ରୁମରେ ତୁ ଥିଲୁ ମୁଁ ଥିଲି କିସ ଭିଡିଓ କିଏ କଲା ? ତା ଭାଇ ସେ ଭିଡିଓ କରିଛି ଓ ମୋ ଭଉଣୀକୁ ନେଇ ପଳେଇଛି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟନା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ କହିବା ମୁତାବକ-‘ରୁମ ଯେତେବେଳେ ଏହି ଭିଡିଓ ବନା ହେଲା ସେଇଠି ମୁଁ କିଛି ଜାଣି ପାରିଲି ନାହିଁ ।

ତା ପରେ ମୋ ସ୍ଵାମୀ ସେ ଜିନିଷଟା କହିଲେ ଆଉ ମୋ ବାପାଙ୍କୁ ବି ସେ ଦେଖେଇଲେ । କ୍ୟାମେରା କିମ୍ବା ମୋବାଇଲରେ ସେ ଭିଡିଓ ବନା ହେଇଛି । ମୁଁ ମୋ ସାଙ୍ଗ ଘରକୁ ଯାଇଥିଲି ତାର ବାପା-ମା ଥିଲେ । ସେ ପ୍ରଥମେ ମୋତେ ମନା କରିଲା ଯେ, ସେ ଏହି ଭିଡିଓ ବିଷୟରେ କିଛି ବି ଜାଣି ନାହିଁ । ମୁଁ କହିଲି ଠିକ ଅଛି ସେ ରୁମରେ ତ ଡୋର ବନ୍ଦ ଥିଲା ତୁ ତ ଥିଲୁ ମୁଁ ତ ଥିଲି ଆଉ ସେ ଭିଡିଓ ତା ହେଲେ କିଏ ବନେଇଲା ।

ସେ କହିଲା ଏଇଟା ବାପି ନନା ବେନେଇଛି ପ୍ରକାଶ ନାଁ ହେଉଛି ବାପି । ଏଇଟା ତୋ ସ୍ଵାମୀ ଆଉ ବାପି ନନା ପ୍ଲାନିଂ କରି ଏମିତି କରିଛନ୍ତି । ସେ ମୋତେ କିଛି ବି ଟଙ୍କା ଦେଇ ନାହାନ୍ତି । ସେହି ଟଙ୍କା ପାଇଁ ହିଁ ମୋତେ ଯାଜପୁର ନେଇ ଯାଇଥିଲା ସପିଙ୍ଗ କରିବା ପାଇଁ । 5 ହଜାର ଟଙ୍କା ପାଇଁ ସେ ମୋ ଲାଇଫକୁ ବେକାର କରିଦେଲା । ସ୍ଵାମୀ କେତେ ଟଙ୍କା ଦେଇଛନ୍ତି ସେଇଟା ତ ମୁଁ ଜାଣି ନାହିଁ । 

ହେଲେ ଏହି ଭାଇରାଲ ଭିଡିଓ ପଛରେ ମୋ ସ୍ଵାମୀଙ୍କର ହାତ ଅଛି । କାରଣ ଯିଏ ବି ଭିଡିଓ ମୋତେ ଦେଖାଉ ଛନ୍ତି ଆଉ ଭିଡିଓ ବିଷୟରେ କହୁଛନ୍ତି ସେମାନେ କହୁଛନ୍ତି ତୋ ସ୍ଵାମୀ ଦେଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *