ସବୁଠୁ ଅଧିକ ରାଗି ହୋଇଥାନ୍ତି ଏହି 3 ଟି ନାମର ଝିଅ (Jyotish Shastra)

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀଵନ ବଞ୍ଚିବାର ଅଲଗା ଅଲଗା ଶୈଳୀ ହୋଇଥାଏ । ସେହିପରି ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀଵନ ରେ ନାମ ର ମଧ୍ୟ ବହୁତ ଅଧିକ ମହତ୍ତ୍ୱ ରହିଥାଏ । ଏହା ଛଡା ଶାସ୍ତ୍ର ଅନୁସାରେ ମଧ୍ୟ ଜୀବନରେ ନାମ ର ବହୁତ ଖାସ ଏବଂ ଗୁରୁତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ମନୁଷ୍ୟ ର ନାମ ର ପ୍ରଥମ ଅକ୍ଷର ର ବହୁତ ଖାସ ମହତ୍ତ୍ୱ ରହିଥାଏ । ଏହି ପ୍ରଥମ ଅକ୍ଷରରୁ ତା’ର ଜୀବନରେ ଆସୁଥିବା ସୁଖ ଦୁଃଖ କଷ୍ଟ ସବୁ ଯୋଡି ହୋଇ ରହିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ବ୍ୟକ୍ତିତ୍ୱ ତା’ର ନାମ ର ପ୍ରଥମ ଅକ୍ଷର ରୁ ହିଁ ଜାଣି ହୋଇ ଥାଏ । ଆଜି ଆମେ ସେହି ଭଳି ୩ଟି ନାମ ର ଝିଅ ମାନଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ଯିଏ କି ସ୍ଵଭାବ ରେ ବହୁତ ଅଧିକ ରାଗି ଥାଆନ୍ତି ଏବଂ ସର୍ଵଦା ଛୋଟ ଛୋଟ କଥା ରେ ରାଗି ଯାଇଥାନ୍ତି । ତେବେ ଆସନ୍ତୁ ସେହି ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧-ପ୍ରଥମ ଅକ୍ଷର ହେଉଛି N । ତେବେ ଏହି ନାମର ଝିଅ ମାନେ ସେମାନେ ବହୁତ ସୁନ୍ଦର ହୋଇ ଥାନ୍ତି । ଆଉ ଟିକେ ଟିକେ କଥା ରେ ରାଗି ଯାଆନ୍ତି । ଯାହା ଫଳରେ ଏମାନଙ୍କ ର ରାଗ କୁ ଶାନ୍ତ କରିବା ଏତେ ସହଜ ନୁହଁ । ଏମାନେ ଯେମିତି ରୂପ ବତୀ ହୋଇ ଥାଆନ୍ତି ସେମାନେ ସେମିତି ଗୁଣ ବତୀ ମଧ୍ୟହୋଇ ଥାନ୍ତି କିନ୍ତୁ ଏମାନେ ରାଗିଲେ ଏମାନଙ୍କୁ ମନାଇବା ବହୁତ କଷ୍ଟ ଅଟେ । ତେଣୁ ଏହି ଝିଅ ମାନଙ୍କୁ ରାଗା ଠାରୁ ଯଥା ସମ୍ଭବ ଦୁରେଇ ରଖିବା ଉଚିତ ।


୨- ଦ୍ଵିତୀୟ ଅକ୍ଷର ଟି ହେଉଛି S । ତେବେ ଏହି ନାମ ର ଝିଅ ମାନେ ଏହି ନାମ ଥିବା ଝିଅ ମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ । କିନ୍ତୁ ଏମାନଙ୍କ ସହ ଶତ୍ରୁତା ବହୁତ ଖରାପ ହୋଇଥାଏ । ଏମାନେ ବହୁତ ସଚ୍ଚୋଟ ଏବଂ ଭୋଳା ଅଟନ୍ତି । ଏମାନେ ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ ହୋଇଥାନ୍ତି । କିନ୍ତୁ ଏହି ନାମ ର ଝିଅ ଙ୍କ ରାଗ ସର୍ବଦା ତାଙ୍କ ନାକ ଉପରେ ରହିଥାଏ । ଏମାନେ ବହୁତ ରାଗୀ ସ୍ଵଭାବ ର ହୋଇଥାନ୍ତି ।


୩- ତୃତୀୟ ଅକ୍ଷର ଟି ହେଉଛି M । ତେବେ ଏହି ଅକ୍ଷର ର ଝିଅ ମାନଙ୍କୁ ଖୁବ କମ ସମୟ ମଧ୍ୟରେ କ୍ରୋଧ ଆସି ଯାଇଥାଏ । ଏମାନେ ଥରେ ରାଗି ଗଲେ ଏମାନଙ୍କୁ ଶାନ୍ତ କରିବା ବହୁତ ମୁସ୍କିଲ ହୋଇ ପଡିଥାଏ । କିନ୍ତୁ ଏମାନଙ୍କ ର ମସ୍ତିଷ୍କ ବହୁତ ବେଗ ରେ ଚାଲିଥାଏ । ଏହି ଝିଅ ମାନେ ସାଧାରଣତଃ ବହୁତ ଭଲ ହୋଇଥାନ୍ତି କିନ୍ତୁ ଥରେ ରାଗିଲେ ଆଉ କାହାର କଥା ଶୁଣି ନ ଥାନ୍ତି ।

ଏମାନେ ଯେତେବେଳେ ଏକେଲା ରହିଥାନ୍ତି ସେତେବେଳେ ବହୁତ ରାଗି ଯାଇଥାନ୍ତି ତେଣୁ ଏହି ନାମ ର ଝିଅ ଙ୍କୁ କେବେ ମଧ୍ୟ ଏକୁଟିଆ ଛାଡ଼ନ୍ତୁ ନାହିଁ । ଏହି ଝିଅ ମାନଙ୍କ ଠାରୁ ସର୍ବଦା ଦୁରେଇ କରି ରୁହନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *