ଥରେ ବାହା ହୋଇ 10 ବର୍ଷ କାନ୍ଦିଛନ୍ତି… ମତେ ଲାଗୁଛି ଆଉ ବୋଧେ Anubhav Mohanty ବାହା ହେବେ, Boumakesh tripathi

ଥରେ ବାହା ହୋଇ 10 ବର୍ଷ କାନ୍ଦିଛନ୍ତି, ମୋତେ ଲାଗୁନି ସେ ଆଉ ବାହା ହେବେ । ତେବେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଆଡଭୋକେଟ ବୌମକେଶ ତ୍ରିପାଠୀ । ତାଙ୍କ କହିବା ଆଧାରରେ ଅଭିନେତା ଅନୁଭବ ମହାନ୍ତି ଥରେ ବାହା ହୋଇକି 10 ବର୍ଷ କାନ୍ଦିଛନ୍ତି । ଯଦି ଅନୁଭବ ଆଉ ଜଣଙ୍କୁ ଦିତୀୟ ବିବାହ କରିବେ । ସେ ଜଣଙ୍କ ଭଲ ପଡିବ ବୋଲି ମଧ୍ୟ କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ଜେନେରାଲ ସେନ୍ସରେ ଯଦି ଅନୁଭବଙ୍କ ବିଷୟରେ କଡି କହିବାକୁ ଜୀବି ।

ଅନ୍ଧ ଜୀବନରେ ଥରେ ବାଡି ହଜାଏ ହେଲେ ସବୁବେଳେ ତ ଆଉ ବାଡି ହଜାଇବ ନାହିଁ । ଏମିତି ବି ଅନୁଭବ କେନ୍ଦ୍ରାପଡା ସାଂସଦ ହୋଇ ମଧ୍ୟ ନିର୍ବାଚନର ପାଞ୍ଚ ବର୍ଷ ବିତିଯାଇଥିଲେ । ବି ସେ କୌଣସି ସ୍ଥାନରେ ଭଲ ଭାବେ ସଭା ସମିତି କରିପାରିନାହାନ୍ତି । କାରଣ ଯେହେତୁ ସେ ନିଜର ପାରିବାରିକ କଳହ ପାଇଁ ସବୁବେଳେ ମାନସିକ ଭାବେ ଅଶାନ୍ତ ରହୁଥିଲେ । ତେଣୁ ସେ କୌଣସି କାର୍ଯ୍ୟ କରିବାରେ ଠିକ ଭାବେ ମନୋଯୋଗ କରିପାରୁନଥିଲେ ।

ହେଲେ ଅନୁଭବ ମହାନ୍ତି ଯେ କେଉଁ ପ୍ରକାର ମାନସିକ ଅଶାନ୍ତିରେ ରହୁଥିଲେ ସେ କେବଳ ନିଜେ ହିଁ ସବୁ ଭଲରେ ଜାଣିଥିଲେ । ଲୋକଙ୍କୁ ଯଦି ଏହି ବିଷୟରେ କହିବ ଲୋକ ସେଇଟାକୁ ଭଲରେ ବୁଝି ପାରିବେ ନାହିଁ । ହେଲେ କଥାରେ ଅଛି, ଯେଉଁ ବ୍ୟକ୍ତି ଯେଉଁ କଥାକୁ ଅଙ୍ଗେ ନିଭାଇଥିବ ସେ ହିଁ ତାହାର ମହତ୍ଵ ଠିକ ଭାବେ ବୁଝି ପାରିଥିବ ।  ଅନୁଭବଙ୍କର 10 ବର୍ଷ କାଳର ନ୍ୟାୟିକ ଲଢେଇରେ ସେ ବିଜୟ ହୋଇଛନ୍ତି ବୋଲି ସେ ନିଜେ ସୋସିଆଲ ମିଡିଆରେ କହୁଛନ୍ତି । ତେଣୁ ଅଭିନେତା ଅନୁଭବ ମହାନ୍ତି ବିବାହ ପରେ ଯେଉଁ ସବୁ କଷ୍ଟ ଯନ୍ତ୍ରଣା ଓ ମାନସିକ ଚିନ୍ତାର ସମୁଖୀନ ହୋଇଛନ୍ତି ।

ତାପରେ କୋର୍ଟରୁ ଡିଭୋର୍ସର ମଞ୍ଜୁରୀ ପାଇଲା ପରେ ଯେଉଁ ଖୁସି ସେ ଅନୁଭବ କରିପାରୁଛନ୍ତି । ସେ ଦିତୀୟ ବିବାହ କରିବାର ଅଧିକ ସମ୍ଭାବନା ନାହିଁ । କାରଣ ବିବାହ ପରର ଦୀର୍ଘ 10 ବର୍ଷ କାଳ ସେ ପାରିବାରିକ ବିବାହ ପାଇଁ ଅଶାନ୍ତିରେ ରହିଆସିଛନ୍ତି । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *