ଥରେ କି 2 ଥର ନୁହେଁ, ବରଂ 5 ଥର ବିବାହ ମଣ୍ଡପରୁ ଫେରାର ହେଇ ସାରିଛନ୍ତି Katrina Kaif, ଦେଖନ୍ତୁ ଧୋକା ଖାଇଥିବା ବର ମାନଙ୍କ ଲିଷ୍ଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନା କେଆଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । କାଟ୍ରିନା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । କାଟ୍ରିନା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି ।

କାଟ୍ରିନା ଅନେକ ପ୍ରକାରର ଭୂମିକାରେ ନଜର ଆସିଛନ୍ତି । ଅନେକ ଫିଲ୍ମରେ ସେ ବୋହୁ ଭୂମିକାରେ ମଧ୍ୟ ନଜର ଆସିଛନ୍ତି ଓ ଏହି ଫିଲ୍ମ ଗୁଡିକରେ କାଟ୍ରିନା ବିବାହ ସମୟରେ ବିବାହ ଛାଡି ଫେରାର ହୋଇଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ନମସ୍ତେ ଲଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ବଲିଉଡ ଫିଲ୍ମ ନମସ୍ତେ ଲଣ୍ଡନ । ଏହି ଫିଲ୍ମରେ କାଟ୍ରିନା କେଆଫ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମରେ କାଟ୍ରିନା ଓ ଅକ୍ଷୟଙ୍କ ବିବାହ ହେବାକୁ ଯାଉଥିବ ହେଲେ ଠିକ ସମୟରେ କାଟ୍ରିନା ବିବାହ ଛାଡି ଫେରାର ହୋଇଯାଉଛନ୍ତି । ଏହି ଫିଲ୍ମଟିକୁ ଲୋକମାନେ ବେସ ପସନ୍ଦ କରିଥିଲେ ।

ପାର୍ଟନର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ବଲିଉଡ ଫିଲ୍ମ ପାର୍ଟନର । ଏହି ଫିଲ୍ମରେ କାଟ୍ରିନା କେଆଫ, ସଲମାନ ଖାନ ଓ ଗୋବିନ୍ଦା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ କାଟ୍ରିନାଙ୍କ ବାପା ଏକ ଧନୀ ଲୋକ ସହ କାଟ୍ରିନାଙ୍କ ବିବାହ କରିବାକୁ ଚାହୁଁ ଥିବେ । ହେଲେ ବିବାହ ହେବା ସମୟରେ କାଟ୍ରିନା ବିବାହ ଛାଡି ଗୋବିନ୍ଦାଙ୍କ ପାଖକୁ ଚାଲି ଯାଉଛନ୍ତି ।

ମେନେ ପ୍ୟାର କ୍ୟୁ କିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ୨୦୦୫ ମସିହାର ସୁପର ହିଟ ଫିଲ୍ମ ମେନେ ପ୍ୟାର କ୍ୟୁ କିଆ । ଏହି ଫିଲ୍ମରେ କାଟ୍ରିନା ସଲମାନ ଖାନଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ କାଟ୍ରିନା ସଲମାନଙ୍କ ସହ ବିବାହ କରିବାକୁ ଯାଉଥିବେ ହେଲେ ଠିକ ସମୟରେ ସେ ଏହି ବିବାହ ଭାଙ୍ଗି ଦେବେ ।

ଅଜବ ପ୍ରେମ କି ଗଜବ କାହାନି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ବଲିଉଡ ଫିଲ୍ମ ଅଜବ ପ୍ରେମ କି ଗଜବ କାହାନି । ଏହି ଫିଲ୍ମ କାଟ୍ରିନାଙ୍କୁ ରଣବିର କପୁର ପ୍ରେମ କରୁଥିବେ ହେଲେ କାଟ୍ରିନା ଆଉ ଜଣଙ୍କ ସହ ବିବାହ କରିବାକୁ ଯାଉଥିବେ ହେଲେ ଠିକ ସମୟରେ କାଟ୍ରିନା ବିବାହ ମଣ୍ଡପରୁ ଫେରାର ହୋଇ ରଣବିରଙ୍କୁ ପାଖକୁ ଚାଲି ଆସିବେ ।

ସିଂହ ଇସ କିଙ୍ଗ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବଲିଉଡ ଫିଲ୍ମ ସିଂହ ଇସ କିଙ୍ଗ । ଏହି ଫିଲ୍ମରେ ମଧ୍ୟ କାଟ୍ରିନା ଶେଷ ସମୟରେ ବିବାହ ଭାଙ୍ଗି ଅକ୍ଷୟ କୁମାରଙ୍କ ସହ ବିବାହ କରିବେ । ଏହି ଫିଲ୍ମରେ ପ୍ରଥମେ କାଟ୍ରିନାଙ୍କ ବିବାହ ତାଙ୍କ ବୟଫ୍ରେଣ୍ଡଙ୍କ ସହ ହେଉଥିବ ହେଲେ ଠିକ ସମୟରେ କାଟ୍ରିନା ଅକ୍ଷୟଙ୍କ ସହ ବିବାହ କରିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *