲା ।

ଏଥିରେ ଲୋକେ ଉଷସୀ ଙ୍କ ମଦୁଆ ଅଭିନୟ କୁ ବେସ ପସନ୍ଦ କରିଥିଲେ । ତାଙ୍କ ନୃତ୍ୟ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । ଆଉ ଏବେ ଆଲିଆ ଭଟ୍ଟ ଙ୍କ ଚଳଚିତ୍ର ଗଙ୍ଗୁବାଇ କାଠିଆବାଡି ର ସଙ୍ଗ ଢୋଲିଡା ଗୀତ ରେ ଡ୍ୟାନ୍ସ କରି ଚର୍ଚ୍ଚା ରେ ଅଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର । ଏଥିରେ ସେ ରେଡ କଲର ର ଶାଢୀ ପିନ୍ଧି ଧମାକାଦାର ଗୀତ ରେ ଡ୍ୟାନ୍ସ କରୁଛନ୍ତି ।

ଏଥିରେ ଉଷସୀ ଙ୍କ ସାଙ୍ଗରେ ଆଉ ଦୁଇ ଜଣ ଅଭିନେତ୍ରୀ ଙ୍କ ନାଚୁ ଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି । ତେବେ ସେ ଏହି ଋଲ୍ସ କୁ ସୁନା ଫରୁଆ ସେଟ ରେ ବନାଇଥିବା ଜଣା ପଡିଛି । ସେମାନଙ୍କ ସହିତ ତାଳ ଦେଇ ଉଷସୀ ମିଶ୍ର ଡ୍ୟାନ୍ସ କରି ଧୂଆଁ ଉଆଦାୟ ଦେଉଛନ୍ତି ।

ଏହାକୁ ସେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର ମଧ୍ୟ କରିଛନ୍ତି । ଏହାକୁ ଅଧିକ ଲୋକେ ଦେଖି ସାରିଥିବା ସମୟରେ ଅନେକ ତାଙ୍କ ଡ୍ୟାନ୍ସ ଙ୍କୁ ତାରିଫ କରିଛନ୍ତି । ତେବେ ଅଭିନେତ୍ରୀ ଉଷସୀ ଜଣେ ଉତ୍ତମ ଅଭିନେତ୍ରୀ ଭାବରେ ପରିଗଣିତ ଅଛନ୍ତି । ତାଙ୍କ ଅଭିନୟରେ ପୂର୍ବ ରୁ ବହୁତ ଦର୍ଶକ ପ୍ରଭାବିତ ହୋଇ ତାଙ୍କୁ ମାନ୍ୟତା ଦେଇ ଆସିଛନ୍ତି । ଅଭିନେତା ସିଦ୍ଧାନ୍ତ ହୁଅନ୍ତୁ କି ଅବା ଅନ୍ୟ ଅଭିନେତା ତଥା ଅଭିନେତ୍ରୀ ସମସ୍ତଙ୍କ ସହିତ ସେ ବହୁତ ଆଦର ସହିତ ବ୍ୟବହାର କରିଥାନ୍ତି ।

ତେବେ ବର୍ତ୍ତମାନ ମଧ୍ୟ ସେ ନିଜ ଅଭିନୟ କୁ ଜାରି ରଖିବା ସହିତ ଲୋକ ମାନଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ତେବେ ତାଙ୍କର ଏହିଭଳି ଭିଡିଓ ଅନେକ ଦର୍ଶକ ଙ୍କ ମୁହଁ ରେ ହସ ର ଲହରୀ ଊତ୍ପନ କରି ପାରିଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *