ରିଅଲ ଲାଇଫ ରେ ବି ନଣନ୍ଦ ଭାଉଜ ଅଟନ୍ତି TV ର ଏହି ଫେମସ Actresses

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ମାନେ ନିଜର ଜୀବନ ଶୈଳୀ କୁ ନେଇ ବହୁତ ସଚେତ ଥାନ୍ତି । ଏବଂ ମିଡ଼ିଆ ଠାରୁ ସବୁବେଳେ ଦୂରରେ ରହିଥାନ୍ତି । ଏବଂ ଏଥିପାଇଁ ସବୁବେଳେ ଚର୍ଚ୍ଚା ର କେନ୍ଦ୍ର ମଧ୍ୟ ହୋଇ ଥାନ୍ତି । ଏହି ଅଭିନେତ୍ରୀ ମାନେ ନିଜ ଧାରାବାହିକ ରେ ଭଲ ବୋହୁ ଭଲ ଝିଅ ଆଦି ର ଅଭିନୟ କରିଥାନ୍ତି ଏବଂ ଭାଉଜ ନଣନ୍ଦ ଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥାନ୍ତି ତେବେ ଏହା ବାସ୍ତବରେ ସତ ନା ନାହିଁ ଚାଲନ୍ତୁ ଜାଣି ନେବା ।


୧- ପ୍ରଥମ ଭାଉଜ ନଣନ୍ଦ ଙ୍କ ଯୋଡି ହେଲା ଟିଭି ଜଗତ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । ଦିବ୍ୟାଙ୍କା ନିଜର ସହ ଅଭିନେତା ବିବେକ ଙ୍କୁ ୨୦୧୬ ରେ ବିବାହ କରିଥିଲେ । ଦିବ୍ୟାଙ୍କା ନିଜର ନଣନ୍ଦ ରିଆ ଙ୍କ ସହ ବହୁତ ଭଲ ସମ୍ପର୍କ ଅଛି । ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ନିଜ ନଣନ୍ଦ ଙ୍କ ସହ ଫୋଟୋ ପୋଷ୍ଟ କରିଥାନ୍ତି ସେହିଥିରୁ ସେମାନଙ୍କ ଭିତରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ଆମେ ଜାଣି ପାରୁ ।


୨- ଦ୍ୱିତୀୟ ଯୋଡ଼ି ହେଲା ଟିଭି ଧାରବାହିକ ମଧୁବାଲା ରୁ ଘରେ ଘରେ ପରିଚିତ ଦୃଷ୍ଟି ଧାମୀ । ଦୃଷ୍ଟି ଙ୍କ ର ଭାଉଜ ସୁହାସୀ ମଧ୍ୟ ଏକ ପରିଚିତ ଟିଭି ଅଭିନେତ୍ରୀ । ଏମାନଙ୍କ ମଧ୍ୟରେ ବହୁତ ଭଲ ଏକତା ଅଛି ଦୁଇ ଜଣ ଦୁଇ ଜଣ ଙ୍କୁ ଖୁବ ପସନ୍ଦ ଓ ଭଲ ପାଇଁ ଥାଆନ୍ତି । ସେମାନେ ପ୍ରାୟ ନିଜ ଫୋଟୋ ସେୟାର କରିଥାନ୍ତି ଏବଂ ଏକାଠି ବୁଲା ବୁଲି ମଧ୍ୟ କରିବାରେ ନଜର ଆସିଛନ୍ତି ।


୩- ତୃତୀୟ ଯୋଡ଼ି ହେଉଛି ଟିଭି ଧାରବାହିକ ସସୁରାଲ ସିମର କା ର ପରିଚିତ ଓ ଲୋକ ପ୍ରିୟ ବୋହୂ ଦୀପିକା କକଡ଼ । ସେ ତାଙ୍କ ସହ ଅଭିନେତା ସୋହେବ ଙ୍କ ସହ ବିବାହ କରିଛନ୍ତି । ଦୀପିକା ନିଜର ନଣନ୍ଦ ସବା ଙ୍କ ସହ ନିଜ ଭଉଣୀ ଭଳି ରହୁଛନ୍ତି । ସେମାନେ ଦୁଇ ଜଣ ନିଜର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ସେୟାର କରିବାର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ବହୁତ ଖୁସି ମଧ୍ୟ ନଜର ଆସିଥାନ୍ତି । ଏବଂ ବହୁତ ଇଣ୍ଟରଭିଉ ରେ ଦୀପିକା ନିଜ ନଣନ୍ଦ ଙ୍କ ବିଷୟରେ ଚର୍ଚ୍ଚା ମଧ୍ୟ କରିଥାନ୍ତି ।


୪- ଚତୁର୍ଥ ଯୋଡି ହେଲା ଚଳିତ ଧାରବାହିକ ନାଗୀନ ରେ ବିଷ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଅନିତା । ଅନିତା ଏକ ପ୍ରସିଦ୍ଧ ବ୍ୟବସାୟୀ ରୋହିତ ରେଡ୍ଡୀ ଙ୍କୁ ବିବାହ କରିଥିଲେ । ରୋହିତଙ୍କ ଧରମ ଭଉଣୀ ଭିରୁସ୍କା ଙ୍କ ସହ ଖୁବ ଭଲ ସଂପର୍କ ରହିଅଛି । ସେମାନେ ଦୁଇ ଜଣ ବହୁତ ଭଲ ବନ୍ଧୁ ମଧ୍ୟ । ଏବଂ ସୋସିଆଲ ମିଡ଼ିଆ ରେ ଫୋଟୋ ପୋଷ୍ଟ ମଧ୍ୟ କରିଥାନ୍ତି ।


୫- ପଞ୍ଚମ ଯୋଡ଼ି ହେଲା ଲୋକପ୍ରିୟ ଅଭିନେତ୍ରୀ ସରଗୁନ ମେହେତା । ସରଗୁନ ନିଜ ଭାଉଜ ଚାରୁ ଙ୍କ ଓ ନିଜ ଭାଇ ପୁଲକିତ ଙ୍କ ସହ ବହୁତ ନିଜର । ସରଗୁନ ଏବଂ ତାଙ୍କ ସ୍ବାମୀ ରବି ହିଁ ତାଙ୍କ ଭାଇ ଙ୍କ ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଭାଉଜ ଓ ନଣନ୍ଦ ଙ୍କ ଯୋଡି କୁ ବହୁତ ଯାଗା ରେ ବିଲିବା ଓ ମଜା କରୁଥିବା ର ଦେଖିବାକୁ ମିଳିଥାଏ । ଦୁଇ ଜଣ ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବହୁତ ଫୋଟୋ ସେୟାର ମଧ୍ୟ କରିଥାନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *