‘ସେ ଟୁଙ୍ଗୁରୁ ପାଇଁ ଆମେ ସବୁ ଅଟୋବାଲା ଏବେ ବଦନାମ୍, ମତେ ଝିଅ ବୋହୁ ମାନେ…’ Tunguru ଭାଇରାଲ ସମସ୍ୟାରେ ଅଟୋ ଚାଳକ, କଣ କହୁଛନ୍ତି ଏହି ଅଟୋ ଚାଳକ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ ବିଷୟରେ ନିଶ୍ଚିତ ଅବଗତ ଥିବେ । ତେବେ ଘଟଣା ଟି କିଛି ଏପରି କି ଭୁବନେଶ୍ୱର ଅଞ୍ଚଳରେ ଜଣେ ମହିଳା ଅଭିଯୋଗ ଆଣି ଥିଲେ କି ଜଣେ ବ୍ୟକ୍ତି ତାଙ୍କ ସହିତ ସମ୍ପର୍କ ରଖିବା ପରେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ତେବେ ସେ ଏହି ଅଭିଯୋଗ ଆଣିବା ପରେ ଏହି ଘଟଣା ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇ ଥିଲା । ଏହା ଉପରେ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇ ଥିଲେ ।

ତେବେ ଏହି ଘଟଣା ଉପରେ ସେ ବର୍ତ୍ତମାନ ପୁଣି ନିଜର ମତ ରଖିଛନ୍ତି । ତେବେ ଆମେ ବର୍ତ୍ତମାନ ସେ କଣ କହିଥିଲେ ସେହି ସମ୍ପର୍କରେ ଆଲୋଚନା କରିବା । ତେବେ ସେ କହି ଥିଲେ କି ସେ ସେହି ବ୍ୟକ୍ତିଙ୍କୁ ବହୁତ ଭଲ ପାଇ ଥାଆନ୍ତି । ଏହା ବ୍ୟତୀତ ସେ ତାଙ୍କୁ ଥରେ ନିଜର ଶରୀର ଅସୁସ୍ଥ ଥିବା କାରଣରୁ ଡାକି ଥିଲେ । ଏହା ବ୍ୟତୀତ ତାଙ୍କ ସହିତ ସେ ଚିକିତ୍ସାଳୟ ଯାଇ ଥିଲେ ।

ଏହା ପର ଠାରୁ ସେମାନେ ପରସ୍ପରକୁ ଜାଣି ଥିଲେ । ତେବେ ସେ କହିଥିଲେ କି ସେ ଅଟୋ ଚଳାଇ ଥାନ୍ତି ଏହା ପରେ ମଧ୍ୟ ସେ ତାଙ୍କୁ ବିବାହ କରିବେ ବୋଲି କହି ଥିଲେ । ତେବେ ସେ କହିଥିଲେ କି ତାଙ୍କର ଦୁଇଟି ସନ୍ତାନ ଥିବା ପରେ ଓ ତାଙ୍କର ବିବାହ ହୋଇ ଥିବା କଥା ଜାଣିବା ପରେ ମଧ୍ୟ ସେ ତାଙ୍କୁ ବିବାହ କରିବେ ବୋଲି କହି ଥିଲେ । ଏହା ବ୍ୟତୀତ ତାଙ୍କୁ ବିବାହ କରିବା ପାଇଁ ସେ କିଛି ମଧ୍ୟ କରିବେ ବୋଲି କହିଛନ୍ତି ।

ସେ କହିଥିଲେ କି ସେ ବିବାହ କରିବା ପାଇଁ ସମସ୍ତ ଯୋଜନା ଶେଷ କରି ସାରି ଥିଲେ । ଏହା ପରେ ମଧ୍ୟ ତାଙ୍କର ପରିବାର ଲୋକ ଆସି ତାଙ୍କୁ ନେଇ ଚାଲି ଯାଇ ଥିଲେ । ସେ ବର୍ତ୍ତମାନ ଜିଦ ଧରି ରହିଛନ୍ତି କି ସେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ବିବାହ କରିବେ । ଏହା ବ୍ୟତୀତ ତାଙ୍କୁ ବିବାହ ନ କରିବା ଯାଏ ସେ ଚୁପ ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କୁ ବିବାହ କରିବା ପାଇଁ ସେ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି କହି ଥିଲେ ।

ଏହା ବ୍ୟତୀତ ସେ ତାଙ୍କୁ ବହୁତ ଭଲ ପାଇ ଥାଆନ୍ତି ତେବେ ସେ ତାଙ୍କୁ କେବେ ମଧ୍ୟ ଛାଡ଼ି ରହି ପାରିବେ ନାହିଁ ବୋଲି ସେ କହି ଥିଲେ । ତେବେ ସେ ତାଙ୍କୁ ବିବାହ କରିବା ପାଇଁ ଥାନାରେ ସେହିପରି ଭାବରେ ବସି ରହିଛନ୍ତି । ତେବେ ସେ ବିବାହ ନ କରିବା ଯାଏ ଥାନା ଛାଡ଼ି କେଉଁଆଡେ ମଧ୍ୟ ଯିବେ ନାହିଁ ବୋଲି କହି ଦେଇଛନ୍ତି ତେବେ ସେ ପୁଅ ମଧ୍ୟ ତାଙ୍କୁ ଭଲ ପାଇ ଥାଆନ୍ତି ଓ ସେ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ରାଜି ହୋଇ ଥିଲେ ବୋଲି ସେ କହି ଥିଲେ ।

ତେବେ ବର୍ତ୍ତମାନ ସାରା ଓଡ଼ିଶାରେ ଏହି ଦୁଇ ଜଣ ଖୁବ ଚର୍ଚ୍ଚା ରେ ରହିଛନ୍ତି । ତେବେ ମିୟୁଜିକ ପ୍ରଦ୍ୟୁସର ମାନେ ଅଟୋ କୁ ନେଇ ଏହି ଦୁଇଜଣ ଙ୍କୁ ନେଇ ମଧ୍ୟ ଗୀତ ବନେଇ ଦେଉଛନ୍ତି । ତେବେ ଏହା ଉପରେ ବର୍ତ୍ତମାନ ଜଣେ ଅଟୋ ଡ୍ରାଇଭର ନିଜର ମତ ରଖିଛନ୍ତି । ତେବେ ସେ କହୁଛନ୍ତି କି ଜଣଙ୍କ ଯୋଗୁଁ ବର୍ତ୍ତମାନ ସବୁ ଅଟୋବାଲା ବଦନାମ ହେଉଛନ୍ତି ।

ତେବେ ବର୍ତ୍ତମାନ ଆମର ଗ୍ରାହକ ମଧ୍ୟ କମିଯିବ । ମାଆ ଭଉଣୀ ମାନେ ଆମ ଉପରେ ଆଉ ବିଶ୍ୱାସ କରିବେ ନାହିଁ । ତେବେ ଏହି ଯେଉଁ ସବୁ ଗୀତ ବନା ଯାଉଛି ତାହା ମଧ୍ୟ ବନ୍ଦ ହେବା ଆବଶ୍ୟକ ଏବଂ ଦୋଷୀ କୁ ଦଣ୍ଡ ମିଳିବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *