ସବୁଠୁ ଅଧିକ ଥର ବିବାହ କରିଛନ୍ତି Bollywood ର ଏହି 7 ଷ୍ଟାର, ନଂ 3 ତ 70 ବର୍ଷ ବୟସରେ କରିଛନ୍ତି ଚତୁର୍ଥ ବିବାହ

ନମସ୍କାର ବନ୍ଧୁଗଣ ତେବେ ଆପଣ ବଲିଉଡ ସହ ପରିଚିତ ତ ନିଶ୍ଚିତ ଥିବେ । ତେବେ ବଲିଉଡରେ ଯୋଡି ବନିଥାଏ ଆଉ କିଛି ଦିନ ପରେ ଭାଙ୍ଗି ମଧ୍ୟ ଯାଇଥାଏ । ତେବେ ଏହା କିଛି ବଡ଼ କଥା ନୁହେଁ ଏହା ଏକଦମ ସାଧାରଣ କଥା । ଆମେ ଆପଣଙ୍କୁ ବଲିଉଡର ଏମିତି ଷ୍ଟାର ମାନଙ୍କ ବିଷୟରେ କହିବୁ ସେମାନେ ଗୋଟିଏ ନୁହେଁ ଦୁଇଟା ନୁହେଁ । ତିନି ଥର ବିବାହ କରିଛନ୍ତି । ଆସନ୍ତୁ ତେବେ ଜାଣିନେବା ସେହି ମାନଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ସଞ୍ଜୟ ଦତ । ସଞ୍ଜୟ ଦତ୍ତଙ୍କ ମାନ୍ୟତାଙ୍କ ତୃତୀୟ ପତ୍ନୀ ଅଟନ୍ତି । ମନ୍ୟାତା ସହିତ ସଞ୍ଜୟ ଦତ୍ତ ୨୦୦୮ ରେ ବିବାହ କରିଥିଲେ । ମାନ୍ୟତା ପୂର୍ବରୁ ସଞ୍ଜୟ ଦତ୍ତ ତାଙ୍କର ଦିତୀୟ ପତ୍ନୀ ରିୟା ପିଲାଇକୁ ଡିଭୋର୍ଷ ଦେଇଥିଲେ । ଆଉ ତାଙ୍କର ପ୍ରଥମ ସ୍ତ୍ରୀର ନାମ ରୀଚା ଶର୍ମା ଥିଲେ । ତାଙ୍କର ମୃ-ତ୍ୟୁ ବ୍ରେନ ଟ୍ଯୁମରରେ ହୋଇଥିଲା । ସଞ୍ଜୟ ଓ ରିଚାଙ୍କା ବିବାହ ୧୯୮୭ରେ ହୋଇଥିଲା । ରୀଚା ଓ ସଞ୍ଜୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ତାର ନାମ ତ୍ରିଶାଳ ଅଟେ ।

୨- ଦ୍ଵିତୀୟ ଅଭିନେତା ହେଉଛନ୍ତି କରନ ସିଂହ ଗ୍ରୋଭର । ତେବେ ଏହା ବିପାଶା ବଶୁଙ୍କର ପ୍ରଥମ ବିବାହ କିନ୍ତୁ କରନଙ୍କର ଏହା ତୃତୀୟ ବିବାହ ଥିଲା । କରନ ଟେଲିଭିଜିନ ଇଣ୍ଡଷ୍ଟ୍ରିର ବହୁତ ଜଣା ଶୁଣା ନାମ ଅଟେ । ବିପାଶା ବସୁ ଡସ୍କି କୁଇନ ନାମରେ ପରିଚିତ ଅଟନ୍ତି ବଲ୍ଲୀଉଡରେ । ଏହା ପୂର୍ବରୁ କରନ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ । ଆଉ ତା ପୂର୍ବରୁ ତାଙ୍କର କୋ ଷ୍ଟାର ଶ୍ରଦ୍ଧା ନିଗମଙ୍କ ସହିତ ମଧ୍ୟ ବିବାହ କରିଥିଲେ ।


୩- ତୃତୀୟ ରେ ହେଉଛନ୍ତି କବୀର ବେଦି । କବୀର ବେଦି ଜଣେ ଏମିତି ଅଭିନେତା ଅଟନ୍ତି । ସେ ୭୦ ବର୍ଷ ବୟସରେ ନିଜ ଚତୁର୍ଥ ବିବାହ କରି ସମସ୍ତନକୁ ଚମକେଇ ଦେଇଥିଲେ । ତାଙ୍କର ପ୍ରଥମ ବିବାହ ଡାନ୍ସାର ପ୍ରତିମା ବେଦୀଙ୍କ ସହିତ ହୋଇଥିଲା । ଆଉ ତାଙ୍କ ଝିଅ ପୂଜା ବେଦି ଆଉ ପୁଅ ସିଦ୍ଧାର୍ଥ ଅଟନ୍ତି । କବିର ବେଦି ଦିତୀୟ ବିବାହ ବ୍ରିଟିଶ ଫ୍ୟାସନ ଡିଜାଇନର ସୁଜନଙ୍କ ସହିତ କରିଥିଲେ । କିନ୍ତୁ ଏହି ବିହା ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରି ନଥିଲା ।


ପୁଣି କବିର ୧୯୯୦ ଦଶକରେ ତୃତୀୟ ବିବାହ ଟିଭି ଓ ରେଡିଓ ପ୍ରେଜ୍ଣଟର ନିକି ଙ୍କ ସହିତ କରିଥିଲେ । ୨୦୦୫ରେ ଏହି ସମ୍ପର୍କ ମଧ୍ୟ ତଲାକରେ ହିନ ଖତମ ହୋଇଥିଲା । ଏହା ପରେ କବିର ବ୍ରିଟିଶ ମୂଳକ ଅଭିନେତ୍ରୀ ଓ ମଡେଲ ପରବୀନଙ୍କ ସହିତ ସମ୍ପର୍କରେ ଥିଲେ । ବହୁତ ସମୟ ପର୍ଯ୍ୟନ୍ତ ରିଲେସନସିପ ଥିଲେ । କବୀର ବେଦି ଏହି ମଡେଲ ଙ୍କ ସହିତ ଚତୁର୍ଥ ବିବାହ କରିଛନ୍ତି । କବୀର ବେଦୀଙ୍କ ଚତୁର୍ଥ ପତ୍ନୀଙ୍କ ବୟସ ୪୦ ବର୍ଷ ଅଟେ । ତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ତାଙ୍କ ଚତୁର୍ଥ ପତ୍ନୀଙ୍କ ଠାରୁ ଚାରିବର୍ଷ ଛୋଟ ଅଟେ ।


୪- ଚତୁର୍ଥ ରେ ହେଉଛନ୍ତି କମଲ ହାସନ । ତେବେ କମଲ ହାସନ ପ୍ରଥମେ କ୍ଲାସିକାଲ ସିଙ୍ଗର ବାଣୀ ଗଣପତିଙ୍କୁ ବିବାହ କରିଥିଲେ । ଏହାପରେ ସେ ଅଭିନେତ୍ରୀ ସରିକାଙ୍କୁ ବିବାହ କଲେ । ତାଙ୍କର ଦୁଇ ଝିଅ ହେଉଛନ୍ତି ଶୃତି ହାସନ ଏବଂ ଅକ୍ଷରା ହାସନ । ସରିକାଙ୍କ ସହିତ ଛାଡ଼ପତ୍ର ପରେ ସେ ଅଭିନେତ୍ରୀ ଗୌତମୀଙ୍କ ସହିତ ଲିଭଇନରେ ରହିଲେ । ଏହା ମଧ୍ୟ କୁହାଯାଉଛି ଦୁଇଜଣ ଲୁଚି ଲୁଚି ବିବାହ କରି ନେଇଛନ୍ତି ।


୫- ପଞ୍ଚମରେ ହେଉଛନ୍ତି ବିନୋଦ ଚୋପ୍ରା । ତେବେ ଥ୍ରି ଇଡିଅଟ୍ସର ପ୍ରଯୋଜକ ବିଧୂ ବିନୋଦ ଚୋପ୍ରା ମଧ୍ୟ ତିନି ଥର ବିବାହ କରିଛନ୍ତି । ପ୍ରଥମେ ସେ ଫିଲ୍ମ ଫିଲ୍ମ ଏଡିଟର ରେଣୁ ସଲୁଜାଙ୍କୁ ବିବାହ କରିଥିଲେ । ଦ୍ୱିତୀୟରେ ସେ ଜଣେ ସର୍ଟ ଫିଲ୍ମ ନିର୍ମାତାଙ୍କ ଝିଅଙ୍କୁ ବିବାହ କଲେ । ତାଙ୍କ ସହିତ ଛାଡ଼ପତ୍ର ପରେ ସେ ଲେଖିକା ଏବଂ ଫିଲ୍ମ କ୍ରିଟିକ ଅନୁପମା ଚୋପ୍ରାଙ୍କୁ ବିବାହ କଲେ ।


୬- ଷଷ୍ଠ ରେ ହେଉଛନ୍ତି ସିଦ୍ଧାର୍ଥ ରୟ କପୂର । ତେବେ ଫିଲ୍ମ ପ୍ରଯୋଜକ ସିଦ୍ଧାର୍ଥ ରୟ କପୂର ପ୍ରଥମେ ତାଙ୍କର ଜଣେ ପିଲା ଦିନର ସାଙ୍ଗକୁ ବିବାହ କରିଥିଲେ । ଦ୍ୱିତୀୟରେ ସେ ଜଣେ ଟିଭି ପ୍ରଯୋଜିକାଙ୍କୁ ବିବାହ କରିଥିଲେ । ତୃତୀୟ ଥର ସିଦ୍ଧାର୍ଥ ୨୦୧୨ରେ ବଲିଉଡ ବିୟୁଟି ବା ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ।


୭- ସପ୍ତମ ରେ ହେଉଛନ୍ତି ବିନୋଦ ମେହେରା । ତେବେ ଅଭିନେତା ବିନୋଦ ମେହେରା ମୀନା ବ୍ରୁକାଙ୍କୁ ବିବାହ କରିଥିଲେ, ଯିଏକି କିଛି ବର୍ଷ ମଧ୍ୟରେ ଭାଙ୍ଗି ପଡିଥିଲେ । ଏହା ପରେ ବିନୋଦ ମେହେରାଙ୍କ ଦ୍ବିତୀୟ ବିବାହ ବିନ୍ଦିଆ ଗୋସ୍ୱାମୀ ଏବଂ କିରଣଙ୍କୁ ତୃତୀୟ ବିବାହ କରିଥିଲେ କିନ୍ତୁ ସେମାନଙ୍କର କୌଣସି ବିବାହ ତିଷ୍ଠି ରହି ପାରିଲା ନାହିଁ ।

Leave a Reply

Your email address will not be published. Required fields are marked *