ଉପରେ ଝୁଲୁଛି ପୋଷ୍ଟର ତଳେ ସରପଞ୍ଚଙ୍କ ଶବ ! ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ! ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଗୁଡିକର ଚର୍ଚ୍ଚା ସମସ୍ତ ସ୍ଥାନରେ ମଧ୍ୟ ହେଉଛି । ହେଲେ ବନ୍ଧୁଗଣ ଗତ କିଛି ସମୟ ଏପରି ଏକ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ମନ ଦୁଃଖରେ ଭରିଯିବ ଓ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚା ବିଷୟ ପାଲଟିଥିବା ବେଳେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗଣ୍ଡାରେ ମାହୋଲ ଗରମ ଅଛି । ଓଡିଶାରେ ତିନୋଟି ପ୍ରମୁଖ ଦଳ ନିଜ ପ୍ରାର୍ଥୀ ମାନଙ୍କୁ ସରପଞ୍ଚ ପଦରେ ଛିଡା କରେଇ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ।

ବନ୍ଧୁଗଣ ଭୋଟ ପୂର୍ବରୁ ଚାଲିଗଲେ ଆଉ ଜଣେ ସରପଞ୍ଚ ପ୍ରାର୍ଥୀ । ହୃଦଘାତରେ ଆଉ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ । ମିଡିଆ ରିପୋର୍ଟସ ଅନୁସାରେ ଏ ହେଉଛନ୍ତି ବରଗଡ଼ ଜିଲ୍ଲା ଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନ । ଆସନ୍ତା ୨୪ ତାରିଖରେ ନିଜ ପଞ୍ଚାୟତରେ ଥିଲା ନିର୍ବାଚନ ତାରିଖ ଆଉ ସେ ଥିଲେ ସରପଞ୍ଚ ପ୍ରାର୍ଥୀ । କିନ୍ତୁ ନିର୍ବାଚନ ପୂର୍ବରୁ ହଠାତ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ।

ଉପରେ ଝୁଲୁଛି ସରପଞ୍ଚ ପ୍ରାର୍ଥୀଙ୍କ ପୋଷ୍ଟର ଓ ତଳେ ପଡିଛି ତାଙ୍କ ଶବ । ସେ କହିଥିଲେ, ମୋତେ ସୂର୍ଯ୍ୟ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବେ ଓ ମୁ ପଞ୍ଚାୟତ ପାଇଁ କାମ କରିବି । କିନ୍ତୁ ନିର୍ବାଚନ ଜିତିବାର ଦୂରର କଥା ନିର୍ବାଚନର ଦିନ ବି ସେ ଦେଖିପାରିଲେ ନାହିଁ ।

ସରପଞ୍ଚ ପଦରେ ଛିଡା ହୋଇଥିବାରୁ ବହୁତ ଧୁମଧାମରେ ସେ ନିଜ ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ । କିନ୍ତୁ ଠିକ ନିର୍ବାଚନ ପୂର୍ବରୁ ଆଜି ହଠାତ ହୃଦଘାତରେ ତାଙ୍କର ବିୟୋଗ ଘଟିଛି । ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *