ବନ୍ଧୁଗଣ ଆଜି ହେଉଛି ବାବୁସାନଙ୍କର ଜନ୍ମଦିନ ଆଉ ଏହି ଜନ୍ମଦିନରେ ବାବୁସାନଙ୍କ ସକାଳର ଆରମ୍ଭ ତାଙ୍କ ପୁଅ ମୁହଁ ଚାହିଁ ହୋଇଛି । ବାବୁସାନ ସକାଳୁ ଉଠିବା ମାତ୍ରେ ତାଙ୍କ ପୁଅ ସହ ଭିଡିଓ କଲ୍ ମାଧ୍ୟମରେ କଥା ବାର୍ତ୍ତା ହୋଇଥିଲେ । ବାବୁସାନଙ୍କୁ ତାଙ୍କ ପୁଅ ହାପି ବାର୍ଥ ଡେ ୱିସ କରିଥିଲା ଆଉ ବାବୁସାନ ବି ନିଜ ପୁଅକୁ ଥାଙ୍କ ୟୁ କହିଥିଲେ । ଆଜି ବାବୁସାନ ବହୁତ ଅଧିକ ଖୁସି ଅଛନ୍ତି କାରଣ ଧୀରେ ଧୀରେ ତାଙ୍କ ପରିବାରର ଅବସ୍ଥା ସୁଧୁରିବାର ଲାଗିଛି ।
ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆଜି ବାବୁସାନଙ୍କୁ ବାର୍ଥ ଡେ ଗିଫ୍ଟ ଦେଲେ ସ୍ତ୍ରୀ ତୃପ୍ତି ଥାନାରୁ ଉଠେଇ ଦେବେ ମାମଲା ଆଉ ଏହା ପରେ ସବୁ କିଛି ସମଧାନ ହେବ ଆପଶ ବୁଝାବଣା ମାଧ୍ୟମରେ ।
ମୁରବି ମାନେ ମଧ୍ୟ ଆଜି ବସି ଆଲୋଚନା କରୁଛନ୍ତି କାରଣ ଆଜି ହେଉଛନ୍ତି ବାବୁସାନଙ୍କ ବାର୍ଥ ଡେ । ଲିଙ୍ଗରାଜଙ୍କ ଅଭଡା ଖାଇ ଶାନ୍ତ ଓ ସୁସ୍ଥ ମସ୍ତିସ୍କରେ ଆଜି ଏ ସମସ୍ୟାର ସମାଧାନ କରିବା ପାଇଁ ମହାନ୍ତି ପରିବାର ଆଉ ଶତପଥି ପରିବାର ଆଉ ଏହା ପରେ ପରେ ମିଶ୍ର ପରିବାର ସହ ମିଶି ଏସବୁକୁ ରଫାଦଫା କରିବେ । ତେବେ ଆଜି ବାବୁସାନ ଯାଇଥିଲେ ଖାରବେଳ ନଗର ଥାନାକୁ ଆଉ ଯେଉଁଠାରେ ଅଳ୍ପ କିଛି ପ୍ରଶ୍ନ ଉତ୍ତର ପରେ ଚାଲି ଆସିଥିଲେ ।
ଆଉ ସେହି ଠାରୁ ହିଁ ସଂକେତ ମିଳି ଯାଇଥିଲା ଯେ, ଆଜି ତୃପ୍ତି ମାମଲା ପ୍ରତ୍ୟାହାର କରିଦେଇ ପାରନ୍ତି । ତେବେ ଯେଉଁ ନେଇ ତୃପ୍ତିଙ୍କ ତରଫରୁ ଆସିଛି ସଂକେତ । ତୃପ୍ତି ଏହି ମାମଲାକୁ ପ୍ରତ୍ୟାହାର କରିଦେବେ । ଆଉ ଏହା ସହିତ ବାବୁସାନଙ୍କ ପାଇଁ ଆଜିର ଦିନ ହେଉଛି ସବୁଠାରୁ ଭଲ । କାରଣ ଆଜି ତାଙ୍କୁ ମିଳିବ ତାଙ୍କ ସ୍ତ୍ରୀ ଆଉ ତାଙ୍କ ପୁଅ ସହିତ ହସ ଖୁସିର ମୂହୁର୍ତ୍ତ ।
ଆଉ ତା ପରେ ଧୁମଧାମରେ କେକ କାଟିବେ ନିଜ ପରିବାର ସହିତ । ଆଉ ଜନ୍ମଦିନକୁ ପ୍ରକୃତ ଅର୍ଥରେ ଆଜି ପାଳନ କରିବେ । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।