‘ମୋ ପ୍ରେମ ପାଇଁ ବର୍ଷା ମରିଯିବ, ସେଥି ପାଇଁ ତା ସହ କଥା ହେଉଥିଲି ଜାଣିନଥିଲି ସେ …’ ବର୍ଷା Tunguru ଙ୍କୁ ଦେଉଛନ୍ତି ଧମକ, ଦେଖନ୍ତୁ କଣ କହିଲେ ଟୁଙ୍ଗୁରୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏବେ ଏହି ଦୁଇ ପ୍ରେମିଯୁଗଳଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଉଭୟଙ୍କ ଅପୂର୍ବ ପ୍ରେମ କାହାଣୀ ବିଷୟରେ ଯିଏ ବି ଜାନୁଛି ସିଏ ମୁଣ୍ଡରେ ହାତ ଦେଉଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ପ୍ରେମ କାହାଣୀରେ ଆଉ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । କେତେବେଳେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ତ କେତେବେଳେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ।

ତେବେ ଥାନାରେ ଆପଶ ସମାଧାନ ହେବା ପରେ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ମା ଭଳି ବୋଲି କହିଥିଲେ । ହେଲେ ଗତ କାଲି ଟୁଙ୍ଗୁରୁ ବର୍ଷାଙ୍କୁ ସକାଳେ ଫୋନ କରି ସ୍ଵାମୀ ଭଳି ବ୍ୟବହାର କରିଥିଲେ ଓ ବର୍ଷାଙ୍କୁ ବାହା ହେବା କଥା କହିଥିଲେ । ଏବେ ଟୁଙ୍ଗୁରୁ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ଟୁଙ୍ଗୁରୁଙ୍କ କହିବା ମୁତାବକ-‘ସେ ତାର ହାତ କାଟି ମୋ ପାଖକୁ ଫଟୋ ସେନ୍ଡ କରିଲା ସେତେବେଳେ ମୁଁ ଭୟବିତ ହୋଇ ଗଲି ।

ଡରିବା ପରେ ସେ ଝିଅ କେମିତି ବଞ୍ଚି ଯିବ ମୁଁ ସେଥିପାଇଁ ତାକୁ କଲ୍ କରି ଏ ସବୁ କଥା କହିଲି । କାରଣ ଥାନାରେ ଯେତେବେଳେ ଏହି ମାମଲା ଚାଲି ଥିଲା ପୋଲିସ ବାବୁ ବି ମୋତେ କହିଥିଲେ ତୁ ମଝିରେ ମଝିରେ ତା ସହ କଥା ହେବୁ ।

ଏହା ସହ ସେ ମରିଗଲେ ମୁଁ ଫସି ଯିବି ବୋଲି ତା ସହ କଥା ହେଉଥିଲି । ସେ ମିଡିଆ ଡକାଇ ରେକର୍ଡିଙ୍ଗ ଶୁଣାଉଛି ମୁଁ କଣ ଜାଣି ପାରିବି କି । ସେ ଖାଲି ମୋତେ ବ୍ଲାକମେଲ କରୁଛି । ସେ କହୁଛି ହାତ କାଟି ଦେବି, ଖାଇବି ନି ମରି ଯିବି ତମକୁ ଫସେଇ ଦେବି କହି ମୋତେ ଡରେଇଲା । ସେ ମୋତେ ଏମିତି ଡରେଇବା ପରେ ବାରମ୍ବାର କଲ୍ କରିଲା ।

ତା ପରେ ମୁଁ ତାକୁ କଲ୍ କରିଲି ମୁଁ ଆଉ ଜାଣିନି ସେ ମିଡିଆ ପାଖରେ ଅଛି ବୋଲି । ଏଥର ସେ ମରୁ କି ବଞ୍ଚୁ ଯାହା କରୁଛି କରୁ ତାର ମୋର ରିଲେସନ ଆଉ ନାହିଁ । ତାର ମୋବାଇଲ ମୁଁ ଭାଙ୍ଗି ଦେଉଛି ସିମ ବି ଭାଙ୍ଗି ଦେଉଛି ତାର ମୋର ଆଉ ସମ୍ପର୍କ ନାହିଁ ସେ ଯାହା କରୁଛି କରୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *