ଏହି 3 ବାଟରେ ଖସିଯିବ ଗୋପାଳ ! ଦେଖନ୍ତୁ ଏ ନେଇ କଣ କୁହନ୍ତି ପୂର୍ବତନ ପୁଲିସ ଡ଼ିଜି Prakash Mishra

ରହସ୍ୟ ହୋଇ ରହିଯିବ କି ନବ ଦାସ ହତୟଆକାଣ୍ଡ, ସାମ୍ନାକୁ ଆସିବ ତ ପରଦା ପଛର ସତ । ଖସିଯିବେ କି ଅସଲ ଚରିତ୍ର । ଗୋପାଳକୁ ଖସାଇବାକୁ ହୋଇଛି କି ସୁଚିନ୍ତିତ ଯୋଜନା । ଗନ୍ଧ ବାରିଲେଣି ପୂର୍ବତନ ଡିଜିପି ଓ ବରିଷ୍ଠ ଆଇନଜୀବୀ । ନବ ଦାସ ହତୟଆକାଣ୍ଡରେ କେମିତି ଏବଂ କାହିଁକି ଖସିଯିବ ଗୋପାଳ ଦାସ ଏଠାରେ ତିନୋଟି ଦିଗ ହି ଅତ୍ୟନ୍ତ ଗୁରୁତ୍ଵ ରଖୁଛି । ପ୍ରଥମ କଥା ହେଉଛି ଘଟଣା ଦିନ ଠାରୁ ଆଜି ଯାଏଁ ନବଙ୍କ ଦେହରେ ବାଜି ଥିବା guulee ଜବତ ହେଇପାରି ନାହିଁ କୁଆଡେ ଗଲା ସେ guulee ।

ନିକଟରୁ guulee କରା ଯାଇଥିଲେ ବି କାହିଁକି ତାକୁ ଏ ଯାଏଁ ଜବତ କରା ଗଲା ନାହିଁ । ଘଟଣା ସ୍ଥଳରୁ ଜବତ କରିବାକୁ କିପରି ଭୁଲି ଗଲା ପୋଲିସ ନବଙ୍କ ଗାଡି ଭିତରେ ହିଁ guulee ଥାଇ ପାରେ ହେଲେ ସଙ୍ଗେ ସଙ୍ଗେ guulee ଜବତ କରା ଗଲା ନାହିଁ କାହିଁକି ।

ଜାଣିଶୁଣି guuleeକୁ ହା-ଇ-ଜା-କ କରାଯାଇ ନାହିଁ ତ । ଯଦି guulee ଜବତ ହୋଇଥାନ୍ତା ତେବେ ଗୋପାଳଙ୍କ ପାଇଁ ଏହା ବରିଷ୍ଠ ପ୍ରମାଣ ହୋଇଥାନ୍ତା । କୋର୍ଟରେ ଖସିବାର ବାଟ ଏକ ପ୍ରକାରର ବନ୍ଦ ହୋଇଯାଇଥାନ୍ତା । ହେଲେ ଏହା ପଛର ଷ-ଅଡ-ଯ-ଅନ୍ତ୍ରକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର । ଗୋପାଳ ଖସିବାର ଆଉ ଏକ ଦିଗ ହେଉଛି ନବଙ୍କ ମୃତ୍ୟୁ ଘୋଷଣା ବିଳମ୍ବ କରିବା ।

ପୂର୍ବତନ ପୁଲିସ ଅଧିକାରୀଙ୍କ କହିବା କଥା, ନବଙ୍କୁ ଯେଉଁଭଳି ଭାବରେ ଅତି ନିକଟରୁ ଫ-ଆ-ୟା-ରି-ଙ୍ଗ କରାଯାଇଥିଲା ସେ କେସରେ ଜଣେ ବ୍ୟକ୍ତି 2ରୁ 3 ମିନିଟ ମଧ୍ୟରେ ମୃତ୍ୟୁ ହେବା କଥା । ହେଲେ ନବଙ୍କ କେସରେ ହଠାତ ମୃତ ଘୋଷଣା କରାନଯାଇ ତାଙ୍କୁ ଆପୋଲୋ ହସ୍ପିଟାଲ ଆଣିବା ଅପରେଶନ କଥା କହି ସଂନ୍ଧ୍ୟା 7ଟାରେ ମୃତ ଘୋଷଣା କରିବା ଗୋପାଳ ପାଇଁ ଖସିବାର ବାଟ ବୋଲି ସନ୍ଦେହ କରିଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ।

ସେପଟେ ତଦନ୍ତ ପ୍ରକ୍ରିୟାକୁ ନେଇ ଶୁଦ୍ଧତା ନଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ଯଦି ଗୋପାଳର ବାଇକୁଲାର ଡିଶଅର୍ଡର ଥିବା ପ୍ରମାଣିତ ହୁଏ ତେବେ ସେ ଖସିଯିବ । ମାନସିକ ବିକରତା ଗସ୍ତ ପ୍ରମାଣିତ କରିବାକୁ ଚେଷ୍ଟା କରାଯାଉଥିବା କହୁଛନ୍ତି ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *