ମୋତେ କମେଣ୍ଟ ମାରିଲୁ ତୋର ସାହାସ କେମିତି ହେଲା ତୁ ମତେ କଣ ଶସ୍ତା ଭାବିଛୁ ଏମିତି କହି ରାସ୍ତା ମଝିରେ କମେଣ୍ଟ ମା-ରୁ-ଥି-ବା ଯୁବକଙ୍କୁ ବହେ ଛେ-ଚିଲେ । କଲରକୁ ଘୋ-ଷା-ଡ଼ି ଗାଲକୁ ଗାଲକୁ ଠୋ ଠା ଚା-ପୁ-ଡା ମା-ରି-ଲେ । ଡ୍ରେସ ଚି-ରି-ଲେ ବହେ ପିଠିକୁ ପିଠିକୁ ନାଦି ଦେଇ ଗଲେ । ପୋଲିସ ଅଟକାଇଲେ ବି କାହାରି କଥାକୁ ଶୁଣିଲେ ନାହିଁ । ମନ ଶାନ୍ତି ହେବା ପର୍ଯ୍ୟନ୍ତ ମା-ଡ ମା-ରି-ଲେ ।
ଶହ ଶହ ଲୋକଙ୍କ ଆଗରେ କମେଣ୍ଟ ମା-ରୁ-ଥି-ବା ଯୁବକଙ୍କୁ ଏମିତି ମା-ରି-ଥି-ଲେ କେ ଦୀପିକା । ଟିକେ ଭାଇରାଲ ହେଉଥିବା ଏହି ଭିଡିଓକୁ ଭଲ କରି ଦେଖନ୍ତୁ କେ ଦୀପିକା କେମିତି ଶହ ଶହ ଲୋକଙ୍କ ମଧ୍ୟରେ ଏକା ସଂଘର୍ଷ କରୁଛନ୍ତି । ଜଣେ ଯୁବକଙ୍କୁ କେମିତି ଏକା ମା-ଡ ମା-ରୁ-ଛନ୍ତି । ଅଟକାଇଲେ ବି ସେ କାହାର କଥା ଶୁଣୁ ନାହାନ୍ତି । ଏହି ପ୍ରଚଣ୍ଡ ରାଗର କାରଣ ହେଉଛି କେ ଦୀପିକାଙ୍କୁ ଉକ୍ତ ଯୁବକ ଜଣକ କମେଣ୍ଟ ମା-ରି-ଥିଲେ ଯାହା ପରେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଦିନେ ଗଞ୍ଜାମରେ ସ୍ଵାମୀର ଅଧିକାର ପାଇଁ ଲଢେଇ କରି ଚର୍ଚ୍ଚାରେ ଥିବା କେ ଦୀପିକା ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଦୀପିକା କମେଣ୍ଟ ମ-ରା-କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଖବର ମୁତାବିକ ଜଣେ ଯୁବକ ରାସ୍ତା ମଝିରେ ଦୀପିକାଙ୍କୁ କମେଣ୍ଟ ପାସ କରିଥିଲା । ବ୍ରହ୍ମପୁର ଟ୍ରାଫିକ ଥାନା ନିକଟସ୍ଥ ସାହିରେ ଦୀପିକାଙ୍କୁ କମେଣ୍ଟ ମା-ରି-ଥି-ବା ନେଇ ଅଭିଯୋଗ ହେଇଛି ।
କମେଣ୍ଟ ମ-ଆରିବା ପରେ ଦୀର୍ଘ ସମୟ ଧରି ଦୀପିକା ଉକ୍ତ ଯୁବକଙ୍କୁ ତାଙ୍କ ଦୋକାନରେ ରଖିଥିଲେ । ଏହା ପରେ ଅଟକ ଯୁବକ ଜଣଙ୍କୁ ନିଜ ସମର୍ଥକଙ୍କ ଦ୍ଵାରା ଆ-କ୍ର-ମ-ଣ କରିଥିଲେ । ଏହା ପରେ ରାସ୍ତା ଉପରେ ଦୀପିକା ଏବଂ କିଛି ଯୁବକଙ୍କ ମଧ୍ୟରେ ମ-ଆର ପି-ଟ ଆରମ୍ଭ ହୋଇଥିଲା ।
ସେପଟେ ଖବର ପାଇବା ପରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।