TV ପରଦାରେ ରୋମାନ୍ସ କରୁ କରୁ Real life ରେ ବିବାହ କରିନେଲେ TV ର ଏହି 5 ଟି ସୁପରହିଟ Couple, 3 ନଂ ଯୋଡି ଥିଲା ସମସ୍ତଙ୍କ ଫେବ୍ରେଟ ଯୋଡି

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଲୋକମାନେ ବର୍ତ୍ତମାନ ଛୋଟ ପରଦା କୁ ବଲିଉଡ ଠାରୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଟିଭି ପରଦାରେ ପ୍ରଦର୍ଶିତ ହେଉଥିବା ଅନେକ ଧାରାବାହିକ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଏହି ଠାରେ ଅନେକ ଅଭିନେତା ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ମଧ୍ୟ ହୋଇ ପାରିଛନ୍ତି ।

ତେବେ ଟିଭି ଜଗତର କିଛି ଏଭଳି କଳାକାର ମାନେ ରହିଛନ୍ତି ଯେଉଁମାନେ ରିଲ ଲାଇଫ ରେ ଅଭିନୟ କରୁ କରୁ ରିୟଲ ଲାଇଫ ରେ ପାର୍ଟନର ହୋଇ ଯାଇଥିଲେ । ତେବେ ଆସନ୍ତୁ ଜାଣିନେବା ସେହି ଯୋଡି ଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛି ଗୁରମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ । ତେବେ ଏହି ଦୁଇ ଜଣ ହେଉଛନ୍ତି ଜଣେ ଜଣେ ଦକ୍ଷ କଳାକା ଏବଂ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ବାସ କରୁଛନ୍ତି । ତେବେ ଦୁହେଁ ରାମାୟଣ ଧାରାବାହିକ ରେ ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକା ନିଭାଇଥିଲେ ତେବେ ଏହା ପର ଠାରୁ ଦୁହିଁଙ୍କୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା ଏବଂ ଶେଷ ରେ ଦୁହେଁ ବିବାହ କରି ବହୁତ ଖୁସିରେ ରହୁଛନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ରାମ କପୂର ଏବଂ ଗୌତମି କପୂର । ତେବେ ଟିଭି ଜଗତର ସବୁଠାରୁ ହିଟ ଯୋଡି ହେଉଛନ୍ତି ଏହି ଦୁଇ ଜଣ । ତେବେ ଦୁହିଁଙ୍କ ର ଦେଖା ଘର ଏକ ମନ୍ଦିର ଧାରାବାହିକ ରେ ଦେଖା ହୋଇଥିଲା ଏବଂ ଏହା ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନେ ଦୁଇ ଜଣ ୨୦୦୩ ରେ ଫେବୃଆରୀ ୧୪ ରେ ବିବାହ କରି ନେଇଥିଲେ ।

୩- ତୃତୀୟ ରେ ହେଉଛନ୍ତି ହିତେନ ତେଜ ୱାନି ଏବଂ ଗୌରୀ ପ୍ରଧାନ । ତେବେ ଏହି ଯୋଡି ହେଉଛି ସବୁଠାରୁ ଲୋକପ୍ରିୟ ଯୋଡି । ତେବେ ଏହି ଦୁଇ ଜଣଙ୍କର ପ୍ରଥମ ଦେଖା ହୋଇଥିଲା ଏୟାର ପୋର୍ଟ ରେ ହୋଇଥିଲା ଏବଂ ପରେ ଦୁହେଁ କୁଟୁମ୍ବ ଏବଂ କିୟୁଙ୍କି ଶାସ୍ ଭି କଭୀ ବୋହୁ ଥି ରେ ଦୁହେଁ ଏକାଠି ନଜର ଆସିଥିଲେ ଏବଂ ପରେ ଦୁହେଁ ବିବାହ କରି ଏକାଠି ଖୁସି ରେ ଅଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଶରଦ କେଲକର ଏବଂ କୀର୍ତି ଗାୟକବାଡ଼ । ତେବେ ଏହି ଯୋଡି ମଧ୍ୟ ଖୁବ ଲୋକପ୍ରିୟ ତେବେ ଦୁହିଁଙ୍କ ଦେଖା ଦୂରଦର୍ଶନ ର ଶୋ ଆକ୍ରୋଶ ରୁ ହୋଇ ଥିଲା । ତେବେ ଦୁହିଁଙ୍କ ଭିତରେ ଭଲ ସଂପର୍କ ମଧ୍ୟ ରହିଥିଲା ତେବେ ଦୁହେଁ ୨୦୦୫ ରେ ବିବାହ କରି ବର୍ତ୍ତମାନ ବହୁତ ଖୁସି ରେ ଜୀଵନ ଅତି ବାହିତ କରୁଛନ୍ତି ।

୫- ପଞ୍ଚମ ରେ ହେଉଛନ୍ତି ବିବିୟନ ଡ଼ିସେନା ଏବଂ ବାହବୀଜ ଦୋରବଜୀ ମ ତେବେ ଏହି ଦୁଇ ଜଣ କଳାକାର ଧାରାବାହିକ ପ୍ୟାର କି ଏକ କାହାଣୀ ରେ ଦେଖା ହୋଇଥିଲେ ଏବଂ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ପରେ ୭ ଜାନୁଆରୀ ୨୦୧୩ ରେ ବିବାହ କରିଥିଲେ କିନ୍ତୁ ତିନି ବର୍ଷ ପରେ ଦୁହେଁ ଅଲଗା ମଧ୍ୟ ହୋଇଗଲେ ।

ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *