ନମସ୍କାର ବନ୍ଧୁଗଣ । ବଲାଙ୍ଗୀର ରେ ଚାଲିଥିଲା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ । ନାଟକ ଥିଲା ଅଧ ରାତିର ସାଥି । ୟୁନିକ ପ୍ରଦୀପ ବେହେରା ଙ୍କ ନିର୍ଦ୍ଦେଶିତ ଯାତ୍ରା ଅଧା ରାତିର ସାଥି ନାଟକ ଆରମ୍ଭ ହେଲା ଆଉ ଦର୍ଶକ ମାନଙ୍କର ଗହଳି ଲାଗିଲା । ପୁରା ପେଣ୍ଡାଲ ହୋଇଗଲା ହାଉସ ଫୁଲ । ହେଲେ ଯାତ୍ରା ଆରମ୍ଭ ର କିଛି ଘଣ୍ଟା ପରେ କିଛି ବୁଝିବା ପୂର୍ବରୁ ପାଣି ବୋତଲ ଫିଙ୍ଗିବା ଆରମ୍ଭ କରିଲେ ଦର୍ଶକ ।
ହେଲେ କାହିଁକି ଏମିତି ହେଲା କାହିଁକି ସବୁ ଦର୍ଶକ ସ୍ଟେଜ ଉପରକୁ ପିଙ୍ଗିଲେ ପାଣି ବୋତଲ । ତେବେ ସୂଚନା ଅନୁଯାୟୀ ସ୍ଟେଜ ଉପରେ ଅଭିନେତା ପିୟୁଷ ଙ୍କ ଦମଦାର ଅଭିନୟ ଦେଖି ଦର୍ଶକ ମାନେ ତାତି ଗଲେ । ଆଉ ସେଥିପାଇଁ ଯାତ୍ରା ପେଣ୍ଡାଲ କୁ ଫୋପାଡିଲେ ପାଣି ବୋତଲ । ତୁଳସୀ ଗଣନାଟ୍ୟ ର ନାଟକ ଅଧା ରାତିର ସାଥି ଯେଉଁଥି ରେ ଅଭିନେତା ପୀୟୂଷ ତିପାଠୀ ନିଜ ମା ଙ୍କୁ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେଉଥିବା ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ।
ଏ ଦ୍ରୁଶ୍ଯ କୁ ଦେଖିବା ପରେ ଦର୍ଶକ ମାନେ ରାଗି ଯାଉଥିଲେ । ଆଉ ଭାବ ବିହ୍ଵଳ ହୋଇ ଯାଇଥିଲେ । ଯାହା ଫଳରେ ପିୟୁଷ ଙ୍କ ନିଖୁଣ ଅଭିନୟ ଦେଖି ସ୍ଟେଜ ଉପରକୁ ଫିଙ୍ଗି ଚାଲିଲେ ପାଣି ବୋତଲ । ପୂର୍ବରୁ ମଧ୍ୟ ଖଣ୍ଡଗିରୀ ରେ ଏଭଳି ପିୟୁଷ ଙ୍କ ଉପରକୁ ଚେୟାର ଫୋପାଡି ଥିଲେ ଦର୍ଶକ । ହେଲେ ବଲାଙ୍ଗୀର ରେ ପିୟୁଷ ଙ୍କର ଏଭଳି ନିଖୁଣ ଅଭିନୟ ଦେଖି ଯାହା ସତ ଲାଗିଥିଲା ଦର୍ଶକ ମାନଙ୍କୁ ।
ସେଥିପାଇଁ ଦର୍ଶକ ମାନେ ଭାବ ବିହ୍ଵଳ ହୋଇ ଉଠି ନିଜକୁ ରୋକୀ ପାରି ନ ଥିଲେ । ଆଉ ପିୟୁଷ ଉପରକୁ ଫିଙ୍ଗି ଚାଲି ଥିଲେ ପନୟ ବୋତଲ । ଏହାରି ମଧ୍ୟରେ ନାଟକ ସେମିତି ଚାଲିଥିଲା ଆଉ ପିୟୁଷ ନିଜର ଅଭିନୟ ଜାରି ରଖିଥିଲେ । ତେଜ ଉପରକୁ ପାଣି ବୋତଲ ଉପରେ ପାଣି ବୋତଲ ଫିଙ୍ଗି ଚାଲିଥିଲେ ଦର୍ଶକ ।
ତାଙ୍କ ଦମଦାର ଅଭିନୟ କୁ ଦର୍ଶକ ମାନେ ପ୍ରଶଂସା କରୁଥିବା ବେଳେ ଆଉ କିଛି ଦର୍ଶକ ଏହାକୁ କଠୋର ନିନ୍ଦା କରିଛନ୍ତି । ସିଟ ରୁ ଉଠି ପଡି କିଛି ଦର୍ଶକ ପିୟୁଷଙ୍କୁ ଗାଳି ଗୁଲଜ କରିଥିଲେ । ତେବେ ଏହା ନାଟକର ଏହ ଦ୍ରୁଶ୍ଯ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରୁ ନ ଥିଲେ ଦର୍ଶକ ମାନେ । ପରେ ଯାତ୍ରା କର୍ମଚାରି ଙ୍କ ବୁଝା ସୁଝା ପରେ ଥମି ଥିଲେ ଦର୍ଶକ ।
ତେବେ ଏଠାରେ କହି ରଖୁଚୁ ପିଶୟୁଷ ଙ୍କ ଅଭିନୟ ଏତେ ନିଖୁଣ ହୋଇଯାଏ ଯେ ଦର୍ଶକ ମାନେ ନିଜକୁ ରୋକୀ ପାରନ୍ତିନି । ତାଙ୍କ ଅଭିନୟ ଯାଦୁ ରେ ସେ ଦର୍ଶକ ଙ୍କୁ ସବୁବେଳେ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।