ବନ୍ଧୁଗଣ, ପୁନ୍ନର୍ଜନ୍ମ ବିଶ୍ଵାସ ତଥା ଅନ୍ଧ ବିଶ୍ଵାସ ର ଦିଗହୀନ ଦିଗବଳୟ ଯାହାକୁ ନା ବିଜ୍ଞାନ ଗ୍ରହଣ କରିଛି ନା ବିଦ୍ଵାନ । କିନ୍ତୁ ସମାଜରେ ରହିଅଛି ଏଭଳି କିଛି ଘଟଣା ଯାହା ଆକସ୍ମିକ ଆଖି ଆଗକୁ ଚାଲି ଆସିଲେ ଲୋମ ଟାଙ୍କୁରାଇ ଦିଏ । ସ୍ଵପ୍ନ ଭଳି ଲାଗୁଥିବା ସନ୍ଧ୍ୟାନୁ ଘଟଣା ବେଳେ ବେଳେ ସତଭଳି ଲାଗେ । ଏଭଳି ଏକ ପୁନ୍ନର୍ଜନ୍ମ ଘଟଣା ରାଜସ୍ଥାନ ରେ ଘଟିଅଛି । ୩ ବର୍ଷ ର ଏକ ନା ବାଳକ କହୁଅଛି ସେ ଦିନର ଶେଷ କାହାଣୀ । ୨୫ ବର୍ଷ ଯୁବକ ର ମୃ-ତ୍ୟୁ ଘଟଣା କୁ ବଖାଣୁଛି ୩ ବର୍ଷ ର ପିଲା । ମୋହିତ ନାମକ ନାବାଳକ କହୁଛି ମୁଁ ତୋରଣ ।
ଜନ୍ମ ହେଲା ଦିନୁ ଯେବେ ଟ୍ରାକ୍ଟର ଶବ୍ଦ ଶୁଣି କାନ୍ଦି ଉଠେ ମୋହିତ ଟ୍ରାକ୍ଟର ସାଉଣ୍ଡ ଶୁଣିଲେ କାହିଁକି କାନ୍ଦି ଉଠେ ? ଲୋକେ ମଧ୍ୟ ଜାଣିପାରନ୍ତି ନାହିଁ କିନ୍ତୁ ଯେବେ ମୋହିତ କଥା କହିବା ଆରମ୍ଭ କରିଲା । ସେତେବେଳେ କହିଲା ପୁନ୍ନର୍ଜନ୍ମ ର କଥା । ପ୍ରଥମେ ମୋହିତ ର ଏଭଳି କଥା କୁ ବିଶ୍ଵାସ କୁ ନେଇ ନଥିଲେ ପରିବାର ଲୋକେ ।
ମୋହିତା କହୁଥିବା ମୃ-ତ ତ୍ଵରଣ ଙ୍କ ପରିବାର ଲୋକଙ୍କ ସହିତ ସାକ୍ଷାତ କରିଥିଲେ ପରିବାର ଲୋକେ । ମୋହିତ କହୁଥିବା ଘଟଣା ମଧ୍ୟରେ ତିଳେ ମଧ୍ୟ ସାମଞ୍ଜସ୍ୟ ରହି ନଥିଲା । ଏହା ଅଧିକ ରୋଜକ ସ୍ଥିତି ସୃଷ୍ଟି କରିଥିଲା । ମୋହିତ ଙ୍କ ପିତା ଙ୍କ କହିବା ଅନୁସାରେ ଜନ୍ମ ବେଳୁ ଟ୍ରାକ୍ଟର ଶବ୍ଦ ଶୁଣିଲେ ଡରିବା ସହିତ କାନ୍ଦି ଉଠେ ।
ଯେବେ କଥା କହିବା ଆରମ୍ଭ କରିଲା ସେବେ ତାହାର ନାମ ତ୍ଵରଣ ବୋଲି କହିଥିଲା ମୋହିତ । ପରେ ଜାଣିବାକୁ ମିଳିଥିଲା ଯେ ଆଜିକୁ ସଠିକ ୧୬ ବର୍ଷ ପରେ ମନୋହର ଥାନା ଅଞ୍ଚଳରେ ଜଣେ ଯୁବକ ଙ୍କର ଦୁର୍ଘଟଣା ରେ ମୃ-ତ୍ୟୁ ଘଟିଥିଲା । ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ତ୍ଵରଣ ଶ୍ରମିକ ଭାବରେ ନିୟୋଜିତ ରହିଥିଲା, ଏବଂ ଟ୍ରାକ୍ଟର ଧକ୍କାରେ ତାହାର ଆକସ୍ମିତ ମୃ-ତ୍ୟୁ ଘଟିଥିଲା ।
ପୁତ୍ର ର ମୃ-ତ୍ୟୁ ପରେ ପିତା କଲ୍ୟାଣ ଧାକଡ ଏବଂ ମାତା ମଧ୍ୟ ପ୍ରଦେଶ ର ସଙ୍କରାପୁର ଗ୍ରାମ କୁ ଚାଲିଯାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଯେ ଏହି ଘଟଣା ଶୁଣି ମୋହିତ ଙ୍କ ପରିବାର ଯେତେବେଳେ ତ୍ଵରଣ ଙ୍କ ଘରେ ପହଞ୍ଚିଥିଲେ ତେବେ ମୋହିତ ନିଜ ଆଡୁ ସେମାନଙ୍କୁ ଚିହ୍ନିଥିଲେ । ଏବଂ ତାଙ୍କ କୋଳରେ ଯାଇ ବସି ପଡିଥିଲା । ଏହି ଘଟଣା ସତରେ ପୁନ୍ନର୍ଜନ୍ମ ର କଥା କୁ ପ୍ରମାଣିତ କରିଲା ଭଳି ଲାଗୁଛି ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।