‘ଟୁଙ୍ଗୁରୁ ମୋର…ହେବି ମୁଁ ବାହା…’ ମାର୍କେଟ ଘାଣ୍ଟିଲା Ankita ଙ୍କ ନୂଆ ଭାଇରାଲ song, ଦେଖିଲେ ହସି ହସି ଗଡିବେ…ଦେଖନ୍ତୁ Video

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।

ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କୁ ନେଇ ଆଉ ଏକ ଆଲବମ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଏହି ଆଲବମ ଗୀତଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ଗାଁରୁ ସହର ସହରରୁ ଗଳି ସମସ୍ତ ସ୍ଥାନରେ ଏହି ଗୀତ ବାଜୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟୁଙ୍ଗୁରୁ ଆଉ ବର୍ଷାଙ୍କୁ ନେଇ ହୋଇଥିବା ଏହି ଆଲବମ ଗୀତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଆଲବମ ଗୀତ ବିଷୟରେ ।

ଭାଇରାଲ ହେଉଥିବା ଗୀତଟିର ନାମ ହେଉଛି ‘ଟୁଙ୍ଗୁରୁ ମୋର’ । ଏହି ଗୀତଟି ୟୁଟ୍ୟୁବ ଚ୍ୟାନେଲ SG MEDIAରେ ଲଞ୍ଚ କରାଯାଇଛି । ଏହି ଗୀତଟି ଶୁଣିବା ପାଇଁ ଯେତେ ମଜା ଲାଗୁଛି ଘଟଣା ସମ୍ପର୍କରେ ଭାବିଲେ ସେତିକି ହସ ଲାଗୁଛି । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି ସବୁ ଅନେକ ଲଜ୍ୟା ଜନକ ଘଟଣା ଘଟୁଛି ତାହା ବି ଆଉ କେଉଁଠି ନୁହେଁ ଆମ ରାଜ୍ୟ ଓଡିଶାରେ । ଜଣେ ମହିଳା ନିଜ ଠାରୁ 20 ବର୍ଷ କମ ବୟସର ଯୁବକଙ୍କ ସହ ସମ୍ପର୍କ ରଖିବା ଭୁଲ ଅଟେ ।

ଏହା ସହିତ ସେହି ମହିଳା ନିଜ ସ୍ଵାମୀ ଓ ଦୁଇ ପୁଅଙ୍କୁ ଛାଡି ମିଡିଆ ସାମ୍ନାରେ କେମିତି କହିପାରିଲା ଯେ ସେ ଟୁଙ୍ଗୁରୁ ଭୋଳକୁ ବାହା ହେବେ । ଏଭଳି ଲଜ୍ୟା ଜନକ ଘଟଣା ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ହେଲେ ଏବେ ବର୍ଷା ଭାଉଜ ଟୁଙ୍ଗୁରୁକୁ ଭାଇ କରିଛନ୍ତି ଆଉ କହିଛନ୍ତି ସ୍ଵାମୀ ରୂପେ ନ ପାଇଲେ ନାହିଁ ଭାଇ ହେଇ ତ ସେ ମୋ ସହ ରହିବ । ତା ହେଲେ ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ଏହି ନୂଆ ଆଲବମ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *