Tunguru ଙ୍କ ବିରୁଦ୍ଧରେ ବର୍ଷା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ‘ମୋର ସବୁ ଯାକ ଖରାପ ଭିଡିଓ ଟୁଙ୍ଗୁରୁ ତାର ମୋବାଇଲେରେ ରଖିଛି…ଅନ୍ୟ ମାନଙ୍କୁ ଦେଖାଇଥାନ୍ତା, ମୁଁ ତାକୁ…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏବେ ଏହି ଦୁଇ ପ୍ରେମିଯୁଗଳଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଉଭୟଙ୍କ ଅପୂର୍ବ ପ୍ରେମ କାହାଣୀ ବିଷୟରେ ଯିଏ ବି ଜାନୁଛି ସିଏ ମୁଣ୍ଡରେ ହାତ ଦେଉଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ପ୍ରେମ କାହାଣୀରେ ଆଉ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । କେତେବେଳେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି

ତ କେତେବେଳେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି । ତେବେ ଥାନାରେ ଆପଶ ସମାଧାନ ହେବା ପରେ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ମା ଭଳି ବୋଲି କହିଥିଲେ । ହେଲେ ଗତ କାଲି ଟୁଙ୍ଗୁରୁ ବର୍ଷାଙ୍କୁ ସକାଳେ ଫୋନ କରି ସ୍ଵାମୀ ଭଳି ବ୍ୟବହାର କରିଥିଲେ ଓ ବର୍ଷାଙ୍କୁ ବାହା ହେବା କଥା କହିଥିଲେ ।

ଏବେ ବର୍ଷା ଏକ ଅଡିଓ କଲ୍ ମାଧ୍ୟମରେ ଗଣମାଧ୍ୟମକୁ ନିଜର ବୟାନ ଦେଇଛନ୍ତି । ବର୍ଷା ଏବେ ଯେଉଁ ବୟାନ ଦେଇଛନ୍ତି ତା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବର୍ଷା ମିଡିଆକୁ କହିଛନ୍ତି-‘ସେ ଯେଉଁ କହୁଛନ୍ତି ମୁଁ ଜବରଦସ୍ତି ଫଟୋ ଉଠାଇଛି ତାହା ସଂପୂର୍ଣ୍ଣ ମିଛ ।

ମୋର ଖରାପ ଭିଡିଓ ସବୁ ଟୁଙ୍ଗୁରୁ ତାଙ୍କ ମୋବାଇଲରେ ରଖିଛନ୍ତି । ସେ ଗୋଟେ ଆପ୍ ରେ ଲକ୍ କରି ରଖିଛନ୍ତି । ତେଣୁ ମୁଁ ତାଙ୍କ ଫୋନ ଭାଙ୍ଗି ଦିଏ । ମୁଁ କାହିଁକି ମୋବାଇଲ ଭାଙ୍ଗେ ସେ କଥା କେହି ମୋତେ ପଚାରି ନାହାନ୍ତି । ମୋବାଇଲ ମୁଁ ଭାଙ୍ଗେ କାରଣ ସେ ମୋର ଖରାପ ଭିଡିଓ ସବୁ ତାଙ୍କ ମୋବାଇଲରେ ଏକ ଆପ୍ ରେ ଲକ୍ କରି ରଖନ୍ତି । ମୁଁ ଯେତେବେଳେ ଜାଣିଲି ସେ ମୋ ଖରାପ ଭିଡିଓ ଏମିତି ରଖିଛନ୍ତି ତେଣୁ ମୁଁ ତାଙ୍କ ମୋବାଇଲ ଭାଙ୍ଗି ଦେଲି ।

ସେ ଅନ୍ୟକୁ ମୋ ଖରାପ ଭିଡିଓ ଦେଖାଇବା ପାଇଁ ଆପ୍ ରେ ରଖିଥିଲେ । ମୁଁ ଟୁଙ୍ଗୁରୁ ଭୋଳକୁ ଷ୍ଟାର କରିଛି ତାଙ୍କ ବାପା ମା ତାଙ୍କୁ ଷ୍ଟାର କରି ନାହାନ୍ତି । କାରଣ ମୁଁ ମିଡିଆ ଆଗକୁ ଯାଇ ସବୁ ଓଗାଳି ଥିଲି ହେଲେ ସେ ମୋ ନାଁରେ ମିଛ କଥା କହି ଷ୍ଟାର ହେଇଛି । ଯଦି ମୁଁ ଏତେ ହାଇଲାଇଟ କରି ନଥାନ୍ତି ତା ହେଲେ ଷ୍ଟାର କେମିତି ହେଇଥାନ୍ତେ ସେ ହାଜତ ଜେଲ ଭିତରକୁ ଯାଇଥାନ୍ତେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *