ଟ୍ରେନ ଡ୍ରାଏଭରଙ୍କ ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ ! କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ମଧ୍ୟ ଟ୍ରେନ ଡ୍ରାଇଭରକୁ ଦେଖି ଏହି କଥା ବିଚାର କରୁଥିବେ ଯେ ଟ୍ରେନ ଡ୍ରାଇଭର କେମିତି ହୁଅନ୍ତି ବା ତାଙ୍କ ଦରମା କେତେ ହୋଇଥାଏ ବା ଜୋଇଁଇଙ୍ଗ କେମିତି ହୋଇଥାଏ ରିଟାୟରମେଣ୍ଟ କେମିତି ହୋଇଥାଏ । ରେଲବେ ଡିପାର୍ଟମେଣ୍ଟ ଏହାର ପରୀକ୍ଷା କେମିତି କରିଥାନ୍ତି ଓ ଟ୍ରେନ ଡ୍ରାଇଭରକୁ ଲୋକପାଇଲଟ କୁହା ଯାଏ ତାହା ଆପଣ ମାନେ ସମସ୍ତେ ଜାଣିଥିବେ ।


ତେବେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ପୁରା ବିସ୍ତାର ସହ କହିବାକୁ ଯାଉଛୁ ଯେ ଲୋକପାଇଲଟ ହବା ପାଇଁ ଆପଣଙ୍କୁ କେଉଁ ପରିକୟା ପାସ କରିବାକୁ ହବ ଓ ଲୋକପାଇଲଟ ମାନଙ୍କ ଦରମା କେତେ ତାଙ୍କ ପ୍ରୋମୋସନ କେମିତି ହୋଇଥାଏ ସବୁ କିଛି। ତେବେ ଖବର ଅନୁଯାଇ ପ୍ରତି ୨ରୁ ୩ ବର୍ଷରେ ଥରେ ଲୋକ ପାଇଲଟ ଭେକେଂସୀ ବାହାରିଥାଏ, ତେବେ ଆପଣଙ୍କ ପାଇଁ ସରକାର ଆରଆରବି ଏଏଲପି ନାମକ ଗୋଟେ ପରୀକ୍ଷା କରିଥାଏ ଯାହା ଅନୁଯାଇ ଲୋକପାଇଲଟ ବଛା ଯାଇ ଥାନ୍ତି ।

ତେବେ ଗୋଟେ ଥର ପରୀକ୍ଷାରେ ୨୦ରୁ ୩୦ ହଜାର ଲୋକପାଇଲଟକୁ ମନ ନିଯୁକ୍ତି କରା ଯାଇଥାଏ । ଏହି ପରୀକ୍ଷା ପାସ କଲା ପରେ ଆପଣଙ୍କ ପୋସ୍ଟ ରହିବ ଆସିସଟେଣ୍ଟ ଲୋକପାଇଲଟ ଏହି ପୋସ୍ଟରେ ଆପଣଙ୍କୁ କେବଳ ଲୋକପାଇଲଟ ବା ଡ୍ରାଇଭର ପାଖରେ ବସି ଦେଖା ଶୁଣା କରିବାର ଅଛି ଆପଣଙ୍କୁ ଟ୍ରେନ ଚଳେଇବାର ନାହିଁ, ଏହି ପୋସ୍ଟରେ ଆପଣଙ୍କୁ ୪ରୁ ୫ ବର୍ଷା ରଖା ଯାଏ ଯାହା ପରେ ଆପଣଙ୍କୁ ସିନିୟର ଲୋକପାଇଲଟ ପୋସ୍ଟ ପ୍ରାପ୍ତ ହୋଇଥାଏ।


ତେବେ ସିନିୟର ପୋସ୍ଟରେ ୪ରୁ ୫ ବର୍ଷ ରହିବା ପରେ ଆପଣଙ୍କୁ ଜିନିଷ ବା ମାଲ ଗାଡି ଲୋକପାଇଲଟ କରା ଜୀବ ଯାହା ଅନୁଯାଇ ଆପଣ କେବଳ ମାଲ ନଉଥିବା ଟ୍ରେନ ଚଲେଇ ପାରିବେ ଏହି ପୋସ୍ଟରେ ୪ରୁ ୫ ବର୍ଷ ରହିଲା ପରେ ଆପଣଙ୍କୁ ପ୍ୟାସେନଜର ଗାଡିର ଲୋକପାଇଲଟ ନିଯୁକ୍ତି କରା ଯାଇଥାଏ ।

ତେବେ ଲୋକପାଇଲଟ ହବା ପାଇଁ ଆପଣଙ୍କୁ ପାଖା ପାଖି ୨୦ ବର୍ଷ ଲାଗିଜାଇ ଥାଏ ତେବେ ଆରମ୍ଭରେ ଯେତେ ବେଳେ ସେ ଯଇଁଇଙ୍ଗ କରନ୍ତି ସେତେବେଳେ ତାଙ୍କ ଦରମା ୧୯୦୦୦ ହଜାର ହୋଇଥାଏ ତେବେ ପରେ ଏହା ବଦଳି ଥାଏ ଆପଣଙ୍କ କାମ ଦ୍ଵାରା ଯଦି ଆପଣ ଅଧିକ କାମ କରିବେ ତାହେଲେ ଆପଣଙ୍କୁ ଏକ୍ସଟ୍ରା ମିଳିଥାଏ ନାଇଟ ରେ ଟ୍ରେନ ଚେଲେଇଲେ ଆପଣଙ୍କୁ ଆହୁରି ଟଙ୍କା ମିଳିଥାଏ ତେବେ ବହୁତ କାରଣରୁ ଏହା ବଦଳି ଥାଏ।


ତେବେ ଆସିଷ୍ଟାନ୍ଟ ଲୋକପାଇଲଟ ହେଲା ପରେ ଆପଣଙ୍କ ଦରମା ପାଖା ପାଖି ୪୫୦୦୦ରୁ ୫୦୦୦୦ ହୋଇବ । ତେବେ ପ୍ରତି ବର୍ଷ ସରକାର ଦ୍ଵାରା ଆପଣଙ୍କ ଦରମା ବଢିଥାଏ ଓ ପ୍ରତି ୪ରୁ ୫ ବର୍ଷ ପରେ ଆପଣଙ୍କ ପ୍ରୋମୋସନ ହେଲା ପରେ ଆପଣଙ୍କ ଦରମାରେ ୧୦୦୦୦ ବଢିବାକୁ ଲାଗିଥାଏ । ଏହା ଛଡା ଘର ରେଣ୍ଟ, ଆଉ ଅଲଗା କାମ ପାଇଁ ଆପଣଙ୍କ ଟଙ୍କା କଟିଥାଏ ଯଦି ଆପଣଙ୍କ ନିଜ ଘର ଅଛି ତେବେ ଏହି ଟଙ୍କା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *