ଟିକେଟ କଟିବା ପରେ ଦମ ଦେଖାଇଲେ Kalu Khandayatray, ଭୟରେ Aparajita sarangi

କାଳୁ ଖଣ୍ଡାୟତରାୟଙ୍କର ଦମ ଦେଖି ଛାନିଆ ଅପରାଜିତା ! ହଁ ଆଜ୍ଞା ଏବେ କାଳୁ ଖଣ୍ଡାୟତରାୟଙ୍କ ନାମରେ ହଜାର ହଜାର ସମର୍ଥକଙ୍କ ନାମ ଶୁଣିବାକୁ ମିଳୁଛି । ଏହା ପୂର୍ବରୁ କୌଣସି ସ୍ଵାଧୀନ ପ୍ରାର୍ଥୀ ଏପରି ଜନ ସମାବେଶର ଆୟୋଜନ କରିଥିଲେ । କାଳୁ ଖଣ୍ଡାଯତରାୟଙ୍କୁ ବିଜେପିରୁ ଟିକେଟ ନମିଳିବା ପରେ ସେ ଏଭଳି କିଛି ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇବା ପାଇଁ ଦମ ଦେଖାଇଛନ୍ତି । ତାଙ୍କ ସହ ହଜାର ହଜାର ସାଧାରଣ ଜନତାଙ୍କର ମଧ୍ୟ ସମର୍ଥନ ଅଛି ।

ତେବେ କାଳୁ ଖଣ୍ଡାଯତରାୟ ଏକ ବିଶାଳ ସଭାର ଆୟୋଜନ କରି ହଜାର ହଜାର ଲୋକଙ୍କୁ ସେଠାକୁ ଡାକି ସଭାର ଆୟୋଜନ କରିଥିଲେ । ସେଠାରେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ଅଞ୍ଚଳର ଉନ୍ନତି କରିବେ ବୋଲି ମଧ୍ୟ କହିଥିଲେ । ଏଥିସହ ଲୋକଙ୍କର ତାଙ୍କ ସହ ସମର୍ଥନ ମଧ୍ୟ ବହୁ ମାତ୍ରାରେ ଅଛି ବୋଲି ପୁରା ସ୍ପଷ୍ଟ ଭାବେ ଜଣା ପଡିଯାଉଛି । ତେବେ ଏତେ ଲୋକଙ୍କର ସପର୍ଟ କାଳୁ ଖଣ୍ଡାୟତରାୟଙ୍କ ପାଇଁ ଥିବାରୁ ଏହାକୁ ଦେଖି ବିଜେପି ଦଳ ଭୟଭୀତ ହୋଇଯାଇଛନ୍ତି ।

କାରଣ ଯେଉଁ କାଳୁ ଖଣ୍ଡାୟତଙ୍କୁ ସେ ଟିକେଟ ଦେଇନାହିଁ । ସେହି ଲୋକ ଏବେ ଖୋର୍ଦ୍ଧାରେ ଏକ ବିଶାଳ ଜନ ସମାବେଶ କରିଦେଖାଇଛନ୍ତି । ତେବେ କାଳୁ ଖଣ୍ଡାୟତରାୟଙ୍କ କହିବା ଅନୁସାରେ ମୋତେ 2 କୋଟି ଟଙ୍କା ଟିକେଟ ପାଇଁ ମାଗିଥିଲେ । ମୁଁ ଦେଇପାରିଲିନି ବୋଲି ମୋ ଟିକେଟ ପ୍ରସନ୍ନ ଜଗଦେବଙ୍କୁ ଦେଇଦେଲେ । ତେବେ ଏଭଳି କିଛି ସଙ୍ଗୀନ ଅଭିଯୋଗ କାଳୁ ଖଣ୍ଡାୟତ ଅପରାଜିତା ଷଡଙ୍ଗୀଙ୍କ ନାମରେ କରିଛନ୍ତି । ମୁଁ ଦଳରୁ ନହେଲେ ନାହିଁ ସ୍ଵାଧୀନ ଭାବେ ଅଞ୍ଚଳ ପାଇଁ ଲଢିବି ।

ତେବେ ବିଜେପିରୁ ଟିକେଟ ନପାଇଲା ପରେ କାଳୁ ଖଣ୍ଡାୟତରାୟ ନିଜ ସମର୍ଥକ ମାନଙ୍କୁ ନେଇ ଖୋର୍ଦ୍ଧାରେ ନିଜ ସ୍ଵାଭିମାନ ପାଇଁ ଏକ ବିଶାଳ ଜନ ସମାବେଶ କରିଛନ୍ତି । ଯେଉଁ ସମାବେଶରେ ତାଙ୍କ ସହ ହଜାର ହଜାର ଲୋକଙ୍କର ସମର୍ଥନ ଥିବା ଜଣା ପଡୁଛି । ତେବେ ଯଦି କାଳୁ ଖଣ୍ଡାୟତଙ୍କ ସହ ଖୋର୍ଦ୍ଧାର ଏତେ ଲୋକଙ୍କ ସମର୍ଥନ ରହୁଛି । ତେବେ ଏହା କିନ୍ତୁ ଅପରାଜିତା ଷଡଙ୍ଗୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି ସାଧାରଣରେ ଚର୍ଚା ହେଉଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *