ବନ୍ଧୁଗଣ, ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ର ଜୀବନଶୈଳୀ ସମ୍ପର୍କ ରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ରାଷ୍ଟ୍ରପତି ଙ୍କ ଜୀବନଶୈଳୀ କଥା ଆଜି ଆମ୍ଭେ ଏଥି ନିମନ୍ତେ କହିବାକୁ ଯାଉଅଛୁ ଯାହା ଆମ୍ଭ ମାନଙ୍କ ଭଳି ସାଧାରଣ ମଣିଷ ପାଇଁ ନିହାତି ଆବଶ୍ୟକ । ଦେଶର ପ୍ରଥମ ବ୍ୟକ୍ତି ଙ୍କ ସହିତ ତାଙ୍କର ପରିବାରର ର ସବୁ ସଦସ୍ୟ ମାନଙ୍କ ସମ୍ପର୍କ ରେ ଏହିଭଳି ଅନେକ କଥା ରହିଅଛି ଯାହା ହୁଏତ କେହି ଜାଣିଥିବେ ।
“ପ୍ରଣବ ମୁଖାର୍ଜୀ” ଙ୍କ ପରେ “ରାମନାଥ କୋବିନ୍ଦ” ଯେତେବେଳେ ଦେଶର ରାଷ୍ଟ୍ରପତି ହେଲେ ସେ ରାଷ୍ଟ୍ରପତି ପଦ ପାଇଲେ ସତ କିନ୍ତୁ ଆଜି ମଧ୍ୟ ତାଙ୍କ ପରିବାର ଏକ ସାଧାରଣ ଜୀବନ ଜାପନ କରୁଛନ୍ତି । ଏହି କଥା ବିଶ୍ଵାସ ନ ହେଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ । ତାଙ୍କ ପରିବାରର କୌଣସି ବ୍ୟକ୍ତି ଙ୍କ ମନରେ ତିଳେ ମାତ୍ର ଗର୍ବ ନାହିଁ ଯେ ତାଙ୍କ ପରିବାର ମୁଖିଆ ହେଉଛନ୍ତି ଦେଶର ରାଷ୍ଟ୍ରପତି । ପିତା ରାଷ୍ଟ୍ରପତି ହେଲେ ମଧ୍ୟ ତାଙ୍କ ଝିଅ ବାପା ଙ୍କ ଟଙ୍କା ରେ ଆରମ ନ କରି ନିଯେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ।
ଝିଅ ବାପା ରାଷ୍ଟ୍ରପତି ହେବା ପରେ ମଧ୍ୟ ଯେଉଁ କାର୍ଯ୍ୟ କରୁଥିଲେ ତାହାକୁ କେବେ ମଧ୍ୟ ଛାଡି ନଥିଲେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ତାଙ୍କର ପେସା ସମ୍ପର୍କରେ । “ରାମନାଥ କୋବିନ୍ଦ” ଙ୍କର ପୁଅ ଜଣେ ପ୍ରାଇଭେଟ ଏୟାରଲେନ୍ସ କମ୍ପାନୀ ରେ କାମ କରୁଥିଲେ । ତାଙ୍କ ବୋହୁ ଜଣେ ଶିକ୍ଷୟତ୍ରୀ । ରାମନାଥ କୋବିନ୍ଦ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଦୁଃଖ କଷ୍ଟ କାଟିଛନ୍ତି ।
ଆଉ ଏଥିପାଇଁ ଦେଶରେ ଏକ ପ୍ରତିଷ୍ଠିତି ପଦବୀ ରେ ଅଛନ୍ତି । ଏବଂ କୋବିନ୍ଦ ତାଙ୍କ ପରିବାର କୁ ସର୍ବଦା ଆତ୍ମ ନିର୍ଭରଶୀଳ ହେବ ଶିଖାଇଛନ୍ତି । ଏହି କାରଣ ହେତୁ ଆଜିଭଳି ଦିନରେ ତାଙ୍କ ଝିଅ ଏବଂ ପୁଅ ବାପା ଙ୍କ ନାମରେ ନୁହେଁ ବରଂ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାମନାଥ କୋବିନ୍ଦ ଙ୍କ ଝିଅ କୌଣସି କାର୍ଯ୍ୟ ତାଙ୍କ ବାପା ଙ୍କ ନାମ ନେଇ କରି ନାହାଁନ୍ତି । ସେ ଆଜି ପର୍ଯ୍ୟନ୍ତ ଯାହା ମଧ୍ୟ କରିଛନ୍ତି ନିଜ ବଳରେ କରିଛନ୍ତି ।
ଝିଅ ସ୍ଵାତି ଏୟାରଲାଇନ୍ସ ରେ ଏୟାରହଷ୍ଟେସ ଥିଲେ । ଯେତେବେଳେ ତାଙ୍କ ବାପା ରାଷ୍ଟ୍ରପତି ପଦବୀ ରେ ଯୋଗ ଦେବା ପାଇଁ ତାଙ୍କୁ ଛୁଟି ଦେଇ ନଥିଲେ । ପରେ ସେ ଛୁଟି ନେଇ ସମାହୋରହ ରେ ଯୋଗଦାନ ଦେଇଥିଲେ । ଏବଂ ସେ ନିଜ ବାପା ଙ୍କ ପରିଚୟ କେଉଁଠାରେ ମଧ୍ୟ ଜଣାଇ ନଥିଲେ । ପରେ ତାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଏକ ଅନ୍ୟ ଏକ ଡ୍ୟୁଟି ରେ ନିଯୁକ୍ତି ଦିଆଯାଇଥିଲା ।
ତେବେ ଆଜିଭଳି ଦିନରେ ରାଷ୍ଟ୍ରପତି “ରାମନାଥ କୋବିନ୍ଦ” ଙ୍କ ଝିଅ ସମସ୍ତ ଝିଅ ଙ୍କ ପାଇଁ ଏକ ଉଦାହରଣ ସ୍ୱରୂପ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।