ଥରେ କିମ୍ବା 2 ଥର ନୁହେଁ ବରଂ ଅନେକ ଥର ନିଜର ଶ୍ୟାମଳ ରଙ୍ଗ କାରଣରୁ ରିଜେକ୍ଟ ହୋଇଥିବା ଅଭିନେତ୍ରୀ କେମିତି ହେଲେ TV ଇଣ୍ଡଷ୍ଟ୍ରିର କ୍ଵିନ, 2 ନଂ ଙ୍କ ପାଇଁ ତ ପୁରା ଇଣ୍ଡିଆ ଦିବାନା

ନମସ୍କାର ବନ୍ଧୁଗଣ ତେବେ ତାହା ସିନେମା ହେଉ କିମ୍ବା ଧାରାବାହିକ ସବୁଥିରେ ଗୋଟିଏ ଜିନିଷ ବହୁତ ଧ୍ୟାନ ଦିଆ ଯାଇ ଯାହା ହେଉଛି ସୁନ୍ଦରତା ଏବଂ ରଙ୍ଗ ର। ତେବେ ଅଧିକାଂଶ ଡ଼ାଇରେକ୍ଟର ସୁନ୍ଦର ଦିଶୁଥିବା ଏବଂ ଗୋରା ଦେଖା ଯାଉଥିବା ଅଭିନେତ୍ରୀ ଙ୍କୁ ନିଜ ସିନେମା ବା ଧାରାବାହିକ ରେ ନେବାକୁ ପସନ୍ଦ କରିଥାନ୍ତି। ତେବେ ଧାରାବାହିକ ରେ କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ସାବନା ରଙ୍ଗ ପାଇଁ ବହୁତ ଷ୍ଟ୍ରଗଲ କରିଛନ୍ତି କିନ୍ତୁ ହାର ମାନି ନାହାନ୍ତି ଏବଂ ସଫଳ ହୋଇ ପାରିଛନ୍ତି। ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟ ରେ।


୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ସାକ୍ଷୀ ତନୱର। ତେବେ ସାକ୍ଷୀ ଙ୍କୁ ନିଜର ସାବନା ରଂଗ ପାଇଁ ବହୁତ ରିଜେକ୍ସନ ର ସାମ୍ନା କରିବାକୁ ପଡିଥିଲା। ତେବେ କିନ୍ତୁ ସେ ହାର ମାନି ନଥିଲେ ଏବଂ ଅଡ଼ିଶନ ଦେଇ ଚାଲିଥିଲେ ଏବଂ ଶେଷ ରେ ତାଙ୍କୁ ୧୯୯୬ ରେ ଦସ୍ତୁର ରେ ଅଭିନୟ କରିବାର ସୁଯୋଗ ମିଳିଥିଲା ଏବଂ ତାଙ୍କ ଅଭିନୟ କୁ ଲୋକମାନେ ଏତେ ପସନ୍ଦ କଲେ ଯେ ପରେ ତାଙ୍କୁ ବହୁତ ବଡ଼ ବଡ଼ ଧାରାବାହିକ ରେ କାମ କରିବାର ସୁଯୋଗ ମିଳିଲା ଯେପରି କାହାନି ଘର ଘର କି , ବଡେ ଅଛେ ଲଗତେ ହେ। ତେବେ ସେ କିଛି ସିନେମା ରେ ମଧ୍ୟ କାମ କରିଛନ୍ତି। ଆଜି ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ।


୨- ଦ୍ଵିତୀୟ ରେ ହେଉଛନ୍ତି ନିଆ ଶର୍ମା। ତେବେ ନିଆ ଶର୍ମା ଙ୍କୁ ନିଜର ସାବନା ରଙ୍ଗ ପାଇଁ ବହୁତ ଷ୍ଟ୍ରଗଲ କରିବାକୁ ପଡିଥିଲା। ତାଙ୍କୁ ଅନେକ ରିଜେକ୍ସନ ର ସାମ୍ନା କରିବାକୁ ପଡିଥିଲା କିନ୍ତୁ ପରେ ତାଙ୍କୁ ‘କାଲି ଏକ ଅଗ୍ନି ପରୀକ୍ଷା’ ରେ ଛୋଟ ଭୂମିକା ରେ କାମ କରିବାର ସୁଯୋଗ ମିଳିଥିଲା ଏବଂ ପରେ ସେ ‘ ଏକ ହଜାର ମେ ମେରୀ ବେହେନା ହେ’ ଏବଂ ‘ନାଗିନ’ ଭଳି ଧାରାବାହିକ ରେ କାମ କରି ଲୋକ ମାନଙ୍କ ହୃଦୟ ରେ ବାସ କରିଛନ୍ତି। ତେବେ ବର୍ତ୍ତମାନ ସେ ହାଇସେଟ ପେଡ ଅଭିନେତ୍ରୀ ଭାବେ ପରିଚିତ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ପାରୁଲ ଚୋହ୍ବାନ। ତେବେ ପାରୁଲ ଙ୍କୁ ନିଜ ଜୀଵନ ରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ଏବଂ ସେ ସର୍ଵଦା ରିଜେକ୍ସନ ପାଇଥିଲେ। ତେବେ ତାଙ୍କ ରଙ୍ଗ ପାଇଁ ବହୁତ ମଜାକ ମଧ୍ୟ ଉଡାଉ ଥିଲେ ତେବେ ସେ ବହୁତ ଷ୍ଟ୍ରଗଲ ଏବଂ ୧୫୦ ଅଡ଼ିଶନ ପରେ ବିଦାୟୀ ଧାରାବାହିକ ରେ ରାଗିଣୀ ଭୂମିକା ରେ ଅଭିନୟ କରି ଲୋକମାନଙ୍କ ପ୍ରିୟ ହୋଇ ପାରିଥିଲେ ଏବଂ ବର୍ତ୍ତମାନ ତାଙ୍କ ଜୀଵନ ଏକଦମ ବଦଳି ଯାଇଛି ଏବଂ ସେ ବହୁତ ଖୁସିରେ ମଧ୍ୟ ଅଛନ୍ତି।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଶୁମ୍ଭଲ ଟୋକିର। ତେବେ ଆପଣ ଷ୍ଟାର ପ୍ଲସ ରେ ପ୍ରସାରିତ ଧାରାବାହିକ ଇମଲି କୁ ତ ନିଶ୍ଚିତ ଦେଖିଥିବେ ତେବେ ସେଥିରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବା ଶୁମ୍ଭଲ ଙ୍କୁ ନିଜର ରଙ୍ଗ ପାଇଁ ବହୁତ ଷ୍ଟ୍ରଗଲ କରିବାକୁ ପଡ଼ିଥିଲା। ଏବଂ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମଧ୍ୟ ମିଳି ନଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ମିତାଲି ନାଗ। ତେବେ ମିତାଲି ଙ୍କୁ ନିଜର ଶାନ୍ତ ସ୍ଵଭାବ ଯୋଗୁଁ ଲୋକମାନେ ଖୁବ ପସନ୍ଦ କରନ୍ତି। କିନ୍ତୁ ତାଙ୍କୁ ବି ନିଜ ରଙ୍ଗ ପାଇଁ ରିଜେକ୍ସନ ର ସାମ୍ନା କରିବାକୁ ପଡିଥିଲା। ତେବେ ସେ ହାର ନ ମାନି ଆଡିଶନ ଦେଇଥିଲେ ଏବଂ ଅଫସର ବିଟିୟା ରେ କାମ କରି ସଫଳତା ପାଇଥିଲେ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *