Uric ଏସିଡ ସମସ୍ଯା ଯେତେ ପୁରୁଣା ହେଉ ନା କାହିଁକି 5 ଦିନରେ ଭଲ ହେଇଯିବ, ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି ସବୁ ଜିନିଷ

ନମସ୍କାର ବନ୍ଧୁଗଣ ତେବେ ଶରୀରରେ ପିଉରିନ୍ ଭାଙ୍ଗିବା ଦ୍ବାରା ୟୁରିକ ଏସିଡ ବନିଥାଏ । ପିଉରିନ ଏକ ଏମିତି ପଦାର୍ଥ ଯାହା ଖାଦ୍ୟରେ ଏହା ମିଳିଥାଏ । ଖାଇବା ଜିନିଷରୁ ଏହା ବାହାରି ରକ୍ତ ମାଧ୍ୟମରେ ଆମ କିଡନୀ ପାଖରେ ପହଞ୍ଚି ଥାଏ ।ପ୍ରଥମେ ୟୁରିକ ଏସିଡ ଶରୀର ମାଧ୍ୟମରେ ପରିଶ୍ରାରେ ବାହାରିଯାଏ କିନ୍ତୁ କାଇମାର୍ୟା ଶରୀରରେ ରହିଯାଏ ଯେଉଁ କାରଣ ପାଇଁ ଏହାର ମାତ୍ରା ବଢ଼ିବାରେ ଲାଗିଥାଏ ।

ସମୟ ସହିତ ଏହାର ଉପଚାର ନକଲେ ବ୍ୟକ୍ତି ପାଇଁ ଏହା କ୍ଷତି କାରକ ହୋଇ ପାରେ।ତେବେ ଶରୀରରେ ୟୁରିକ ଏସିଡ ବଢିବାର ଲକ୍ଷଣ ପାଦ, ଗୋଇଠି ଏବଂ ଆଣ୍ଠୁ ଗଣ୍ଠିରେ ଦରଜ ହୋଇଥାଏ । ଏହାଛଡା ଗଣ୍ଠିରେ ଟେଳା ଭଳି ହୋଇଯିବା । ସେଥିରେ ଲାଲ ପଡି ବହୁତ ଦରଜ ହୋଇଥାଏ । ଏହାଛଡା ସେହି ସ୍ଥାନରେ ଅଧିକ ସମୟ ଉଠିଲେ କି ବସିଲେ ଦରଜ ହୋଇଥାଏ । ବେଳେବେଳେ ଏହି ଦରଜ ବହୁତ ଅସହନୀୟ ହୋଇଥାଏ । ଏହାର ବଢିବାର ଲକ୍ଷଣ ମଧୁମେହ ବଢ଼ିବାର ସମ୍ଭାବନା ହୋଇଥାଏ ।

ତେବେ ଆଜି ଆମେ ଜାଣିବା କି ୟୁରିକ ଏସିଡ ରେ କଣ ଖାଇବା ଉଚିତ ଏବଂ କଣ ଖାଇବା ଅନୁଚିତ।ତେବେ ଆପଣ ଶାଗ, ପାଳଙ୍ଗ, କ୍ଷୀର, ପନିର, ଡାଲି, ଚାହା, ଚିନି, ବିଲୁକୁଲ ବନ୍ଦ କରିବେ।ସୋୟାବିନ ଓ  ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଉତ୍ପାଦ ଖାଇବେନାହିଁ,ଛତୁ, ପାଳଙ୍ଗ, ମଟର, ଛେନା, ବିନସ, ଆଦି ଖାଇବେ ନାହିଁ ।

ଫୁଲକୋବି, କ୍ଷୀର, ଲହୁଣୀ, ଆମିଷ, ତେଲିଆ ଖାଦ୍ୟ, ସମୁଦ୍ର ଖାଦ୍ୟ, ଭେଣ୍ଡି, ମଇଦା, ଧଳା ଭାତ, ବିରି, ଚାହା, ଦହି, କୋଲଡ଼ ଡ୍ରିଙ୍କ, କଫି, ଟମାଟୋ, ଚାଉଳ, ଆଚାର, ଆଦି ବନ୍ଦ କରନ୍ତୁ
କେକ, ପେଷ୍ଟ୍ରି, ଡବାବନ୍ଦ ଖାଦ୍ୟ ବନ୍ଦ କରିବେ।ରାତିରେ କ୍ଷୀର, ଡାଲି ଖାଇବା ଅତ୍ୟନ୍ତ କ୍ଷତିକାରକ ଫାଷ୍ଟଫୁଡ, ଆମିଷ, ମଦ, ଧୂମପାନ ବିଲକୁଲ ବନ୍ଦ କରିବେ।

ତେବେ କଦଳୀ, ରସୁଣ, ଅଦା, ଜିରା, ଆପେଲ,  ପାନମହୁରୀ, ଧଣିଆ, ଡାଲଚିନି, ବାଜରା, ଓଟସ, ସପୁରି, ଚେରି, ଷ୍ଟ୍ରବେରି, ଲେମ୍ବୁ, ବ୍ରାଉନ ରାଇସ, ଅଧିକ ଆପେଲ ଖାଇଲେ ସମସ୍ୟା ସମାଧାନ ହୁଏ, ଘର ତିଆରି ଆପେଲ ଜୁସ ବହୁତ ଭଲ ଅଧିକ ପରିମାଣରେ ଭିଟାମିନ ସି ଓ ଇ ଖାଇବେ, ଚେରୀ, ଷ୍ଟ୍ରବେରି, ବ୍ଲୁବେରି, ଆଦି ବିଭିନ୍ନ ପ୍ରକାର ବେରି ୟୁରିକ ଏସିଡକୁ ନେଚୁରାଲି  କମେଇ ଦିଅନ୍ତି । ତନ୍ତୁ ଜାତୀୟ ଖାଦ୍ୟ ଖାଇବେ, ଆପେଲ, ପପେୟା ଅଧିକ ଭଲ, ବୋଇତାଳୁ, ନାଉ ଆଦି ବହୁତ ଭଲ। ତାଜା ନଡ଼ିଆ ପାଣି ପିଇବେ।

କାକୁଡି, ଅଦା, ଲେମ୍ବୁ, ପୁଦିନା, ତୁଳସୀ, ଜୁସ, ପପେୟା, ଗ୍ରୀନ ଟି, ସେଓ, ଆମଲା, ବନ୍ଧାକୋବି, ଗାଜର, କାକୁଡି, ସିମଳା ମିର୍ଚ୍ଚ, ବିଟ, ଅଙ୍ଗୁର, ପିଜୁଳି ଇତ୍ୟାଦି ଫଳ ଖାଇ ପାରିବେ ।
ତେବେ ଭୋଜନ କରି ସାରି ମୂତ୍ର ତ୍ୟାଗ କରିବେ, ଏପରି ନିୟମିତ କଲେ ୟୁରିକ ଏସିଡ ବଢେ ନାହିଁ। ଏହା ସହ ଦିନରେ ଶୋଇବେ ନାହିଁ ଓ ରାତ୍ରି ଉଜାଗର ହେବେ ନାହିଁ। ତେବେ ୟୁରିକ ଏସିଡ କମେଇବା ପାଇଁ ଗୁଡ଼, ତିଳ, ବାଦାମ ଓ ମହୁ ନିଶ୍ଚିତ ଖାଇବା ଉଚିତ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ 

Leave a Reply

Your email address will not be published. Required fields are marked *