ସବୁଠୁ ଅଧିକ ଗର୍ବୀ ହେବା ଯୋଗୁ ବଦନାମ ଅଟନ୍ତି TV ଇଣ୍ଡଷ୍ଟ୍ରିର ଏହି 5 ହିରୋଇନ, କିଏ ସୁଟିଙ୍ଗ ସେଟ ରେ କରିଛି ଝଗଡା ତ କିଏ କହିଛି ଅଶ୍ଳୀଳ ଭାଷା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଛୋଟ ପରଦାରେ ନଜର ଆସୁଥିବା ଟିଭି ଅଭିନେତ୍ରୀ ମାନେ ନିଜ ଦମଦାର ଅଭିନୟକୁ ବହୁ ଭଲ ଭାବରେ ନିଭାନ୍ତି ଓ ଏହି ଚରିତ୍ର ଯୋଗୁଁ ଏମାନେ ଘରେ ଘରେ ପରିଚିତ । ଆଜି ଆମେ ଆପଣଙ୍କୁ ଟିଭି ଜଗତର କିଛି ଏପରି ଅଭିନେତ୍ରୀଙ୍କ ବିଷୟରେ ଅବଗତ କରାଇବୁ । ଯିଏ ଛୋଟ ପରଦାରେ ସଂସ୍କାରି ବୋହୂ ଭାବେ ନଜର ଆସନ୍ତି । କିନ୍ତୁ ବାସ୍ତବ ଜୀବନରେ ଏମାନେ ବହୁତ ଅହଙ୍କାରୀ ଓ ଅସଭ୍ୟ ଅଟନ୍ତି। ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତ୍ରୀ ଙ୍କ ବିଷୟରେ।

୧- ପ୍ରଥମରେ ହେଉଛନ୍ତି ହିନା ଖାନ। ତେବେ ହିନାଙ୍କୁ ୟେ ରିଷତା କ୍ୟା କହଲତା ହେ ଠାରୁ ପରିଚୟ ମିଳିଲା । ଯେତେବେଳେ ତାଙ୍କୁ ଏହି ଶୋ ମିଳିଲା ସେତେବେଳେ ତାଙ୍କ ସ୍ଵଭାବ ବହୁତ ଭଲ ଥିଲା । କିନ୍ତୁ ଯେପରି ଯେପରି ସେ ଲୋକପ୍ରିୟ ହେବାକୁ ଲାଗିଲେ, ତାଙ୍କ ସ୍ଵଭାବ ପରିବର୍ତ୍ତିତ ହେବାକୁ ଲାଗିଲା । କୁହାଯାଏ ଯେ ଥରେ ଶୋ’ର ଶୁଟିଂ ସମୟରେ ଏକ ନ୍ୟୁଜ୍ ଚ୍ୟାନେଲ ତାଙ୍କ ଇଣ୍ଟରଭ୍ୟୁ ନେବା ପାଇଁ ଇଚ୍ଛା ପ୍ରକାଶ କଲେ ସେତେବେଳେ ସେ ସ୍ପଷ୍ଟ ମନା କରିଦେଲେ ଓ ତାଙ୍କ ସହିତ କ୍ରୋଧିତ ହୋଇ କଥାବାର୍ତ୍ତା କଲେ।

୨- ଦ୍ଵିତୀୟ ରେ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ। ତେବେ ଅଙ୍କିତା ଲୋଖଣ୍ଡେ ନିଜେ ଏହି କଥା ସ୍ଵୀକାର କରିଛନ୍ତି ଯେ ସେ ବହୁତ ଅହଙ୍କାରୀ ଓ ଗର୍ବୀ ସ୍ୱଭାବର ଅଟନ୍ତି । ଧାରାବାହିକ ପବିତ୍ର ରିଷତାରୁ ତାଙ୍କୁ ପରିଚୟ ମିଳିଲା । ସେପକ୍ଷରେ ଏହି ଶୋ’ରେ କାମ କରୁଥିବା ଆଶା ନେଗି ସହିତ ତାଙ୍କ ତାଳମେଳ ଭଲ ନଥିଲା । ଯାହା ଫଳରେ ଆଶା ନେଗି ଶୋ’କୁ ଛାଡ଼ି ଦେଇଥିଲେ । ଶୋ ଝଲକ୍ ‘ଦିଖ ଲା ଜା’ରେ ସେ ନିଜେ କହିଥିଲେ ଯେ ସେ ଅହଙ୍କାରୀ ସ୍ୱଭାବର ଅଟନ୍ତି।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ନିଆ ଶର୍ମା। ତେବେ ନିୟା ଶର୍ମା ଅଧିକାଂଶ ସମୟରେ ନିଜ ସହ କଳାକାରଙ୍କ ସହ ଝଗଡା କରି ବସନ୍ତି । ଶୋ ଜମାଇ ରାଜା ସମୟରେ ମଧ୍ୟ ସେ ନିଜ କୋ ଷ୍ଟାର ରବି ଦୁବେଙ୍କ ସହିତ ଅନେକ ଥର ଝଗଡା କରି ବସୁଥିଲେ । ଯଦିଓ ପରେ ସେ ଏହି କଳହର ସମାଧାନ କରୁଥିଲେ ଏବଂ ବର୍ତ୍ତମାନ ଦୁହେଁ ଭଲ ବନ୍ଧୁ ଅଟନ୍ତି।


୪- ଚତୁର୍ଥ ରେ ହେଉଛନ୍ତି ଜେନିଫର ବିଙ୍ଗେଟ।ତେବେ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଜେନିଗର ବିଙ୍ଗେଟ । ଆପଣ ମାନେ ସମସ୍ତେ ଜେନିଫରଙ୍କୁ ବହୁତ ଲୋକପ୍ରିୟ ସିରିଏଲରେ ଦେଖିଥିବେ । ଜେନିଫର ବିଙ୍ଗେଟ ଆଜିକୁ ଜଣେ ସଫଳ ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି । ହେଲେ ବନ୍ଧୁଗଣ ଜେନିଫର ବହୁତ ଗର୍ବୀ ସ୍ଵଭାବର ମହିଳା ଅଟନ୍ତି । ବେଳେ ବେଳେ ସେ କ୍ରୋଧରେ କାମ ଛାଡି ଚାଲି ଯାନ୍ତି । ତାଙ୍କୁ ବହୁତ ବୁଝାଇବା ପରେ ସେ ପୁନର୍ବାର ଆସନ୍ତି।


୫- ପଞ୍ଚମ ରେ ହେଉଛନ୍ତି କରିସ୍ମା ତନା। ତେବେ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ କରିସ୍ମା ତନା । କରିସ୍ମା ଏକତା କପୁରଙ୍କ ଫେମସ ସିରିଏଲ ‘କ୍ୟୁ କି ସାଶ ଭି କଭି ବୋହୁ ଥି’ରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ହେଲେ ଆଜିକୁ ସେ ଜଣେ ସଫଳ ଅଭିନେତ୍ରୀ । କିନ୍ତୁ ଏହି ଅଭିନେତ୍ରୀ ଜଣକଙ୍କର ବହୁତ ଗର୍ବ ଅହଂକାର ରହିଛି । କରିସ୍ମା କୌଣସି ଲୋକଙ୍କ ସହ ଭଲ ସେ କଥା ବାର୍ତା କରନ୍ତି ନାହିଁ।

ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *