‘ଓଃ… ବ୍ୟୁଟିଫୁଲ୍… ୩ କିଲିଆ ମୁଣ୍ଡଳୀ ମାଛ ନେଲି…ଆଜି ଭଲ ଝୋଳ ଟେ ହବ…’ ଥରେ ଦେଖନ୍ତୁ ଏହି Video ହସି ହସି ଗଡିବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ ପର୍ଶନାଲ ଲାଇଫ ଓ ନିଜ ସମାଜ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏହା ଛଡା ସୁର ଭାଇ ନିଜ କଡା ବୟାନ ପାଇଁ ମଧ୍ୟ ଅନେକ ଥର ଲୋକ ଲୋଚନକୁ ଆସନ୍ତି । ଓଡିଶାରେ ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । କେବଳ ରାଜନୀତିରେ ନୁହେଁ ଓଡିଆ ଇଣ୍ଡଷ୍ଟ୍ରିରେ ବି ସୁର ଭାଇ ବହୁତ ନାଁ କମାଇ ଛନ୍ତି ।

ସେ ଅନେକ ଓଡିଆ ଆଲବମରେ କଣ୍ଠ ଦାନ କରିବା ସହ ଅଭିନୟ କରିଛନ୍ତି । ବନ୍ଧୁଗଣ ସୁର ଭାଇ ଏବେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୁର ଭାଇଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ସମ୍ଭାବ୍ୟ ବାତ୍ୟା ଘେରରେ ଓଡିଶା ରହିଛି । ପାଣି ବଢି ହେବା କାରଣରୁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ପାଣି ବଢି ଦେଖିବାକୁ ସୁର ଭାଇ ମୁଣ୍ଡଳୀ ବ୍ରିଜ ଯାଇଛନ୍ତି । ମୁଣ୍ଡଳୀ ବ୍ରିଜରେ ପାଣି ଦେଖିଲା ପରେ ସୁର ଭାଇ ମାଛ କିଣିବାକୁ ଯାଉଛନ୍ତି ।

ସୁର ଭାଇ ଏକ ମାଛ କିଣି ଆସିବା ପରେ ତାଙ୍କ ପଛରେ ପିମ୍ପୁଡି ଜନ୍ଦା ଭଳିଆ ଲୋକ ମାନେ ସେଲଫି ନେବା ପାଇଁ ଆସିଯାଉଛନ୍ତି । ସୁର ଭାଇ ଗାଡିବେ ବସିବାକୁ ଯିବା ବେଳେ ବି ଲୋକ ତାଙ୍କ ପଛରେ ସେଲଫି ନେବାକୁ ଦୌଡୁ ଛନ୍ତି । ପାଣି ଦେଖିବା ପରେ ସୁର ଭାଇ କହିଛନ୍ତି, ନୂଆ ପାଣି ବଢିଛି ବହୁତ ଆନନ୍ଦ ଲାଗୁଛି ।

ତେବେ ବନ୍ଧୁଗଣ ବନ୍ୟା ପାଣି ବଢିବାରୁ ଲୋକ ସିଆଡେ ହଇରାଣ ହେଲେଣି ଆଉ ଲୋକ ମାନଙ୍କ ମୁଣ୍ଡ ବିନ୍ଧିଲାଣି ହେଲେ ଇଆଡେ ସୁର ଭାଇଙ୍କୁ ଆନନ୍ଦ ଲାଗୁଛି । ତେବେ ସୁର ଭାଇଙ୍କର ଏହି ଭିଡିଓଟି ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *