Tunguru ଫିଲ୍ମକୁ ଦେଖି କାନ୍ଦିଲେ ବର୍ଷା, ମୋର ଇଜତ ଗଲା ଟୁଙ୍ଗୁରୁ ହିରୋ ହେଲା…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସେପଟେ ବର୍ଷା ଦେଲେ ଟୁଙ୍ଗୁରୁ ଙ୍କ ନାଁ ରେ କେସ । ଏପଟେ ଟୁଙ୍ଗୁରୁ ହୋଇଗଲେ ହିରୋ । ଟୁଙ୍ଗୁରୁ ଙ୍କୁ ବର୍ତ୍ତମାନ ମିଳିଛି ଫିଲ୍ମ ରେ ହିରୋ ଭୂମିକା ରେ କାମ କରିବାର ଅଫର । ଟୁଙ୍ଗୁରୁ ଏବେ ବହୁତ ଖୁସି । ଯେଉଁ ଚର୍ଚ୍ଚା ହେଲା ଓଡ଼ିଶା ସାରା ସେହି ଚର୍ଚ୍ଚା ରୁ ହିଁ ତାଙ୍କୁ ଏବେ ହିରୋ ହେବାର ଅଫର ମିଳିଛି । ଟୁଙ୍ଗୁରୁ କୁଆଡେ ବାହାରକୁ ଗଲେ ଅଥବା କେଉଁ ଅନ୍ୟ ସ୍ଥାନ କୁ ଗଲେ ମଧ୍ୟ ତାଙ୍କୁ ଲୋକମାନେ ଛାଡୁ ନାହାନ୍ତି ।

ଲୋକମାନେ ତାଙ୍କ ସହିତ ସେଲ୍ଫି ନେଉଛନ୍ତି । ଯେମିତିକି ଜଣେ ମସିହା ପାଲଟି ଯାଇଛନ୍ତି ଟୁଙ୍ଗୁରୁ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଟୁଙ୍ଗୁରୁ କୁ ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ଠାରୁ ବହୁତ ଅଧିକ ବୟସ ର ମହିଳା ବର୍ଷା ଙ୍କୁ ସେ ପ୍ରେମ କରୁଥିଲେ । ଯେଉଁ ବାବଦ ରେ ମହିଳା ଜଣକ ତାଙ୍କ ପାଇଁ ଅଭିଯୋଗ ଆଣିଥିଲେ ।

ଏହିଭଳି ଭାବରେ ପ୍ରେମ କୁ ସେ ଶେଷରେ ଥାନା ରେ ଗ୍ରହଣ କରି ନଥିଲେ । ଟୁଙ୍ଗୁରୁ ସିଧାସଳଖ ମନା କରି ଦେଇଥିଲେ ଯେ, ସେ ବର୍ଷା ଙ୍କୁ ପ୍ରେମ କରୁ ନାହାନ୍ତି ଏବଂ ଅନ୍ୟ କେଉଁ ମହିଳା ଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କ ସହିତ କୋର୍ଟ ମ୍ୟାରେଜ କରି ଦେଇଛନ୍ତି । ଯାହାକୁ ନେଇ ବର୍ଷା ଫୁଲମାଳ, ଗୋଲାପ ଓ ହାତରେ ଚୁଡ଼ି ଧରି ପହଞ୍ଚି ଯାଇଥିଲେ ଥାନା ରେ । ତାଙ୍କର କେବଳ ଜିଦ୍ଧ ଥିଲା ଯେ, ସେ ଟୁଙ୍ଗୁରୁ କୁ ବିବାହ କରିବେ ।

କିନ୍ତୁ ତାହା ସମ୍ଭବ ହେଲା ନାହିଁ । ଦୁହିଁ ଙ୍କ ଭିତରେ ପ୍ରଥମେ କଥା କଟାକଟି ହେଲା । ଏହାପରେ ସମାଧାନ ହେଲା ଯେ, ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହିବେ । କିନ୍ତୁ କେବେ କେମିତି ଟୁଙ୍ଗୁରୁ ତାଙ୍କୁ କଲ କରିବେ । ବର୍ତ୍ତମାନ ଏହି କଥା ପୁଣି ଏକ ଭିନ୍ନ ମୋଡ଼ ନେଇଛି । ତାହା ହେଉଛି ଯେ, ବର୍ଷା ଏବେ କୁଆଡ଼େ ବହୁତ ସିରିୟସ ହୋଇଯାଇଛନ୍ତି । ତାଙ୍କର ମାନ ଓ ଇଜ୍ଜତ ଚାଲି ଯାଇଛି ଏବଂ ସେ ଲୋକଲଜ୍ଜ୍ୟା ର ଶିକାର ହେଉଛନ୍ତି ।

କିନ୍ତୁ ଅନ୍ୟ ପକ୍ଷରେ ଟୁଙ୍ଗୁରୁ ହିରୋ ହୋଇ ଯାଇଛନ୍ତି । ସମସ୍ତଙ୍କ ନଜର ରେ ଓ ସମସ୍ତଙ୍କ ମୁହଁ ରେ କେବଳ ଟୁଙ୍ଗୁରୁ ଭୋଳ । ତେବେ ଟୁଙ୍ଗୁରୁ କୁ ଏବେ ମିଳିଛି ଗିଲ ଅଫର । ଟୁଙ୍ଗୁରୁ କରୁଛନ୍ତି ଫିଲ୍ମ ର ସୁଟିଂ । ସେପଟେ ବର୍ଷା କାନ୍ଦୁଛନ୍ତି । ଏଭଳି କି ସୂଚନା ମିଳିଛି ଯେ, ବର୍ଷା ନିଜର ହାତ କାଟି ଦେଇଛନ୍ତି ଟୁଙ୍ଗୁରୁ ପାଇଁ । ଏବେ କୁଆଡେ ଶେଷରେ ରାଜି ହୋଇଛନ୍ତି ଟୁଙ୍ଗୁରୁ ବର୍ଷା ଙ୍କୁ ବିବାହ କରିବା ପାଇଁ ।

ତେବେ ଏହି କଥା ହୁଏତ ଆଗକୁ ଯାଇ ଜଣା ପଡ଼ିପାରେ ଯେ, ବର୍ଷା ସତରେ ଟୁଙ୍ଗୁରୁ ର ହାତ ଧରୁଛନ୍ତି ଅଥବା ଟୁଙ୍ଗୁରୁ ନିଜ ଆଡୁ ବର୍ଷା ଙ୍କ ହାତ ଧରୁଛନ୍ତି । ଦୁହେଁ ସତରେ ବିବାହ କରୁଛନ୍ତି ଅଥବା ନୁହେଁ ତାହା ଦେଖିବାର ବିଷୟ ଅଟେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *