‘ଦୀପାଳି ତୁମ ବାପା ଚାଲିଗଲେ, ତୁମେ ଦୁଃଖରେ ରହିବା କଥା, ତୁମେ ଇଆଡୁ ସିଆଡୁ କଣ ଗପୁଛ, ତୁମେ କି ଝିଅ ହୋ, ତୁମ ମନରେ…’: Sura Routray

ଦର୍ଶକ ବନ୍ଧୁ ଗତ କାଲି ନବ ଦାସଙ୍କ ଝିଅ ଦୀପାଳି ସାହୁ ଏକ ପ୍ରେସ କନଫ୍ରେନ୍ସ ରଖିଥିଲେ । ଏହି ସାକ୍ଷାତ୍କାରରେ ଦୀପାଳି ସାରା ଓଡିଶାବାସୀଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁକୁ ରାଜନୀତିର ରଙ୍ଗ ନ ଦେବା ପାଇଁ ଅନୁରୋଧ କରିଥିଲେ । ଏହା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାପା ବୋଲି କହି ସମ୍ମାନ ଦେଇଥିଲେ । ନବ ଯିବା ପରେ ଏବେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି ।

ଆଉ ବିଜେଡି ଦୀପାଳିକୁ ଟିକେଟ ଦେବାର ବହୁ ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ରାଉତରାୟ ଗଣମାଧ୍ୟମ ଆଗରେ କହିଛନ୍ତି-‘ଏ ନବୀନ ପଟ୍ଟନାୟକର କଥାକୁ ଆମେ ଅପେକ୍ଷା କରିଛୁ ତା ଆଶା ଆଉ ତା ନୀତିକୁ ଆମେ ଅପେକ୍ଷା କରିଛୁ । କଂଗ୍ରେସ ତା ଷ୍ଟାଣ୍ଡରେ ଅଛି । ଗୋଟେ ଓଡିଶା ଗୋଟେ ସେଟିଂ କ୍ଯାବିନେଟ ମିନିଷ୍ଟର ଜଣେ ଉଚ୍ଚ ଶିକ୍ଷିତ ଲୋକ ଗୋଟେ ବିରାଟ ଶିଲ୍ପପତି ତାଙ୍କୁ ଦିନ ଦୁଇ ପହରେ ମ-ରା ଗଲା ସେ gulee ମିଳୁନି କିଛି ଜଣା ପଡୁନି ।

କେବଳ ସନ୍ଦେହ ସନ୍ଦେହ ଭିତରେ କ୍ର-ଆ ଇ-ମ ବ୍ରାଞ୍ଚ ତାର ବୁଲୁଛି । ତାଙ୍କ ଝିଅ ବେଶି ଗପିବା ଦରକାର ନାହିଁ । ତମ ବାପା ଯାଇଛି ତମେ ଦୁଃଖରେ ରହୁନ ତମେ ଇଆଡୁ ସିଆଡୁ କାହିଁକି ଗପୁଚ । ଆମେ ଚାହୁଁଛୁ ସଠିକ ତଥ୍ୟ କଣ ତମ ବାପାଙ୍କୁ ଜି-ଅ-ନ୍ତା ମା-ରି ଦେଇଛନ୍ତି ତମେ ଚୁପ ହେଇ ରୁହ । ଏ କି କଥା ସବୁ ତମେ ନବ ଦାସଙ୍କ ଝିଅ ତମ ବାପାଙ୍କୁ ଜି-ଅ-ନ୍ତା-ରେ ମା-ରି ଦିଆ ଯାଇଛି ଲୋକଙ୍କ ଆଗରେ ଆମେ କହୁଛୁ ସଠିକ ତଥ୍ୟ ବାହାରୁ ।

ତମେ କହୁଛ ବାହାରନି । ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଥାଇ ପାରେ ହେଲେ ଜନସାଧାରଣଙ୍କର ମୁଖ୍ୟମନ୍ତ୍ରୀ ଉପରେ ଭରସା ନାହିଁ । ରାଜ୍ୟପାଳଙ୍କୁ ବୟକଟ କରା ଗଲା କାହିଁକି କାରଣ କଞ୍ଚା ମିଛ ଗୁଡାକ ସେ ରିପୋର୍ଟରେ ଲେଖା ହେଇଛି ଯାହା ରାଜ୍ୟପାଳ କହୁଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *