Tunguru ପ୍ରେମରେ ପାଗଳିନୀ ହୋଇ ଏମିତି କାମ କରିଦେଲେ ବର୍ଷା…ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ନିକଟରେ ଭୁବନେଶ୍ୱରର ପ୍ରେମ କାହାଣୀ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ । ତେବେ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇ ଥିଲା । ଏହି ଘଟଣା ବାହାରକୁ ଆସିବା ପରେ ଏହା ଉପରେ ଅନେକ ଲୋକ ଅନେକ କଥା କହି ଥିଲେ । ଏହା ବ୍ୟତୀତ ଭିନ୍ନ ଭିନ୍ନ ଲୋକ ଏହା ଉପରେ ଭିନ୍ନ ଭିନ୍ନ କଥା ମଧ୍ୟ କହି ଥିଲେ । ତେବେ ଏହି ଘଟଣା ଉପରେ ସଙ୍ଗେ ସଙ୍ଗେ ଗୀତ ମଧ୍ୟ ବାହାରି ଯାଇ ଥିଲା ।

ଯାହା ଅନେକ ଭାବରେ ଚର୍ଚ୍ଚିତ ହୋଇ ଯାଇ ଥିଲା । ତେବେ ଏହି ଘଟଣା ଉପରେ ସେ ନିଜର ମତ ରଖି ଥିଲେ । ତେବେ ଏହି ଘଟଣାରେ ଟୁଙ୍ଗୁରୁ ଭୋଳ କହି ଥିଲେ କି ସେ ବର୍ତ୍ତମାନ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇଛନ୍ତି । ତାଙ୍କୁ ଓଡ଼ିଶାରେ ସମସ୍ତେ ଭଲ ଭାବରେ ଜାଣି ସାରିଲେଣି ଯାହା ଫଳରେ ସେ ବହୁତ ଅଧିକ ପ୍ରସିଦ୍ଧ ମଧ୍ୟ ହୋଇ ଯାଇଛନ୍ତି ।

ତେବେ ଏହି ଘଟଣାରେ ତାଙ୍କୁ ଅନେକ ଲୋକ ଅନେକ ପ୍ରଶଂସା ମଧ୍ୟ କରି ଥିଲେ । ତେବେ ଏହି ଘଟଣାରେ ବର୍ତ୍ତମାନ ତାଙ୍କ ନାମରେ ଗୀତ ବାହାରିବା ପରେ ସେ ବହୁତ ପପୁଲାର ହୋଇ ଯାଇଛନ୍ତି ବୋଲି କହି ଥିଲେ । ତେବେ ତେବେ ଏହାକୁ ନେଇ ମଧ୍ୟ ସେ ଖୁସି ଥିବା ଜଣା ପଡି ଥିଲା । ଏହା ବ୍ୟତୀତ ସେ କହି ଥିଲେ କି ଏହି ଘଟଣାରେ ତାଙ୍କୁ ଅନେକ ଲୋକ ବର୍ତ୍ତମାନ ତାଙ୍କ ପାଖକୁ ଆସିବା ସହିତ ତାଙ୍କ ସହିତ ଫଟୋ ମଧ୍ୟ ଉଠାଉଛନ୍ତି ।

ତେବେ ସେ ଏହାକୁ ନେଇ ଖୁସି ଥିବା ଦେଖିବାକୁ ମିଳି ଥିଲା । ତେବେ ତାଙ୍କର କହିବା ଅନୁସାରେ ତାଙ୍କର ପରିବାର ଲୋକ ଏହାକୁ ନେଇ ମଧ୍ୟ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି । ଏହି ସବୁ ବିଷୟ ରେ ଟୁଁଗୁରୁ ଭୋଳ କୁ ପଚାରିବାରୁ ସେ ସିଧା ମୋନା କରିଛନ୍ତି ଯାହା ସେ ତାଙ୍କୁ ବାହା ହେବେ ବୋଲି ସେ ମନ ମଧ୍ୟ କରିଥିଲେ । କିନ୍ତୁ ସେ ଜବର ଦସ୍ତ ତାଙ୍କୁ ବାହା ହେବେ ବୋଲି ବର୍ଷା ଜିଦି ରଖିଛନ୍ତି ।

ଟୁଁଗୁରୁ କହୁଛି ମୋର କଁ କିଛି ନାହିଁ କି ମୁ ମୋ ଇଛା ରେ ବାହା ହେଇଯିବି ମୋ ବାପା ମାଆ ଅଛନ୍ତି ସେମାନେ ଯାହା କହିବେ ସେଇଆ ହବ । ସେ ତା ମନ ଇଛା ରେ ମୋତେ ବାହା ହବ ବୋଲି କହୁଛି ଏଥିରେ ମୁଁ ମୋନା କରିବା ଛାଡ ମୋ ପାଖ ରେ ଆଉ କିଛି ବି ଉପାୟ ନାହିଁ ତେଣୁ ମୁ ତାକୁ ବାରବାର କହୁଛି ମୋତେ ଭୁଲି ଯା ତୋର ପିଲା ଛୁଆ ଅଛି ସ୍ୱାମୀ ବି ଅଛି ତୁ ତାଙ୍କ ପାଖ କୁ ପଳା ମୋତେ ଭୁଲି ଯା କିନ୍ତୁ ସେ ଏଇ କଥା ମାନିବ ପାଇଁ ରାଜି ହେଉନାହିଁ ।

ମୁଁ ତାକୁ କୋଟ ବିବାହ କରିବା ପାଇଁ କିଛି ବି କହିନୀ ସେ ମିଛ କହୁଛି । ମୋତେ ପାଇବା ପାଇଁ ତା ମନକୁ ଯେତେ ମିଛ ଆସୁଛି ସେତେ କହୁଛି ମିଛ କିନ୍ତୁ ମୁଁ ତାକୁ ଏମିତି କେବେବି କହିନାହିଁ । ତେବେ ଏହି ଘଟଣା ପରେ ବର୍ତ୍ତମାନ ଆଉ ଏକ ନୂଆ କଥା ସାମ୍ନା କୁ ଆସିଛି । ତେବେ ବର୍ଷା ଏବେ ନିଜ ହାତ କାଟି ଦେଇଛନ୍ତି । ତେବେ ସେ ହସ୍ପିଟାଲରେ ଥିବାର ନଜର ଆସିଥିଲେ । ତେବେ ହାତ କାଟିବାର କାରଣ ପଚାରିବାରୁ ସେ କହିଥିଲେ କି ମୁ ଟୁଙ୍ଗୁରୁ ପ୍ରେମ ରେ ପାଗଳ ହୋଇ ଏପରି କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *